Browsing Category

ଜିଲ୍ଲା

ଟ୍ରକ ଧକ୍କାରେ ଦୁଇ କଲେଜ ଛାତ୍ରୀଙ୍କର ମୃତ୍ୟୁ

ବରଗଡ଼: ବରଗଡ଼ ଲରମ୍ଭା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଦୋବାହାଲ କଲେଜରୁ ଫେରୁଥିବା ସମୟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତଛାତ୍ରୀ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ…

ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲେ ବାପା

କଟକ: ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ପାରିବାରିକ କଳହରୁ ୯ମାସର ଛୁଆକୁ ଧରି ବାପା ପାଣିକୁ ଡେଇଁଲାଥିବା କୁହାଯାଉଛି । ସ୍ଥାନୀୟଲେକେ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାର ମିଳୁନି ପତ୍ତା । ବାପା ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ସଇଁଦା ନିକଟ…

ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ବିଜୟ ନାୟକ (୨୪)। ନିଖୋଜ ବ୍ୟକ୍ତିଙ୍କ ଘର କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର ବୋଲି ସୂଚନା ମିଳିଛି। ଧାମରା ମେରାଇନ ଥାନାଧିକାରୀଙ୍କ…

ପୁରୀ ସମୁଦ୍ରରେ ବୁଡ଼ି ଯାଇଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସେକ୍ଟର-5 ଭେଳାଭୂମିରେ ସ୍ନାନ ସମୟରେ ବୁଡିଯାଉଥିଲେ ପର୍ଯ୍ୟଟକ । ବୁଡ଼ି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ଼ । ତେବେ ପର୍ଯ୍ୟଟକ ଜଣକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ…

ସ୍କୁଲରେ ପାଠପଢ଼ା ବେଳେ ବଜ୍ରପାତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପାଟକୁରା: ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗରଦପୁର ବ୍ଲକ କୁଦାନଗରୀ ସରକାରୀ ହାଇସ୍କୁଲରେ ହୋଇଛି ବଜ୍ରପାତ । ଏହି ସ୍କୁଲରେ ଆଦର୍ଶ ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଆଜି ଅପରାହ୍ଣରେ ଅକସ୍ମାତ ହୋଇଥିଲା ବଜ୍ରପାତ । ବଜ୍ରପାତରେ…

ଅଜାଙ୍କ ଦଶାହ କର୍ମ ବେଳେ ୨ ନାତିଙ୍କ ମୃତ୍ୟୁ

ବାଲେଶ୍ବର: ଅଜାଙ୍କ ଦଶାହ କର୍ମ ବେଳେ ଚାଲିଗଲା ଜୀବନ । ଦୁଇ ନାତିଙ୍କର ସଲିଳ ସମାଧି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁର ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ ଥିଲା । ଦୁଇ ନାତି ଟୁଲୁଆ ପାଢ଼ୀ ଓ ଚନ୍ଦନ କର ଲଣ୍ଡା ହୋଇ ବାଗୁଡ଼ି ପଥରକଟା ଟୁବ୍‌କୁ…

ଗେଣ୍ଡାଳିଆ ଶିକାର କଲେ ୫ ହଜାର ଜରିମାନା

କଙ୍କଡ଼ାହାଡ଼: ମୌସୁମୀ ଆଗମନରେ ପ୍ରତିବର୍ଷ ଗାଁକୁ ଆସନ୍ତି ଗେଣ୍ଡାଳିଆ। ସେମାନେ ଆସିଲେ ଭଲ ଫସଲ ହେବ ବୋଲି ଗ୍ରାମବାସୀଙ୍କର ବିଶ୍ବାସ ରହିଛି। ଏଣୁ ଗ୍ରାମବାସୀ ଗେଣ୍ଡାଳିଆ ସୁରକ୍ଷା ନେଇ ତତ୍ପର ଥାନ୍ତି। ଏଥିପାଇଁ ଗାଁରେ କଠୋର ନିୟମ କରାଯାଇଛି। ଯଦି କେହି ଗେଣ୍ଡାଳିଆଙ୍କ ଶିକାର କରନ୍ତି…

ଝାଡ଼ାବାନ୍ତିରେ ୮୦ ଛାତ୍ରଛାତ୍ରୀ

ସମ୍ବଲପୁର: ଝାଡ଼ାବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘଟଣା ଘଟିଛି ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ lଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା…

ଆଜି ବିଶ୍ବହାତୀ ଦିବସ

ଭଞ୍ଜନଗର: ଘୁମୁସର ଜଙ୍ଗଲ ରାଜ୍ୟର ବୃହତ୍‌ ବନଖଣ୍ଡ କହିଲେ ଭୁଲ୍ ହେବ ନାହିଁ। ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ଏହି ଡିଭିଜନ ମୂଲ୍ୟବାନ କାଠ, ବାଉଁଶ ଗଛ, ବହୁ ବନ୍ୟପ୍ରାଣୀ ଓ ବିରଳ ପ୍ରଜାତିର ପଶୁଙ୍କ ପ୍ରମୁଖ ବିଚରଣସ୍ଥଳୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବୃହତ ଭୌଗୋଳିକ…

ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର

କେନ୍ଦୁଝର: ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ…