Browsing Category

କଟକ

‘ଜୟଦେବ’ ପୁରସ୍କାରପ୍ରାପ୍ତ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। …

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…

ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର…

କାର୍ତ୍ତିକେଶ୍ବର ଭସାଣିରେ ବା‌ଣ ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ବିଜୟ ମହାପାତ୍ର

କଟକ: କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ାରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଭେଟିଛନ୍ତି। ଆହତମାନଙ୍କସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ…

ଆସନ୍ତା ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୮୩୪ ପଦ ପୂରଣ କରାଯିବ: ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

କଟକ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ଅବଶେଷରେ ମୁହଁ ଖୋଲିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ,…

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ…

ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ଐତିହାସିକ ବାଲିଯାତ୍ରା, ସରିନି ଉପରପଡ଼ିଆରୁ ଗ୍ରାହକଙ୍କ ଭିଡ଼

କଟକ: ବାଲିଯାତ୍ରା ସରିଛି। ହେଲେ ଭିଡ଼ ଯାଇନି। ପଡିଆରେ ଏବେବି ବଜାର ରହିଛି। ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ, ଯାହାକୁ ନେଇ ରହିଛି ହଜାର ହଜାର ଲୋକଙ୍କ ଭିଡ଼। ୧୦ ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ…

ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

କଟକ: ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ପ୍ରଭାତ ତ୍ରିପାଠୀଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବାଲିଯାତ୍ରାକୁ ନେଇ ଜିଲା ପ୍ରଶାସନକୁ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏହାଏକ ନୂଆ ମୋଡ଼ ନେଇଛି। ତେବେ ଏହି ଇନଷ୍ଟାଗ୍ରାମ ଭାଇରାଲ…

ବାଲିଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

କଟକ: ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ।…

କଟକରୁ ପୁଣି ଧରାପଡିଲା ନକଲି ଚା’ : ଚଢାଉ କରି ଜବତ କଲା ପୋଲିସ

କଟକ : କଟକରେ ପୁଣି ଧରାପଡ଼ିଲା ନକଲି ଜିନିଷ । ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାରରେ ନକଲି ଚା’ ପ୍ୟାକେଟ୍ ଧରାପଡ଼ିଛି । ଏଠାରେ ଏକ ପ୍ରସିଦ୍ଧ ଚା’ ବ୍ରାଣ୍ଡର ନାଁକୁ ବ୍ୟବହାର କରି ନକଲି ଚା’ ବିକ୍ରି ହେଉଥିବା ଖବର ପାଇ ଏକ ତଦନ୍ତକାରୀ ଦଳ ପହଂଚି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ…