ମାୟାମୃଗ

ଦଣ୍ଡକାରଣ୍ୟରେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଚତୁର ଇଙ୍ଗିତରେ ଲକ୍ଷ୍ମଣ ଶୁର୍ପଣଖାର ନାକ,କାନ କାଟି କୁରୂପ କରି ଛାଡ଼ି ଦେଲେ l ଶୁର୍ପଣଖା ତତ୍କ୍ଷଣାତ ଧାଇଁ ଯାଇ ତାହାର ଭାଇ ଖରକୁ ତାର ଦୁର୍ଗତିର କାହାଣୀ କହିଲା,ତହୁଁ ଖର,ଦୂଷଣ ଏବଂ ତ୍ରିଶିରା ଆଦି ଭୀଷଣ କାୟ ରାକ୍ଷସମାନେ ଯାଇ ରାମଙ୍କ…

ମାତୃଭାଷା ଦିବସ ଅନୁଚିନ୍ତା

ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା l ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା ll ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ l ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ ll ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ l ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ ll ଆମ ଭାଷା ପୁଣି ଅଟଇ…

ପୁଷ୍କରିଣୀର ନାମ ଦେବୀପାଦ ହରା

ଆମ ଐତିହ୍ୟ ମଣ୍ଡିତ ଏକାମ୍ର କାନନ, ଲିଙ୍ଗରାଜ କ୍ଷେତ୍ରରେ ରହିଛି କ୍ରମେ ଜନ ମାନସରୁ ଅପସରି ଯାଇଥିବା, ଏକ ଐତିହାସିକ ପୁଷ୍କରିଣୀ l ଅଧୁନା ସରକାରଙ୍କ ତରଫରୁ କରାଯାଉଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଅଭିଯାନରେ ଏହାର ପୁନରୁଦ୍ଧାର କରାଯାଇ, ଲୋକ ଲୋଚନକୁ ଅଣା ଯାଇଛି l…

ପ୍ରେମମୟ ହରି

ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll ପ୍ରେମାନନ୍ଦେ ବୋଳିହୁଅ ବ୍ରଜଦାଣ୍ଡ ଧୂଳି l…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ

ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର ସୁଶାସନ ରାମରାଜ୍ୟ l କଳିଯୁଗେ ଭାଈ ସେହି ରାମରାଜ୍ୟ ଆମରି ମୟୂରଭଞ୍ଜ ll ମୟୁର ଅଣ୍ଡଜ ବଂଶରେ ସମ୍ଭବି ରାଜା ଶ୍ରୀ ଶ୍ରୀରାମଚନ୍ଦ୍ର l ରାଜା ନୁହେଁ ସିଏ ମହାରାଜା ଆମ ଓଡ଼ିଶା ଆକାଶେ ଚନ୍ଦ୍ର ll ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ ଚିହ୍ନି କେତେ…

ପରମ ପାବନ ଲୁମ୍ବିନୀ ବନ

କପିଳବାସ୍ତୁ ରାଜପ୍ରାସାଦରେ ଶୋଇଥିବା ବେଳେ ସେଦିନ ମହାରାଣୀ ମହାମାୟା ( ମାୟା ଦେବୀ ) ଆଶ୍ଚର୍ଯ୍ୟ ଏକ ସ୍ବପ୍ନ ଦେଖିଲେ," ଗର୍ଭରେ ତାଙ୍କର ଛଅଟି ଦାନ୍ତ ଥିବା ଗୋଟିଏ ଶ୍ୱେତ ହସ୍ତୀ ପ୍ରବେଶ କରୁଛି"l ସେହିଦିନ ରାଣୀ ମହାମାୟା ଅନ୍ତଃସତ୍ଵା ହେଲେ ଓ ଗର୍ଭସ୍ଥହେଲେ ବୋଧିସତ୍ତ୍ୱ l କୁହାଯାଏ…

୩୮ ହଜାର ଟଙ୍କାରେ ବିକ୍ରି ହେଲା ୨ କ୍ବିଣ୍ଟାଲ୍‌ର ଭେକଟି ମାଛ

ଭୋଗରାଇ: ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏକ ବିଶାଳ ମାଛ ଧରାପଡ଼ିଥିଲା। ମାଛଟିକୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୀମାନ୍ତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ମାଛଟିର ଓଜନ ୨ କ୍ବିଣ୍ଟାଲ୍‌ ଥିଲା।…

ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍‌ ସିଇଓ

ଗୁଗଲ, ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରୟତୀ ବଂଶୋଭବ । YOUTUBEର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୯ ବର୍ଷ ଧରି YOUTUBEର ସିଇଓ ପଦରେ…

ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ଭିମସାରରେ ମୃତ ଘୋଷଣା କଲେ ଡାକ୍ତର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫)…

ଡ଼େବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ରର ସବୁଜ ସଙ୍କେତ

ବୁର୍ଲା : ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡ଼େବ୍ରିଗଡ଼ ଅଭୟାରଣ୍ୟକୁ କେନ୍ଦ୍ର ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସ୍ୱାଧିକରଣ ପକ୍ଷରୁ ସ୍ୱିକୃତି ମିଳିଥିବା ଜଣାପଡ଼ିଛି। ୨୦୧୮ରେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ପ୍ରାଧିକରଣର ଅନୁମୋଦନ ପରେ ରାଜ୍ୟ ସରକାର…