Sign in
Sign in
Recover your password.
A password will be e-mailed to you.
Browsing Category
ବଲାଙ୍ଗୀର
ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି: ୧୨ ଘଣ୍ଟିଆ ବନ୍ଦ ପାଳନ
ଟିଟିଲାଗଡ଼: ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ ହେଉଛି। ଏହାଫଳରେ ଜନଜୀବନ ପ୍ରଭାବିତ। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଟିଟିଲାଗଡ଼ରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ,…
ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ର ଇଞ୍ଜିନ୍
ବଲାଙ୍ଗୀର: କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍ର ଇଞ୍ଜିନ ଆଗକୁ ପଳାଇଛି। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍ରେ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍ର ଗୁଂଜିତରା ନିକଟରେ ଆଜି ଅପରାହ୍ଣ ସାଢ଼େ ୪ଟାରେ ଏଭଳି ପରିସ୍ଥିତି…
ଗିରଫ ହେଲେ ହାଇସ୍କୁଲର ସଭାପତି
କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ…
ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ, ଧରା ପଡ଼ିଲେ
ବଲାଙ୍ଗିର : ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ।
ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ…
୧୨ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦାର ଗିରଫ
ପାଟଣାଗଡ଼: ପାଟଣାଗଡ଼ ଓ ବେଲପଡା ଅଞ୍ଚଳରୁ ଅନ୍ୟତ୍ର ଦାଦନ ଶ୍ରମିକ ଭାବେ ଖଟିଯିବାକୁ ଥିବା ବେଳେ ପୁଲିସ ଦ୍ବାରା ୧୨ ଦାଦନ ଶ୍ରମିକ ଉଦ୍ଧାର ଓ ଜଣେ ସର୍ଦାର ଗିରଫ ହୋଇଥିବା ଜଣାପଡିଛି।
କାମଧନ୍ଦା ନ ପାଇ ଅନ୍ୟତ୍ର ଦାଦନ ଶ୍ରମିକ ହୋଇଯିବା ସମୟରେ ପାଟଣାଗଡ଼ ବସଷ୍ଟାଣ୍ଡରେ ଥିବା ସମୟରେ ସନ୍ଦେହ…
ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗୀର: ବଲାଙ୍ଗୀରରେ ଦାଦନ ଚାଲାଣ ଥମିବାର ନାଆଁ ନେଉନାହିଁ। ପୁଣି ଚାଲାଣବେଳେ ପୁଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଘର ବେଲପଡ଼ା ଥାନା ରେଙ୍ଗାଳୀ ଗାଁରେ ବୋଲି ଜଣାଯାଇଛି। ଏହି ଦାଦନ ଶ୍ରମିକମାନେ ଘରୋଇ ବସରେ ବଲାଙ୍ଗୀର ରେଳ ଷ୍ଟେସନକୁ ଆସୁଥିଲେ। ସେମାନେ ଷ୍ଟେସନରୁ…
ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ
ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍…
ଖପ୍ରାଖୋଲ ପୁଲିସ ଦ୍ୱାରା ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ
ଧଣ୍ଡାମୁଣ୍ଡା: ଜୋରସୋରରେ ଚାଲୁଛି ଦାଦନ ଚାଲାଣ। ପୁଲିସ ସକ୍ରିୟତାର ସହିତ ଉଦ୍ଧାର କରିଚାଲିଥିବା ବେଳେ ଦାଦନ ଚାଲାଣ ଥମିବାର ନାଁ ନେଉ ନାହିଁ। ପ୍ରତ୍ୟେକ ଦିନ କିଛି ନାଁ କିଛି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରୁଛି, ହେଲେ ଦଲାଲମାନେ ଅଭିନଵ ପନ୍ଥା ଅବଲମ୍ବନ କରି ଏବେ ଘରୋଇ ବସମାନଙ୍କରେ…
କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳାକନା ବୁଲାଇଲେ ଚୋର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ…
ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୩ ବଖରା ଘର ପୋଡ଼ି ନଷ୍ଟ
ସୋର: ବାଲେଶ୍ବର ଜିଲ୍ଲାର ବ୍ଲକ ତଳନଗର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ମହେଶ୍ୱର ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରିବାର ଲୋକେ ଶୋଇଥିଲେ। କିନ୍ତୁ ରାତି ୧ ଘଟିକା ସମୟରେ ସେମାନେ ହଠାତ…