Browsing Category

କନ୍ଧମାଳ

ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ ତରଫରୁ ସ୍ବାସ୍ଥ୍ୟ ସେବା ଶିବିର

କନ୍ଧମାଳ :  ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଆଶ୍ରମ ତଥା ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ପରିସରରେ ସ୍ପ୍ରେଡ଼ ହାପିନେସ୍ ଫାଉଣ୍ଡେସନ୍ ପୁଣେ,ମହାରାଷ୍ଟ୍ର ପକ୍ଷରୁ ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ତା…

ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା ଅନୁମାନ କରାଯାଉଛି। କିଛି ଦିନ ତଳେ ହାତୀପଲ ଚକାପାଦ ଅଞ୍ଚଳରେ ପଶି ଅନେକ…

ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଫୁଲବାଣୀ: ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଥିଲା, ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଦି ରାଜ୍ୟର ଚାଷୀଙ୍କ ସମୃଦ୍ଧି ସେ…

ଶ୍ରମିକଙ୍କୁ ମିଳୁନି ମଜୁରୀ : ଜଳ ଅବଶୋଷଣ ଫିଟ୍ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ଫୁଲବାଣୀ : ମନରେଗା (ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ) ଦୁର୍ନୀତି । ଜଳଅବଶୋଷଣ ଖାତ ବା ଫିଟ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କଲେ ଗାଁ ସାଥି। ଏଭଳି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ ଲେତିଙ୍ଗିଆ ଗ୍ରାମର ଖାତ ଖୋଳୁଥିବା ଶ୍ରମିକ। ସୂଚନା…

ଜ୍ୟୋତିର୍ମୟୀ ପାଇଲେ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ପୁରସ୍କାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଜ୍ୟୋତିର୍ମୟୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ ଜାତୀୟ ସେବା ଯୋଜନା ଦିବସରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଠାରୁ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ସ୍ବେଛାସେବୀ ପୁରସ୍କାର ପାଇଛନ୍ତି ।…

୧୮ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ: ଅବକାରୀ ମୋବାଇଲ ୟୁନିଟି ରାଣୀପଥର ତନଖି ଫାଟକରେ ଯାନବାହନ ତନଖି କରୁଥିବା ବେଳେ ଗୋଟିଏ ଇଣ୍ଡିଗୋ ଇସିଏସ୍ କାର ସହ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ବେଆଇନ ଗଞ୍ଜେଇ ପରିବହନ ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ୟୁନିଟି। ଗିରଫ ଅଭିଯୁକ୍ତ ମାନେ ହେଲେ…

ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କଲେ ବିଜେଡିର ସାତ ଜଣିଆ ପ୍ରତିନିଧି ଦଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ଥାନା ଅଧିକାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳର ଏକ ସାତ ଜଣିଆ ପ୍ରତିନିଧି ଦଳ। ବିଜେଡିର କନ୍ଧମାଳ ପର୍ୟ୍ୟବେକ୍ଷକ ତଥା…

କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ୱର: କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ଜଣଙ୍କୁ ଧରିଛି  ପୁଲିସ। ଦୁଇ ମହିଳା ଓ ଦୁଇ ପୁରୁଷଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି।  ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଯାଉଥିବା ବେଳେ କାରକୁ ଧରିଥିଲା…

ବାଇକ- ସ୍କୁଟି ଧକ୍କା: ଶିକ୍ଷୟିତ୍ରୀ ଏବଂ ମହିଳା କିରାଣି ମୃତ

ଘୁ. ଉଦୟଗିରି: ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭)  ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି ସ୍କୁଟି(ଓଡି ୧୨ସି ୧୭୨୭)ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲେ।…

ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରି ଫେରୁଥିଲେ ଷ୍ଟାଫନର୍ସ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ରା.ଉଦୟଗିରି : ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ଦାବିରେ ସିଡ଼ିଏମ୍ଓଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଷ୍ଟାଫନର୍ସଙ୍କ ଜୀବନ। ଏହା ସହ ଅନାଥ ହେଇଯାଇଛନ୍ତି ତିନି ତିନିଟି ସନ୍ତାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଞ୍ଚଳରେ। ମୃତ…