ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟ ରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ ରେ ଆୟୋଜିତ ଫେସନ ସୋ ରେ ସୁବର୍ଣ୍ଣl ଶ୍ରୀ ର ପ୍ରଡ୍ୟୁସର କମ୍ପାନୀ ଅଂଶ…

ସୋନପୁରର ବ୍ଲକ ଛକ ଠାରେ ଟ୍ରାଫିକ ସିଗ୍ନାଲ ଲାଇଟର ଶୁଭ ଉଦଘାଟନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ…

କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତରଭା, ସୁବର୍ଣ୍ଣପୁର : କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଙ୍ଗାଧର ମେହେର ପାର୍କଠାରେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମଧୁମଙ୍ଗଳ ପାଣ୍ଡେ ମୁଖ୍ୟ ଅତିଥିଭାବେ ଯୋଗ…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ, ତା ୧୧.୦୮, ଭୁବନେଶ୍ୱର ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀ ଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ସ୍ବାଧିନତାର ୭୫ ବର୍ଷ ପାଳନ ଉପଲକ୍ଷେ ବନା ଯାଉଥିବା, ''ଆଜାଦିକା ଅମୃତ ମହୋତ୍ସବ'' ଅବସରରେ ଆୟୋଜିତ ଏହି ଚିତ୍ରକଳା…

ପିଲାଟିର ନାମ ଖୁଦୀରାମ

୧୯୮୯ ମସିହା ଅଗଷ୍ଟ ୩ ତାରିଖ ଅବିଭକ୍ତ ବଙ୍ଗଳାର ମେଦିନପୁରର ତ୍ରିଲୋକ୍ୟନାଥ ବୋଷଙ୍କ ଲକ୍ଷ୍ମୀପ୍ରିୟା ଦେବୀ ପୁତ୍ରଟିଏ ଜନ୍ମ ଦେଲେ , ଘରେ ଖୁସିର ମାହୋଲ , ତଥାପି ମନରେ ଅଜଣା ଭୟଥାଏ , କାରଣ ପୂର୍ବରୁ ତ୍ରିଲୋକ୍ୟନାଥଙ୍କର ଦୁଇଟି ପୁଅ କଅଁଳ ବୟସରେ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ , ତେଣୁ…

ଭୁବନେଶ୍ଵରରେ ଜଳ ନିଷ୍କାସନର ବ୍ୟବସ୍ଥା

ଭୁବନେଶ୍ୱର ୧୦/୦୮, ଭୁବନେଶ୍ୱର ମେୟର ସୁଲଚନା ଦାସ ଓ ୧୮ ନମ୍ଵର ୱାର୍ଡ ର କର୍ପୋରେଟର ବିପ୍ଳବ ବେହେରା ପଳାଶୁଣି, କପାଳେଶ୍ୱର ରେ ଥିବା ସ୍ଥାନୀୟ ବାସିନ୍ଦା ଙ୍କୁ ଭେଟି ବା ସହିତ ବର୍ଷା ଜଳ ଜମା ହେଉଥିବା ସ୍ଥାନ ଗୁଡିକ ବୁଲି ଦେଖିଥିଲେ , ଜଳ ନିଷ୍କାସନ ପାଇଁ ପାଣି ମଟର ବେବସ୍ଥା କରି କି…

ଓଡ଼ିଆ ଝିଅ ନିତ୍ୟାଙ୍କର ନୃତ୍ୟରେ ଝୁମିଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ, ତା ୦୬.୦୮ , ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି ଝୁମିବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା। ନିକଟରେ ଡେନମାର୍କ…

ନୃଶଂସ ବାପା ହାତରେ ଚାଲିଗଲା ପୁଅର ଜୀବନ

କେନ୍ଦ୍ରାପଡ଼ା : ଇନ୍ଦୁପୁର ଗ୍ରାମ ପଞ୍ଚାୟତର ହବିଳି ଦଳିତ (ଜେନା) ସାହିରୁ ଗାଁର ୮ ବର୍ଷୀୟ ଦେବନ ଜେନା ଓରଫ ଦେବୁକୁ ହତ୍ୟା କରିଛି ବାପା ସୁନାକର ଜେନା । ଦେବୁକୁ ଗତ ଚାରିଦିନ ଧରି ପ୍ରବଳ ଜ୍ୱର ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ବାପା ସୁନାକର ଦେବୁ ପାଇଁ କିଛି ଫଳ ଓ ଔଷଧ ନେଇ ଆସିଥିଲେ…

ଆମ ଦେଶ ସ୍ୱାଧୀନ

କେତେ ଆତ୍ମବଳି, କେତେ ରକ୍ତପାତ, ଦେଇଛି ଆମକୁ ସ୍ୱାଧୀନତା, ଶତଶତ ବର୍ଷ ,ରହି ପରାଧୀନ, ସହିଥିଲୁ କେତେ ଦୁରାବସ୍ଥା। କେତେଯେ ଗାନ୍ଧିଜୀ,କେତେଯେ ସୁଭାଷ, ପ୍ରାଣବଳି ଦେଲେ ଦେଶପାଇଁ, ଇତିହାସ ମଧ୍ୟ, ସବୁ ସହିଦଙ୍କ, ନାମତକ ମନେ ରହିନାହିଁ। ସେହି କଷ୍ଟଲବ୍ଧ, ସ୍ୱାଧୀନତା ଆଜି, ଲାଗେ…

ରାକ୍ଷୀ ଏକ ସମ୍ପର୍କ ନୁହେଁ ଅମୂଲ୍ୟ ସମ୍ପଦ

ଭାଇ ତୁମେ କୋଉଠି ଅଛ? ଏମିତି ଏକ ଦିନ ନାହିଁ ମୁଁ ତୁମ କଥା ଭାବି ନାହିଁ ଏମିତି ଏକ ରାତି ନାହିଁ ମୁଁ ତୁମ ସ୍ୱପ୍ନ ଦେଖିନାହିଁ ଏମିତି କେଉଁ ପ୍ରାର୍ଥନା ନାହିଁ ତୁମକୁ ପାଇବା ପାଇଁ ମୁଁ ଅଳି କରି ନାହିଁ ଏମିତି କେଉଁ ଦୁନିଆ ନାହିଁ ଯିଏ କି ତୁମ କଥା ମୋତେ ପଚାରି ନାହିଁ ଏମିତି…