ପୁଲୱାମା ଆକ୍ରମଣ : ଜୈଶ-ଏ-ମହମ୍ମଦ ଷଡ଼ଯନ୍ତ୍ର ମାମଲାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କିତ ଏକ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ୬ ଜଣଙ୍କୁ ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି । ସେହି ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ…

ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌ ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

ନୂଆଦିଲ୍ଳୀ: ଫେସ୍‌ବୁକ୍‌ ଓ ଇନ୍‌ଷଷ୍ଟାଗ୍ରାମ୍‌ ପରେ ଏବେ ଜିଓ ସିମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଜିଓ ବ୍ୟବହାରକାରୀମାନେ କଲ୍‌ କିମ୍ବା ମେସେଜ୍‌ ପଠାଇ ନପାରି ଅସୁବିଧାର ସମ୍ମୁ୍ଖୀନ ହେବା ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଜି ସକାଳୁ ଏପରି…

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ  ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ…

ଆବାସ କାର୍ଯ୍ୟାଦେଶ ଦେଇ ଦିବ୍ୟାଙ୍ଗଙ୍କୁ ଠକିଦେଲା ପ୍ରଶାସନ; ଅଗ୍ରିମ ପାଇଁ ଲାଞ୍ଚ ଦାବି ଅଭିଯୋଗ, ଜିଲ୍ଲାପାଳଙ୍କୁ…

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ରେ ସରକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି। ତଳତଳିଆ କର୍ମଚାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। ଆଉ ଲାଞ୍ଚ ଦେଇ ନପାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିଦେଉଛନ୍ତି। ଚାନ୍ଦପୁର ପଞ୍ଚାୟତ ଡଭାର…

ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

ଯାଜପୁର : କେନ୍ଦୁଝର ରୋଇଡ଼ା ଖଣିରୁ ବେଆଇନ୍ ଭାବେ ମାତ୍ରାଧିକ ଖନନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ଜରିମାନା ନଦେବାରୁ ମୋସ୍କୋ କମ୍ପାନି ଚାଲିବା ପାଇଁ ଅନୁମତି (ସିଟିଓ) ମିଳିଲାନାହିଁ। ମାତ୍ର, କମ୍ପାନିର ବେଆଇନ୍ କାରବାର ପାଇଁ ଶହଶହ ପରିବାର ଏବେ ହିନସ୍ତା ହେଉଛନ୍ତି। କଳିଙ୍ଗନଗରସ୍ଥିତ…

ସଫଳ ତୈଳ-ତାଳଚାଷୀ କୁଳମଣି: ଟାଙ୍ଗରା ଜମିରୁ ରୋଜଗାର ମାସକୁ ୫୦ ହଜାର

ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବୟସ କେବଳ ଏକ ସଂଖ୍ୟା। ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହୋଇ ହେବ। ମୋଟା ଅଙ୍କର ଅର୍ଥ ରୋଜଗାର କରିହେବ। ଏ ଦୁଇଟି କଥାକୁ ପ୍ରମାଣିତ କରିଛନ୍ତି ୮୨ ବର୍ଷ ବୟସର କୁଳମଣୀ ନାୟକ। ସେ ହୋଇଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଜୀବନର ଅପରାହ୍ନରେ…

ସାତକୋଶିଆରେ ଏମିତି ପର୍ଯ୍ୟଟନ: ଆଣ୍ଠେଇଛି ଗୃହ ଆତିଥ୍ୟ, ସଫାରି

ଅନୁଗୁଳ : ବଡ଼ ଯୋଜନା କରିଥିଲେ ସରକାର। ସାତକୋଶିଆରେ ପର୍ଯ୍ୟଟକଙ୍କୁ ଗାଁ ଲୋକଙ୍କ ଦ୍ବାରା ଗୃହ ଆତିଥ୍ୟ ଦିଆଯିବ। କେବଳ ଆତିଥ୍ୟ ନୁହେଁ, ପର୍ଯ୍ୟଟକଙ୍କୁ ସାତକୋଶିଆରେ ସଫାରିରେ ବୁଲାଇବାକୁ ବି ସ୍ବପ୍ନ ଦେଖାଇଥିଲେ। ହେଲେ ସବୁ ସ୍ବପ୍ନ କିନ୍ତୁ ଆରମ୍ଭରୁ ଝୁଣ୍ଟିଛି। ଗୃହ ଆତିଥ୍ୟ ଯୋଜନା…

ମୂର୍ତ୍ତି ବିସର୍ଜନ ବେଳେ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସା ଅବସ୍ଥାରେ ଜଣେ ମୃତ, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି

କଟକ: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ବାଲିଆ ବଜାରରେ ଗତ ୨୪ ତାରିଖ ରାତିରେ କାର୍ତ୍ତିକେଶ୍ବର ମୂର୍ତ୍ତି ଭସାଣି ସମୟରେ ଗୁରୁତର ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ୨୩ ବର୍ଷିୟ ପିଣ୍ଟୁ ଖାନ୍‌। ସେ ୮୦ ଭାଗ ପୋଡି ହୋଇ ବର୍ଣ୍ଣ ଆଇସିୟୁରେ…

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି କହିଲେ ଗୃହ…

ଭୁବନେଶ୍ବର: ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ। କଣ ବ୍ଲାକମେଲ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି।…

୩ ଦଫା ଦାବି ପୂରଣ ପାଇଁ ଦ୍ୱିତୀୟ ଦିନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା

ଭୁବନେଶ୍ବର: ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା। ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା…