Sign in
Sign in
Recover your password.
A password will be e-mailed to you.
Browsing Category
କଟକ
ଭସାଣି ଶୋଭାଯାତ୍ରା ବେଳେ ୨ ସାହି ମଧ୍ୟରେ ମୁହାଁମୁହିଁ
କଟକ: ଦଶହରା ପରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ ଗୁରୁବାର କଟକ ସହରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ଥିବା ଜଣାଯାଇଛି।…
ବର୍ଷା ଛାଡ଼ିଲେ ଶାଶୂଘର
କଟକ : ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୁଲିସର ସହାୟତା ଲୋଡ଼ିଛନ୍ତି। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା…
ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା
କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଗିରଫ ଭୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।
କାଷ୍ଟିଂ କାଉଚ୍…
ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗୃହିତ
ଆଠଗଡ : ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରୁଥିବା ଜେଏମସି ପ୍ରୋଜେକ୍ଟସ୍ ଇଣ୍ଡିଆ ଲିମିଟେଡ, ଓସିଡିଆର ପ୍ରୋଜେକ୍ଟସ୍ ପକ୍ଷରୁ ଜୀବନବିନ୍ଦୁ ଏବଂ ଓଡିଶା ମୋ ପରିବାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ଚୌଦ୍ୱାର : ଚୌଦ୍ୱାର ହାଉସିଂବୋର୍ଡ ସ୍ଥିତ ବରିଷ୍ଠ ନାଗରିକ କ୍ଲବ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । କ୍ଲବର ସଭାପତି ଶିଶିର କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର ପୌର ପରିଷଦର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବରିଷ୍ଠ…
ଜଷ୍ଟିସ ଯଶୱନ୍ତ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି
କଟକ: ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ ମୁଖ୍ୟ ବିଚାରପତି। ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏବେ ଜଷ୍ଟିସ ସିଂହ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ…
ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ବେଲ୍
କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡର ଆଦେଶ ମିଳିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଏହି ମାମଲାରେ ମୋକିମଙ୍କ ଜାମିନ ମଞ୍ଜୁର କରିଛନ୍ତି ଏସଡିଜେଏମ କୋର୍ଟ । ଏହା ସହ ଭିଜିଲାନ୍ସ କୋର୍ଟଙ୍କ ରାୟ ନେଇ ମହମ୍ମଦ…
ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ
କଟକ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ କଟକର ଦୋଳମୁଣ୍ଡାଇସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଅନୁଷ୍ଠିତ ଏକ ଉତ୍ସବରେ ପାଞ୍ଚ ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସୁଲୋଚନା ଦାଶ, ଅଖିଳ କୁମାର ସ୍ବାଇଁ, ରଜନୀ କାନ୍ତ ପତି, ରୀମା ବେହେରା ଓ…
ଚୌଦ୍ୱାର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷ ମା’ ଦୁର୍ଗା ଓ ମା’ ଲକ୍ଷ୍ମୀଙ୍କ ସମେତ ଅନ୍ୟ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନେଇ…
ଶିଳ୍ପାଞ୍ଚଳରେ ଗଜରାଜ: ଜଗତପୁରରେ ଖେଳାଇଲା ଆତଙ୍କ,
କଟକ: ମଣିଷ ଆଉ ଗଜରାଜଙ୍କ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ମହାସଂଗ୍ରାମ । କେଉଁଠି ମଣିଷ ହାତୀମାନଙ୍କୁ ଘଉଡ଼ାଇ ଜଙ୍ଗଲକୁ ନିଜ କବ୍ଜାକୁ ନେଉଛି ତ ଆଉ କେଉଁଠି ବାସହରା ଗରଜାର ଖାଦ୍ୟାଭାବ ଯୋଗୁଁ ଜନବସତି ଆଡ଼କୁ ମୁହାଁଇଛନ୍ତି । ଏମିତି ବେଳେବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ କେଉଁଠି…