Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
କାର୍ତ୍ତିକରେ ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ
ପୁରୀ : କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ। ଭୋର ୪ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ବାର। ସକାଳ ୫ଟାରେ ମଙ୍ଗଳ ଆଳତି ଏବଂ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଠାକୁରଙ୍କୁ ରାଧା ଦାମୋଦର ବେଶ କରାଯିବ। ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ କରାଯିବ। ଭକ୍ତମାନେ ଯେପରି…
ସୁଆଣ୍ଡୋ ଗ୍ରାମକୁ ବିଭିନ୍ନ ଅଧିକାରୀଙ୍କ ଗସ୍ତ
ସୁଆଣ୍ଡୋ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ସୋମବାର ରାଜ୍ୟ ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଐତିହ୍ୟ ଗ୍ରାମରେ ପହଞ୍ଚି ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିଲେ । ଜାନୁୟାରୀ ୨୬ ତାରିଖରେ ଐତିହ୍ୟ ଗ୍ରାମ୍ୟ…
ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ
ପୁରୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ…
କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲ୍ର ଅବ୍ୟବସ୍ଥା ବଖାଣିଲେ କୁନି ଛାତ୍ର
ପୁରୀ : ଖେଳିବାକୁ ପଡ଼ିଆ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ଘରଟିଏ ନାହିଁ। ସେଇ କ୍ଲାସ୍ରୁମ୍ରେ ପଢ଼ୁଛୁ, ସେଇଠି ଖାଉଛୁ ଆଉ ଖେଳୁଛୁ। ଲେବଲ କ୍ରସିଂ ବନ୍ଦ ଯୋଗୁ ଦେଢ଼ କିଲୋମିଟର ବୁଲିବୁଲି ସ୍କୁଲ୍ ଆସୁଛୁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ନିଜ ସ୍କୁଲ୍ର ଅବ୍ୟବସ୍ଥା…
ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।
ଭୁବନେଶ୍ୱର: ସ୍ବଚ୍ଛ ଭାରତ ମିଶନ ଅଧୀନରେ ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ଏହି ଶୌଚାଳୟ ନିର୍ମାଣ କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ବୋଲି ଅଭିେଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।…
କୋଣାର୍କ ସୂର୍ଯ୍ୟମନ୍ଦିର: ୧୨୦ ବର୍ଷ ପରେ ଗର୍ଭଗୃହରୁ ବାହାରିବ ବାଲି
ପୁରୀ/ କୋଣାର୍କ : ଓଡ଼ିଆ ଜାତିର ଗୌରବର ପ୍ରତିବିମ୍ବ ତଥା ବିଶ୍ବର ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାହେବ ବାଲି। ସିଂହାସନରୁ ଫିଟିବ ମୁଖଶାଳାକୁ ବାଟ । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…
ଶ୍ରୀରାଧା ଜନ୍ମ ମହୋତ୍ସବ ଅନୁଷ୍ଠିତ ।
ପୁରୀ : ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଶୁକ୍ରବାର…