Browsing Category

ବାଲେଶ୍ୱର

ବସ୍ତା ବିଧାୟକଙ୍କୁ ଧମକପୂର୍ଣ୍ଣ କଲ୍ ମାମଲା: ୨ ଯୁବକଙ୍କୁ ଉଠାଇନେଲା ପୁଲିସ

ବାଲେଶ୍ବର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଧମକପୂର୍ଣ୍ଣ କଲ୍ ମାମଲାରେ ଯାଜପୁର ଦୁଇ ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାଇବର ଥାନା ପୁଲିସ ଯାଜପୁର ମଙ୍ଗଳପୁର…

ଫଳକ ଲଗାଇ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

ଭୋଗରାଇ: ୧୩/୯:  ଗାଁକୁ ଭଲ ରାସ୍ତା ନଥିବାରୁ ବାରମ୍ୱାର ଅଭିଯୋଗ କଲେ ଗ୍ରାମ ବାସୀ। ଆଉ ଏପଟେ ୫ ବର୍ଷ ଧରି ରାସ୍ତା ନିର୍ମାଣକୁ ନେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଗଲା। ହେଲେ କାମ କିନ୍ତୁ ଶୂନ। କେବଳ  ଫଳକ ଲଗାଇ ଦେଢ଼ ଲକ୍ଷ ଟଙ୍କା ଚଳୁ କରିଦେଲେ। ଏମିତିକି ଲାଗିଥିବା ଫଳକ ଏବେ…

ଇଛା ମୃତ୍ୟ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଶଯ୍ୟାଶାୟୀ ବିଜୟ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବରୁଣସିଙ୍ଗ ଅଂଚଳର ବିଜୟ ଜେନା। ୨୦୧୮ ମସିହାରେ ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଲୋକଙ୍କ ସାହାଯ୍ୟରେ ଚିକିତ୍ସା ହେଉଥିଲେ। ଛାତି ପାଖରୁ ଗୋଡ଼ ଯାଏ ‌କୌଣସି ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁ ନ ଥିଲା। ଗରିବ ଘରର…

ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷାକୁ ନେଇ ଭୟଭୀତ ନ ହୋଇ ପ୍ରଶାସନର…