ସିରିଜ୍ ଦୁର୍ଘଟଣା: ଲୋକଙ୍କ ଉପରକୁ ମାଡ଼ିଗଲା ଗାଡ଼ି, ୪ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାରେ ସିରିଜ୍ ଦୁର୍ଘଟଣା ଘଟିଛି। ଜଗତସିଂହପୁର ଜିଲ୍ଲା କଟକ- ପାରାଦୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।

Comments are closed.