Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା
ମୋହନା: ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଳା ମୋହନା ବ୍ଲକ ମିଳିତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗଗନ କୁମାର ଦାଶଙ୍କ ଆହ୍ୱାନରେ ପ୍ରଧାନ ଶିକ୍ଷକ ପ୍ରକାଶ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ମିଳିତ…
ପାରଳା ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ: ଅନୁଧ୍ୟାନ କରିବ ଭାରତୀୟ ଇତିହାସ ଗବେଷଣା…
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ହୋଇଥିବା ବ୍ରିଟିସ୍ଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗରେ ଅନୁଧ୍ୟାନ ଓ ଗବେଷଣା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତୀୟ ଇତିହାସ ଗବେଷଣା ପରିଷଦକୁ ବିଧିବଦ୍ଧ ଚିଠି…
ମୋହନା ଗୁରୁ ପୂଜନ ଦିବସ ପାଳନ।
ଗଜ ପତି : ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ପଞ୍ଚାୟତ ର କେଶରା ଗ୍ରାମ ବିଦାଳୟ ,ପ୍ରକଳ୍ପ ଉପ୍ରା ପ୍ରଥ ମିକ ବିଦ୍ୟାଳୟ ରେ ଗୁରୁ ପୂଜନ ଦିବସ ପାଳନ ଅବସରରେ ସମ୍ମାନିତ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବ ଦତ ତମାରଫୁ (ବି, ଇ, ଓ ,)ଗୋଗ ଦେ ଇ ଛାତ୍ର ଓ ଛାତ୍ରୀ ମାନକୁ ନେଇ ଏକ ଗ୍ରୁରୁ…
ଟ୍ରାକ୍ଟର ଓଲଟି ଜଣେ ମୃତ
ମୋହନା: (ବିବି ନିୟୁଜ ବ୍ୟୁରୋ) ମୋହନା ଥାନା ନାରଙ୍ଗି ଛକରେ ମାଟି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର, ଡାଲା ତଳେ ମାଟି ଭିତରେ ଚାପି ହୋଇ ଜଣେ ମହିଳା ଶ୍ରମିକ ମୃତ, ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ ,
ନୂଆଗଡ଼ ବ୍ଲକ ସମିତି ସାଧାରଣ ବୈଠକ, ଗୃହକୁ ଅଚଳ କଲେ ଲୋକ ପ୍ରତିନିଧି
ଗଜପତି : (ବିବି ନିୟୁଜ ବ୍ୟୁରୋ) ଆର, ଉଦୟଗିରି ୨୪/୮ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ପାହାଡ଼ ଘେରରେ ଥିବା ୧୯ଗୋଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବ୍ଲକ ଅଧକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି…
ଗଞ୍ଜାମ ଇତିହାସ’ ଉନ୍ମୋଚିତ।
ଗଜପତି : ମୋହନା କେଶରୀନଗର ମାଣିକପୁର ହନୁମାନ ମନ୍ଦିର ଠାରେ ‘ଗଞ୍ଜାମ ଇତିହାସ’ ପୁସ୍ତକ ଉନ୍ମୋଚନ କରାଯାଇଛି । ମୋହନାର ଯୁବ ଲେଖକ ତଥା ଇତିହାସ ସଂକଳନ ଗଞ୍ଜାମ କବିଭାଗ ପ୍ରମୁଖ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ଉନ୍ମୋଚନ କରିଥିଳେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ…