Browsing Category

କନ୍ଧମାଳ

ବାଇକ- ସ୍କୁଟି ଧକ୍କା: ଶିକ୍ଷୟିତ୍ରୀ ଏବଂ ମହିଳା କିରାଣି ମୃତ

ଘୁ. ଉଦୟଗିରି: ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭)  ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି ସ୍କୁଟି(ଓଡି ୧୨ସି ୧୭୨୭)ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲେ।…

ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରି ଫେରୁଥିଲେ ଷ୍ଟାଫନର୍ସ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ରା.ଉଦୟଗିରି : ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ଦାବିରେ ସିଡ଼ିଏମ୍ଓଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଷ୍ଟାଫନର୍ସଙ୍କ ଜୀବନ। ଏହା ସହ ଅନାଥ ହେଇଯାଇଛନ୍ତି ତିନି ତିନିଟି ସନ୍ତାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଞ୍ଚଳରେ। ମୃତ…

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା

ଦାରିଙ୍ଗବାଡି, : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ ମହୁଲ…

ପୁଲିସ–ମାଓବାଦୀ ଗୁଳିବିନିମୟ; ମହିଳା ନକ୍ସଲ ମୃତ

ଫୁଲବାଣୀ: ଆଜି ସନ୍ଧ୍ୟା ପର ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ସିନ୍ଧ୍ରିଗାଁ ଜଙ୍ଗଲରେ ପୁଲିଓ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏ ନେଇ କନ୍ଧମାଳ ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ଙ୍କ ସହ ଯୋଗାଯୋଗ କରିବାରୁ ସିନ୍ଧ୍ରିଗାଁ…

୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା

ଫୁଲବାଣୀ: ଧାର ନେଇଥିବା ୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା। ପୁଲିସ ହତ୍ୟାକାରୀକୁ ଧରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ହତ୍ୟାର ଶିକାର ପୂର୍ବତନ ୱାର୍ଡମେମ୍ବର ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର…

ଦାରିଙ୍ଗବାଡ଼ିରେ ଭୂସ୍ଖଳନ ଭୟ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ଗତ ଲଘୁଚାପ ବର୍ଷାରେ ଭୁସ୍ଖଳନ ହୋଇ ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡ଼ା ଖସିଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ଏହି ଖବର ପାଇ ବ୍ଳକ ଓ…

ଗଞ୍ଜେଇ ଚାଲାଣ ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ…

କନ୍ଧମାଳରେ ପୂର୍ବତନ ମହିଳା ୱାର୍ଡ଼ସଭ୍ୟଙ୍କୁ ହତ୍ୟା

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାନିଷିପଦର ପଞ୍ଚାୟତ ଅଧୀନ ମାଝିପଡ଼ା ଗ୍ରାମର ପୂର୍ବତନ ୱାର୍ଡ଼ସଭ୍ୟା ରାଇମତି କହଁର (୫୬)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ଗତ ମଙ୍ଗଳବାରଠୁ ନିଖୋଜ ଥିବାବେଳେ ରବିବାର ଦିନ ତାଙ୍କ ଗଳିତ ଶବ ମାଝିପଡ଼ାଠୁ ଭୃଙ୍ଗିବାଲି ମଧ୍ୟସ୍ଥ ସବେରି…

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ…

ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡା: ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ…