Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଢାବାମାଲିକଙ୍କୁ ଗୁଳି କରି ହତ୍ୟା
କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
କୋଇଡ଼ା…
କୁଲର୍ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ
ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା…
ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ, ଧରା ପଡ଼ିଲେ
ବଲାଙ୍ଗିର : ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ।
ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ…
ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର
ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ…
ପରୀକ୍ଷାର୍ଥିନୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ମାଲକାନଗିରିର ମହିଳା କନେଷ୍ଟବଳ
ମାଲକାନଗିରି: ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ…
ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ: ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର
ଅସ୍ତରଙ୍ଗ: ଅସ୍ତରଙ୍ଗ ଉପକୂଳ ଦେଇ ଯିବାକୁ ଥିବା ଜାତୀୟ ରାଜପଥର ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। ଉପକୂଳ କ୍ରିୟାନୁଷ୍ଠାନ କମିଟି ସଭାପତି ଓ ଆବାହକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅସ୍ତରଙ୍ଗରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ୧୫ଟି ପଞ୍ଚାୟତରୁ…
ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ନିକଟରେ ଋଣୀ: ମୁଖ୍ୟମନ୍ତ୍ରୀ
ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଏକ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି। ସୁଆଣ୍ଡୋକୁ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଉତ୍କଳମଣି…
ଦୁର୍ଘଟଣାରେ ୯ ମୃତ
ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ଜିଲାର ଚୋଲାପଦମ ନିକଟରେ ଏକ ଅଟୋ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…
ଉତ୍କଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଅନାବରଣ କଲେ ମୁଖ୍ୟମନ୍ତ୍ରୀ
ସୁଆଣ୍ଡୋ / ସାକ୍ଷୀଗୋପାଳ/ପୁରୀ : ସୁଆଣ୍ଡୋ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଆଣ୍ଡୋରେ ପହଞ୍ଚିବା ପରେ ପ୍ରଥମେ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଉତ୍କଳମଣିଙ୍କ ଷଠିଘର ବୁଲି ଦେଖିବା ସହ ସଂଗ୍ରାହଳୟର ଲୋକପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଉତ୍କଳମଣିଙ୍କ…
ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍: ୪୦ ପିଏସ୍ଓଙ୍କ କାନ୍ଧରେ ଜନପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ବ
ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ଜଣେ ପୁଲିସ ଏଏସ୍ଆଇ ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାପରେ ଜନପ୍ରତିନିଧିଙ୍କ ସୁରକ୍ଷା ଓସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ପିଏସ୍ଓଙ୍କ ଭୂମିକାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।…