Sign in
Sign in
Recover your password.
A password will be e-mailed to you.
Browsing Category
ସୁନ୍ଦରଗଡ଼
ଦୁର୍ଘଟଣା ନେଲା ଚାଳକଙ୍କ ଜୀବନ
କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିଲା। ଏଥିରେ ଚାଲିଯାଇଛି ଡ୍ରାଇଭରଙ୍କ ଜୀବନ। ଗତକାଲି ରାତି ପ୍ରାୟ ୧୧ଟାରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରାୟ ୮ ଘଣ୍ଟାର କସରତ ପରେ ଆଜି ସକାଳେ ଚାପି ହୋଇଥିବା ଚାଳକଙ୍କୁ ସକାଳେ ବାହାର…
ଢାବାମାଲିକଙ୍କୁ ଗୁଳି କରି ହତ୍ୟା
କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
କୋଇଡ଼ା…
କୁଲର୍ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ
ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା…
ରାସନକାର୍ଡରେ ୧୫, ୦୦୦ ନକଲି ନାଁ !
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ‘ଭୂତ କାର୍ଡ’ ପରେ ଏବେ ନକଲି ନାମ ଥିବା କାର୍ଡରେ ଉଠାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏହି କାମ। ଯେଉଁ ହିତାଧିକାରୀ…
ଝିରିପାଣି ହତ୍ୟାକାରୀକୁ ଏନକାଉଣ୍ଟର: ଅଭିଯୁକ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି
ରାଉରକେଲା: ପୁଲିସ ସହ ଗୁଳି ବିନିମୟରେ ବାଞ୍ଛାନିଧି ତନ୍ତିଙ୍କ ହତ୍ୟାକାରୀ ଅଜିତ ଓରାମ ଆହତ ହୋଇଛି। ପୁଲିସ ଅଜିତ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଅଜିତକୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଝିରିପାଣିରେ ଗତକାଲି ଗୁଳିମାଡରେ…
ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ…
ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ, ୨ ଆହତ
ରାଉରକେଲା: ଧନତେରସ ଓ ଦୀପାବଳୀ ପାଇଁ ମିଠା ଦୋକାନରେ ମିଠା ତିଆରି ବେଳେ ଅଗ୍ନିକାଣ୍ଡ ଘଟି ଜଣେ କାରିଗରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପାନପୋଷ ଛକ ନିକଟରେ ଥିବା ଓମ୍ ସୁଇଟସ ଦୋକାନରେ ଏହି ଅଘଟଣ ଘଟିଛି। ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ଘଟିଥିବା…
ଟ୍ରକ ମାଲିକ ସଂଘ ବିବାଦ: ସୀମାରେ ରାସ୍ତାରୋକ
ସୁନ୍ଦରଗଡ଼: କୋଇଲା ପରିବହନ ଭଡ଼ା ଓ ଲୋଡିଂରେ ଛତିଶଗଡ଼ ରାଏଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିବାଦରେ ରାଏଗଡ଼ ଜିଲ୍ଲା ଟ୍ରେଲର ମାଲିକ କଲ୍ଯାଣ ସଂଘ ଓଡ଼ିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ…
ଦର୍ଲିପାଲି-କାଲୋବାହାଲ ରାସ୍ତାରେ ଅଜଣା ଭାରୀଯାନ ଧକ୍କାରେ ଜଣେ ବ୍ୟକ୍ତିର ମୃତ୍ୟୁ
ଲେଫ୍ରିପଡା:ଦର୍ଲିପାଲି ଏନଟିପିସି ପାୱାର ଷ୍ଟେସନକୁ କୋଇଲା ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଦର୍ଲିପାଲି-କାଲୋବାହାଲ ରାସ୍ତାର ଲକ୍ରାଗୁଡାଠାରେ ଶନିବାର ରାତିରେ ଅଉଁଲାବାହାଲ ଗ୍ରାମର ଜିତେନ୍ଦ୍ର କଉଡି (୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଭାରୀଯାନ ଧକ୍କା ଦେଇ ଚାଲିଯାଇଥିବା…
ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରିଲେ ୫ଟି ସଚିବ
ରାଉରକେଲା: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ବେଳେ…