Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ବିଶ୍ୱକୁ ନୂଆ ବାର୍ତ୍ତା ଦେବ ପରିକ୍ରମା ମାର୍ଗ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀବୃଦ୍ଧି କରିବ ପରିକ୍ରମା ମାର୍ଗ। ସମଗ୍ର ବିଶ୍ବ ଦେଖିବ ଉତ୍କଳର ବିରଳ ସୁକ୍ଷ୍ମ କାରୁକାର୍ଯ୍ୟ। ଶ୍ରୀଜଗନ୍ନାଥ ଧାମ ପୁରୀର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇବ। ଏଣିକି ଅବାଧରେ ମନ୍ଦିର ବେଢ଼ା ବୁଲିପାରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।…
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ
ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ…
କେନ୍ଦ୍ର ସରକାରଙ୍କ ନୂତନ ପେନସନ ଲାଗୁ, ରେଲୱେ ଶ୍ରମିକ ଯୁନିୟନର ବିରୋଧ
କଣ୍ଟାବାଞ୍ଜି : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ କଣ୍ଟାବାଞ୍ଜି ଏଡିଇଏନ ଅଫିସ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୂତନ ପେନସନକୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହା ସହ ଏକ ଦାବିପତ୍ର ସ୍ଥାନିୟ ଏଡିଇଏନଙ୍କ ଜରିଆରେ…
ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ତୀବ୍ର ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ…
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରକୁ ସରକାର ପିପିପି ମୋଡରେ ଘରୋଇକରଣ ନିମନ୍ତେ ଆରମ୍ଭ କରିଥିବା ଉଦ୍ୟମକୁ ବିରୋଧ କରି ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ଆଠଗଡ଼ରେ ବିଜେପିର ସାଂଗଠନିକ ବୈଠକ
ଆଠଗଡ଼: ଓଡ଼ିଶା ୨୦୧୪ ପୂର୍ବରୁ ରେଳବାଇ କ୍ଷେତ୍ରରେ ସବୁବେଳେ ଅବହେଳିତ ହୋଇ ଆସୁଥିଲା। ସେତେବେଳର ୟୁପିଏ ସରକାର ଓଡ଼ିଶାକୁ ରେଳବାଇ ବିକାଶ ଲାଗି ବାର୍ଷିକ ଅତି ବେଶୀରେ ୮୦୦ କୋଟି ଟଙ୍କା ଦେଉଥିଲେ ଏବଂ ରାଜ୍ୟରେ ବର୍ଷକୁ ମାତ୍ର ୫୦ କିମି ନୂଆ ରେଳ ଲାଇନ ବିଛା ଯାଇପାରୁଥିଲା। କିନ୍ତୁ ୨୦୧୪ରେ…
ମାଲକାନଗିରିରେ ବିମାନର ଟ୍ରାଏଲ ରନ୍
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସଫଳ ହେଲା ବିମାନ ଟ୍ରାଏଲ ରନ। ୭ ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ ହୋଇଛି। ପରୀକ୍ଷା ମୂଳକ ଭାବେ ଅବରତରଣ କରିଛି ଭିଟି-୧୦୦। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି । ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା…
ବିଏସକେଓ୍ବାଇ କାର୍ଡ ସଚେତନତା ରଥର ଶୁଭାରମ୍ଭ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସଚେତନତା ରଥର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ପ୍ରଣତି ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ଜନସ୍ବାସ୍ଥ୍ୟ…
୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ
ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ ପଡ଼ିଆରେ ବିଜେଡିର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି…
ଡ୍ରାଇଭର ମହା ସଙ୍ଘର ଡାକରାରେ ଡ୍ରାଇଭର ମାନଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ
କଣ୍ଟାବାଞ୍ଜି : ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଆଜି ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଶାଖା ଏବଂ ସ୍ଥାନୀୟ ଡ୍ରାଇଭର ୟୁନିୟନ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏନେଇ ଏକ ବୈଠକରେ ଡ୍ରାଇଭର ୟୁନିୟନ ଅଫିସରେ ଅନୁଷ୍ଠିତ…
ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍ଘାଟନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା…
ଦଶପଲ୍ଲା: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ଆସନ୍ତା ୫ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ନୟାଗଡ଼…