Sign in
Sign in
Recover your password.
A password will be e-mailed to you.
Browsing Category
ସୁନ୍ଦରଗଡ଼
ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ।
ସୁନ୍ଦରଗଡ଼: ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ। ମୃତା ହେଲେ ବଡ଼ଗାଁ ଥାନା ଜରଙ୍ଗଲୋଇ କୁଲବା ଗାଁର ରୀନା ବେହେରା। ଘଟଣାଟି ସୋମବାର ଅପରାହ୍ନ ୫ଟାରେ ସଦରଥାନା ବିଜୁ ଏକ୍ସପ୍ରେସ ୱେ କରମଡିହି ସର୍ଭିସ ରାସ୍ତାରେ।
ସୂଚନାକ୍ରମେ, କରମଡିହି…
ତଳମୁହାଁ ହେଉନି ଡାଇରିଆ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ରାଉରକେଲା: ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି। ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା…
ରାଉରକେଲା: ଡାଇରିଆରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ରାଉରକେଲା: ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କିଷାନଟୋଲାର ବିଜୟ କିଷାନ। ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ତେଣେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର…
କିରିବୁରୁ-ବାଂଶପାଣି ରେଳଲାଇନ୍ ଖୁବ୍ ଶୀଘ୍ର, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳପ୍ରକଳ୍ପ କାର୍ଯ୍ୟାରମ୍ଭ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଆଜି ନୂଆଦିଲ୍ଲୀରେ ଶ୍ରୀ ଓରାମ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ରେଳ ବିକାଶକୁ ପ୍ରାଥମିକତା…
ଡିସେମ୍ବର ୨୨ରେ ମାଓବାଦୀଙ୍କ ଭାରତବନ୍ଦ ଡାକରା
ବିଶ୍ରା: ଓଡ଼ିଶା ସୀମା ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଗତ କିଛିଦିନ ଧରି ମାଓବାଦୀଙ୍କ ଆତଙ୍କ ଜାରିରହିଛି। ଏଭଳି ସ୍ଥିତିରେ ସେମାନେ ଡିସେମ୍ବରରେ ୨୨ରେ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଏହି ସୂଚନା ସିପିଆଇ ମାଓବାଦୀ ସଂଗଠନର ସାଉଥ୍ ସବ୍ଜୋନାଲ୍ ବ୍ୟୁରୋ ମୁଖ୍ୟ ପ୍ରବକ୍ତା ସମତା ଦ୍ଵାରା…
ସୁନ୍ଦରଗଡ଼ ଓ ରାଉରକେଲାରେ ଆୟକର ଚଢ଼ଉ
ସୁନ୍ଦରଗଡ଼: ଆୟକର ବିଭାଗ ତରଫରୁ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ବ୍ୟବସାୟିକ ସଂସ୍ଥା, ଦୋକାନ, କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ଉ କରାଯାଇଛି। ବୁଧବାର ସକାଳୁ ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ଜୟସ୍ବାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରି ତଲାସି ଜାରି…
ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍
କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି…
ଏନ୍ଆଇଟିରେ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ୩୦ରେ ଉଦ୍ଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ପରିସରରେ ସ୍ଥାପନ ହେବ ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପୁଅଝିଅ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ସ୍କୁଲ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ…
ରେଳଧାରଣା ନିକଟରୁ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ
ସୁନ୍ଦରଗଡ଼: ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର । ଟଳିଗଲା ବଡ଼ ଧରଣର ବିପଦ । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍…
ରାଉରକେଲାରୁ ଉଡ଼ିବନି ନୂଆ ବିମାନ
ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ…