Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ରାୟଗଡ଼ ଥାନାରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ।
ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ସଡ଼କ ସୁରକ୍ଷା, ସାଇବର ସଚେତନତା, ନିଶାମୁକ୍ତ ସମାଜ ଗଠନ ଏବଂ ବାଲ୍ୟବିବାହ ରୋକିବା ଉପରେ ସଚେତନ କରାଯାଇଛି।…
ଜି.ଏମ୍. ବିଶ୍ୱବିଦ୍ୟାଳୟରେ ଜିଲ୍ଲାସ୍ତରୀୟ “ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ @2047” କାର୍ଯ୍ୟକ୍ରମ…
ସମ୍ବଲପୁର, ୨୮ ଜୁଲାଇ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧୀନସ୍ଥ ମେରା ଯୁବା ଭାରତ (MY Bharat), ସମ୍ବଲପୁର ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GMU), ସମ୍ବଲପୁରର ସହଯୋଗରେ ଜିଲ୍ଲାସ୍ତରୀୟ "ନଶାମୁକ୍ତ ଯୁବା ଫର୍ ବିକଶିତ ଭାରତ @2047" କାର୍ଯ୍ୟକ୍ରମ ମହାସମାରୋହରେ…
ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା
କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଏସ୍ସିଇଆରଟିର ସହକାରୀ ନିର୍ଦେଶକ ଦିଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର ଓ ଭାରତୀ ଟୁଡୁ ଏବଂ ବେସରକାରୀ ମୁଦ୍ରଣ ସଂସ୍ଥାର ମାଲିକ ଅନୁପମ ଘୋଷଙ୍କୁ ଓଡ଼ିଶା ହାଇକୋର୍ଟ ସୋମବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ମାମଲାର କେସ୍ ଡାଏରୀ…
ଉତ୍ସବ ପାଇଁ ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ରାୟଗଡ଼ା:( ଭି ଗୌରୀଶଙ୍କର ରାଓ )ରେଲୱେ ଇଞ୍ଜିନିୟରିଂ କଲୋନୀସ୍ଥିତ ଶ୍ରୀ ଶିରିଡ଼ି ସାଇବାବା ଭଜନ ମନ୍ଦିରରେ ଆସନ୍ତା ୧୭.୦୭.୨୦୧୯ (ବୁଧବାର) ଦିନ ଗୁରୁପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ବାବାଙ୍କ ଆଶୀର୍ବାଦ…
ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।
ଗଜପତି (ମନୋଜ ପାଢ଼ୀ) : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାରବର୍ଗଙ୍କ ସହ ଅସଦବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓକିଲଙ୍କ ରହିତାଦେଶ ଦସ୍ତାବିଜ ଦାଖଲ ।
ଗଜପତି (ମନୋଜ ପାଢ଼ୀ): ବହୁଚର୍ଚ୍ଚିତ ପାରଳାଖେମୁଣ୍ତି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ତାଙ୍କ ଓକିଲ ଏଲ୍.କେ ଅଧିକାରୀ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ଙ୍କ ନିକଟରେ ଏନ୍ବିଡବ୍ଲ୍ୟୁ ଉପରେ ହାଇକୋର୍ଟଙ୍କ ରହିତାଦେଶ ସମ୍ପର୍କିତ…
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁମାମଲା: ଶେଷରେ ଆତ୍ମସମର୍ପଣ କଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା
ଗଜପତି (ମନୋଜ ପାଢ଼ୀ): ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଗଜପତି ଜିଲ୍ଲାର ଡିଏଫ୍ଓ ସଂଗ୍ରାମକେଶରୀ ବେହେରା ଆଜି(ସୋମବାର) ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଜାମିନ ଆବେଦନ ଖାରଜ ହୋଇଯିବାରୁ…
ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ସମୀକ୍ଷା କଲେ ବିଧାୟିକା ସୁବାସିନୀ ଜେନା : ଘାଇ ମରାମତି ଓ ଚାଷୀଙ୍କୁ ସହାୟତା ପାଇଁ…
ବାଲେଶ୍ୱର, ୨୮ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଲଗାତାର ଦୁଇଦିନର ପ୍ରବଳ ବର୍ଷା ଯୋଗୁଁ ବସ୍ତା ନିର୍ବାଚନମଣ୍ଡଳୀର ବହୁ ଅଞ୍ଚଳ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଚାଷଜମିରୁ ବର୍ଷାଜଳ ନିଷ୍କାସିତ ନ ହୋଇପାରିବାରୁ ବ୍ୟାପକ ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।
ପଳପଳା…
ବାଲେଶ୍ୱର ରେଳ ଷ୍ଟେସନରେ ଫ୍ରଣ୍ଟଲାଇନ୍ ରେଳ କର୍ମଚାରୀଙ୍କ ପାଇଁ ସିପିଆର୍ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ
ବାଲେଶ୍ୱର, ଜୁଲାଇ ୨୮ (କୃଷ୍ଣ କୁମାର ମହାନ୍ତି): ରେଳବାଇ ନେଟୱର୍କରେ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ସୁରକ୍ଷା ସଂସ୍କୃତିକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅଧୀନ ନଂ-୨୨ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ବ୍ରିଗେଡ୍ ପକ୍ଷରୁ…
ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…
ଗଜପତି,୨୮।୭(ମନୋଜ ପାଢ଼ୀ): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ବିଦ୍ୟୁତ ତାର ଚୋରି ହୋଇଥଲା । ଏହାରି ଭିତରେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଛି । ମୋହନା ବଜାରରେ ଦିନ…