Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ବାଇକ ସହ ଗଞ୍ଜେଇ ଜବତ, ତିନି ଗିରଫ ।
ମୋହନା(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅଡବା ପୁଲିସ ଜାତୀୟ ରାଜପଥ ୩୨୬ରେ ପେଟ୍ରୋଲିଂ କଲାବେଳେ ସନ୍ଦେହରେ ଦୁଇ ବାଇକକୁ ପିଛା କରିଥିଲେ। ପ୍ରଥମେ ବାଇକ୍ ଟିକୁ ଜାଙ୍ଗୁଡି ନିକଟରେ କାବୁ କରାଯାଇଥିବା ବେଳେ ଦୁତୀୟ ବାଇକ୍ ଟିକୁ ଖାରିଗୁଡା ଗ୍ରାମ ନିକଟରେ କାବୁ କରିଥିଲେ ପୁଲିସ । ଦୁଇ…
ବନ ବିଭାଗର ଚଢାଉ ୮ ଖଣ୍ଡ ଶାଗୁଆନ୍ କାଠ ଜବତ, ଜଣେ ଗିରଫ
ଗଜପତି, 2/7(ମନୋଜ ପାଢ଼ୀ): ପାରଳାଖେମୁଣ୍ଡି ବନ ଉପଖଣ୍ଡର ଦେବଗିରି ରେଞ୍ଜ ଅଧୀନ ଜଙ୍ଗଲରେ ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଥିବା ଖବର ପାଇ ଗତକାଲି ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇଥିଲା ।ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ଏସିଏଏଫ ଅରୁଣ…
ଗଜପତିରେ ‘ବିକଶିତ ଭାରତ-ଗ୍ରାମୀଣ’ ମିଶନର ଆନୁଷ୍ଠାନିକ ଶୁଭାରମ୍ଭ ।
ଗଜପତି2/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆରଏସଇଟିଆଇ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜନ ସମ୍ମେଳନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରମ୍ପରିକ ରୋଜଗାର ମଡେଲଠାରୁ ଭିନ୍ନ, ‘ବିକଶିତ ଭାରତ-ଗ୍ରାମୀଣ’ ସାମଗ୍ରିକ…
ବଂଶଧାରା ନଦୀ ହିଡ଼ବନ୍ଦ କାର୍ଯ୍ୟରେ ଅବହେଳା ଅଭିଯୋଗ ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ।
ଗଜପତି-(ମନୋଜ ପାଢ଼ୀ): କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ…
ଦୁଇ ବାଇକ ମୁହାଁ ମୁହିଁ ଧକ୍କା , ଜଣେ ମୃତ , ଜଣେ ଆହତ।
ମୋହନା,(ମନୋଜ ପାଢ଼ୀ):–ବୁଧବାର ମଧ୍ୟାହ୍ନ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି ।ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ…
ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…
ଗଜପତି,୨/୭(ମନୋଜ ପାଢ଼ୀ): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ନିଜର ୧୭ ବର୍ଷୀୟା ନାବାଳିକା ଶାଳୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୋଲିସ ଗିରଫ…
ଗଜପତି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ |
ମୋହନା..୨/୬/୨୬(ମନୋଜ ପାଢ଼ୀ) ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ସୁପାରିଶ ଓ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ଏବଂ ରାଜ୍ୟ ଉପ ସଭାପତି ତଥା ପାରଳା ର ପୂର୍ବତନ ବିଧାୟକ କେ.ନାରାୟଣ ରାଓ’ଙ୍କ ଅନୁମୋଦନ କ୍ରମେ ଗଜପତି ଜିଲ୍ଲା’ର ଯୁବମୋର୍ଚ୍ଚା…
୨ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର
ଆର, ଉଦୟଗିରି (ମନୋଜ ପାଢ଼ୀ) ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସିତ ପଠାଯାଇଛି । ଅଡବା ଥାନା ଅନ୍ତର୍ଗତ ଗୁରୁବାର ପଞ୍ଚାୟତ ଅଧୀନ ଲୁହାଗୁଡି ଗ୍ରାମ ରୁ ଏକ ବାଇକରେ…
ଗଜପତି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ..
ଗଜପତି,୧.୭(ମନୋଜ ପାଢ଼ୀ)-:ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା , ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ଏବଂ ରାଜ୍ୟ ଉପ ସଭାପତି ତଥା। ପାରଳା ର ପୂର୍ବତନ ବିଧାୟକ କେ.ନାରାୟଣ ରାଓ’ଙ୍କ ଅନୁମୋଦନ କ୍ରମେ ଗଜପତି ଜିଲ୍ଲା’ର ଯୁବମୋର୍ଚ୍ଚା ନୁଆ…
ଜିଲ୍ଲା ସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ଏ:ଆଇ ଉପକରଣ ଓ ଆଇସିଟି ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
ଗଜପତି,୧.୭(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ଏକ ଦିବସୀୟ ଶ୍ରେଣୀ-କକ୍ଷ ଶିକ୍ଷାଦାନରେ ଶିକ୍ଷା ଗ୍ରହଣ ପ୍ରକ୍ରିୟା ନିମନ୍ତେ ଏ:ଆଇ ଉପକରଣ ଏବଂ ସୂଚନା…