Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଗଜପତି ଜିଲ୍ଲାରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷାର ଅଧିକାର ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ।
ଗଜପତି (ମନୋଜ ପାଢ଼ୀ) –: ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ତା. ୨୮.୦୭.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ…
ଓଡ଼ିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଚେନ୍ନାଇ ଗସ୍ତ
ଗଜପତି,୩୦.୭ (ମନୋଜ ପାଢ଼ୀ)-:ଶିଳ୍ପ, ସ୍ୱାସ୍ଥ୍ୟ ଓ ନଗର ବିକାଶ ମଡେଲର ସମୀକ୍ଷା ଚେନ୍ନାଇରେ ରହୁଥିବା ଗଜପତିର ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟମାନେ ୨୦୨୬–୨୭ କାର୍ଯ୍ୟବର୍ଷର…
କୂଳ ଲଂଘୁଛି ସୁନା ନାଳ, ଗୋପୀ ସାହିର ୫୦ ପରିବାର ଜଳ ବନ୍ଦୀ
କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ…
ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚିଲା ବିକ୍ରମ ପଣ୍ଡା ଫାଉଣ୍ଡେସନ : ଜଳବନ୍ଦୀ ଅଞ୍ଚଳରେ ରିଲିଫ୍ ବଣ୍ଟନ, ବାସହୀନଙ୍କୁ…
ବାଲେଶ୍ଵର, ୩୦/୭ (କୃଷ୍ଣ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହର ଓ ଉପକଣ୍ଠ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ବନ୍ୟାବିପନ୍ନ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇ ଦିଆଯାଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ…
ବାଲେଶ୍ୱରରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତ୍ୱରିତ ରିଲିଫ୍…
ବାଲେଶ୍ୱର, ୨୯ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ଗସ୍ତ କରି ବର୍ତ୍ତମାନର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।…
ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା, ଜଳବନ୍ଦୀ ହଜାର ହଜାର ପରିବାର
ବାଲେଶ୍ବର : ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା। ବୈତରଣୀରୁ ବୁଢାବଳଙ୍ଗ, ସାଳନ୍ଦୀ, ଜଳକା ସବୁ ନଦୀରେ ବନ୍ୟା। ଆଉ ଏହି ବନ୍ୟା ପାଣିରେ ଭାସୁଛି ଗାଁ ପରେ ଗାଁ, ଉଜୁଡ଼ି ଯାଉଛି ଧନ ଜୀବନ। ପାଣି ଘେରରେ ଛଟପଟ ହେଉଛନ୍ତି ହଜାର ହଜାର ଲୋକ। ସୁଅ ମୁହଁରେ ଏବେ ଲୋକଙ୍କ ଜୀବନଜୀବିକା। ତେବେ ସଙ୍କଟ…
ତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…
ମୋହନା, ୨୯।୭( ମନୋଜ ପାଢ଼ୀ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପମ୍ପ ହାଉସର ବିଦ୍ୟୁତ ସଂଯୋଗ କାଟି ଦେଇଛି ବିଦ୍ୟୁତ ବିଭାଗ। ଗତ ୬ ମାସ ହେବ ପଞ୍ଚାୟତ ତରଫରୁ କୌଣସି ଟଙ୍କା ପୈଠ କରାଯାଇନଥିବା ହେତୁ…
ଶିଶୁ ସୁରକ୍ଷା କର୍ମୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ଉପରେ କ୍ଷମତା ବିକାଶ ପ୍ରଶିକ୍ଷଣ ।
ଗଜପତି,ଅଦ୍ୟ ତା ୨୯-୦୭-୨୦୨୬ ରିଖ ରେ ,(ମନୋଜ ପାଢ଼ୀ)-: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଓ ଆସୋସିଏସନ୍ ଫର୍ ରୁରାଲ୍ ଅପଲିଫ୍ଟମେଣ୍ଟ ଆଣ୍ଡ ନ୍ୟାସନାଲ୍ ଏଲିଜିଏନ୍ସ (ARUNA), ବ୍ରହ୍ମପୁରର ସହଯୋଗରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-2 ରେ “ଶିଶୁ ସୁରକ୍ଷା…
ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,୨୯.୭(ମନୋଜ ପାଢ଼ୀ) :ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗଜପତି ତରଫରୁ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ…