ଭୁବନେଶ୍ଵରରେ ଜଳ ନିଷ୍କାସନର ବ୍ୟବସ୍ଥା

ଭୁବନେଶ୍ୱର ୧୦/୦୮, ଭୁବନେଶ୍ୱର ମେୟର ସୁଲଚନା ଦାସ ଓ ୧୮ ନମ୍ଵର ୱାର୍ଡ ର କର୍ପୋରେଟର ବିପ୍ଳବ ବେହେରା ପଳାଶୁଣି, କପାଳେଶ୍ୱର ରେ ଥିବା ସ୍ଥାନୀୟ ବାସିନ୍ଦା ଙ୍କୁ ଭେଟି ବା ସହିତ ବର୍ଷା ଜଳ ଜମା ହେଉଥିବା ସ୍ଥାନ ଗୁଡିକ ବୁଲି ଦେଖିଥିଲେ , ଜଳ ନିଷ୍କାସନ ପାଇଁ ପାଣି ମଟର ବେବସ୍ଥା କରି କି ଭଳି ଭାବରେ ସମସ୍ୟାର ସମାଧାନ କରାଯିବ ନିଜେ ଉପସ୍ଥିତ ରହି ସବୁ ପ୍ରକାର ବେବସ୍ଥା କରିଥିଲେ , ଏ ଭଳି ମେୟର ଙ୍କ କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳ ବାସୀ ଖୁସି ହେବା ସହିତ ମେୟରଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ ।

Comments are closed.