Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କଟକରେ ସ୍ୱେରେଜ୍ ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରିପୋର୍ଟ ତଲବ କଲେ ଏନଏଚଆରସି
କଟକ: ଗତ ବର୍ଷ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର-୧୦ରେ ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ଓ ପୁଲିସଠାରୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ(ଏନଏଚଆରସି)। ଏନେଇ କମିସନ ଗୃହ ଓ ନଗର ଉନ୍ନୟନ ସଚିବ, କଟକ ମହାନଗର ନିଗମ କମିସନର୍ ଏବଂ…
ବୋରିଗୁମ୍ମାରେ ଥମୁନି ଶିଶୁ ମୃତ୍ୟୁ, ୧୦ ଦିନ ମଧ୍ୟରେ ଗଲାଣି ୬ ଶିଶୁଙ୍କ ଜୀବନ
ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ। ଦଶଦିନ ମଧ୍ୟରେ ୬ ଶିଶୁଙ୍କ ଜୀବନ ଯାଇଛି। ଆଜି ପୁଣି ଏକ ଶିଶୁ ପୁତ୍ରର ମୃତ୍ୟୁ ଖରର ଆସିଛି। ଶିଶୁ ପୁତ୍ରଟିକୁ ମାତ୍ର ୧୪ ଦିନ ହୋଇଥିଲା।
ବୋରିଗୁମ୍ମା ବ୍ଲକର ବଲିଗୁଡା ଗ୍ରାମରେ ଏକ ଶିଶୁ ପୁତ୍ରର…
ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ବସିଥିବା ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଲେ…
ଭୁବନେଶ୍ବର: ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପ୍ରସଂଗରେ ନିଜର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖି ଅଦାଲତ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ…
ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭାଇଙ୍କ ପ୍ରଶଂସନୀୟ ପ୍ରୟାସ
କଟକ: ମୋମୋ ଓ ସୁପ୍ ବ୍ୟବସାୟ କରୁଛନ୍ତି ନବମ ଶ୍ରେଣୀର ଛାତ୍ର ତଥା ଦୁଇ ଭାଇ ଦର୍ଶିନୀ ପ୍ରଧାନ ଓ ଧ୍ରୁବ ପ୍ରଧାନ। ପାଠପଢ଼ା ବଜାୟ ରଖିବା ସହ ଦୁଇ ପଇସା ରୋଜଗାର କରି ନିଜ ମା’ଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଭାଇ। ନିଜ ସଞ୍ଚୟ ଅର୍ଥରୁ ପ୍ରଥମ କରି ଏହି ମୋମୋ ଓ…
ରାସ୍ତା ପାର୍ କରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଭାଲୁର ଜୀବନ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବନ ବିଭାଗ ଅଧୀନରେ ଥିବା ଜଙ୍ଗଲରୁ ଭାଲୁଟିଏ ରାସ୍ତା ପାର କରୁଥିବା ବେଳେ ଟ୍ରକ ଧକ୍କାରେ ତାର ଜୀବନ ଚାଲିଯାଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ଟିଲୁଗୁଡା ଏବଂ ଭୋଇଗୁଡା ମଧ୍ୟରେ ଜଙ୍ଗଲୀ ଭାଲୁ ରାସ୍ତା ପାର କରୁଥିଲା। ରାସ୍ତା ପାର୍ ସମୟରେ…
ବାଲିଜୋରି ରେଳ ଧାରଣାରେ ଟ୍ରକ ଧକ୍କାରେ ଫାଟକ ଜଗୁଆଳି ମୃତ
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଦକ୍ଷିଣପୂର୍ବ ହାୱାଡା ମୁମ୍ବାଇ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ.ବାଲିଯୋରୀ ଫାଟକ ଭିତରେ ଟ୍ରକ ଚଢିଯିବାରୁ ଫାଟକ ଜଗୁଆଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଧୁତରା ସାରସମାଲ ଗ୍ରାମର ଟେକଚାନ୍ଦ…
ଫାଣ୍ଡି ପରିସରରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ତାଙ୍କର ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ସେହି ପୁଲିସ କର୍ମଚାରୀ ହେଲେ ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଓଏପିଏଫ୍ ଯବାନ ଦେବରାଜ ନାଏକ…
ସିରିଜ୍ ଦୁର୍ଘଟଣା: ଲୋକଙ୍କ ଉପରକୁ ମାଡ଼ିଗଲା ଗାଡ଼ି, ୪ ଗୁରୁତର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାରେ ସିରିଜ୍ ଦୁର୍ଘଟଣା ଘଟିଛି। ଜଗତସିଂହପୁର ଜିଲ୍ଲା କଟକ- ପାରାଦୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।
ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲା: ଜାନୁଆରି ୧୬ରେ ପରବର୍ତ୍ତୀ ଶୁଣାଣି
କଟକ: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି ଯେ ଡ୍ରୋନ କିଣିବା ପାଇଁ ଅର୍ଥରାଶି ଅନୁମୋଦନ ପାଇଁ ରାଜସ୍ବ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଛି। ଜାନୁଆରି ୧୬ ତାରିଖରେ ମାମଲାର…
ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ଯାଚନା କଲେ କୋଲକାତାର ୟୁଟ୍ୟୁବର ଅନିମେଶ
ପୁରୀ: ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ କ୍ଷମା ଯାଚନା କରିଛନ୍ତି। ଏକ ଭିଡିଓ ଜାରି କରି ସେ ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଅନିମେଶ କହିଛନ୍ତି, ସେ ଡ୍ରୋନ ଉଡାଇ ଭିଡିଓ…