Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ସର୍ବାନନ୍ଦ ସୋନୋୱାଲ
ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓଡ଼ିଶାର ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ଠାରେ ୪୨୭.୮୦ କୋଟି ଟଙ୍କାର ସାତୋଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବନ୍ଦରର ୧୮.୫ ମିଟର ଗଭୀର ଡ୍ରାଫ୍ଟ କ୍ଷମତା…
ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ
ନୂଆପଡ଼ା: ଖଡ଼ିଆଳ ବନଖଣ୍ଡ ବିଭାଗକୁ ମିଳିଛି ବଡ଼ ସଫଳତା। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭.୦୯୮ କେଜି ବଜ୍ରକାପ୍ତା ଛାଲ ଜବତ କରାଯିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରେ ଚଢ଼ାଉ କରି ବନ…
ଭୟଙ୍କର ଅଗ୍ନିକାଣ୍ଡ ; ହୁତୁହୁତୁ ହୋଇ ଜଳିଲା ୧ ନମ୍ବର ହାଟ
ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଳିଗଲା ଅନେକ ଦୋକାନ। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାଟ ଭିତରେ ଥିବା ଏକ ଗ୍ରୋସରୀ ଦୋକାନରେ ଏହି ନିଆଁ ଲାଗିଥିଲା।…
ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶୈକ୍ଷିକ ଉତ୍କର୍ଷ ଓ ପରିବେଶ…
ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର, ୨୨/୮ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷାର୍ଥୀ, ଅଧ୍ୟାପକ,…
ସୁବର୍ଣ୍ଣ ରେଖା ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ସୁମନ୍ତ ଜେନା
ବାଲେଶ୍ୱର,୨୧/୮(କୃଷ୍ଣ କୁମାର ମହାନ୍ତି): ସମାଜ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ସୁବର୍ଣ୍ଣ ରେଖା ବନ୍ୟା ପ୍ରପୀଡିତଙ୍କ ପାଇଁ ବିପଦ ସମୟରେ ହାତ ବଢାଇଛନ୍ତି ପ୍ରକୃତି ବନ୍ଧୁ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା। ଚଳିତ ବର୍ଷ ସୁବର୍ଣ୍ଣ…
ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି, ତୃତୀୟ ବୈଠକ ଏବଂ କ୍ଷେତ୍ର ପରିଦର୍ଶନ ।
ଗଜପତି, ୨୨.୮.(ମନୋଜ ପାଢୀ) :-ଓଡ଼ିଶା ବିଧାନସଭାର ଗୃହ କମିଟି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଭିତ୍ତିଭୂମି ସମେତ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା…
ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ।
ମୋହନା,୨୧ା୮(ମନୋଜ ପାଢ଼ୀ): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି ଶୁକ୍ରବାର ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଅଭିଳାଷ ଦଳବେହେରା (୨୧), ନିଥନିଏଲ ରଇତ (୨୪), ଜାରବିଏମ ଗମାଙ୍ଗ (୨୩), ବିକାଶ…
ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ ।
ମୋହନା,୨୧ା୮(ମନୋଜ ପାଢ଼ୀ): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡୁଛି। ମଙ୍ଗଳବାର ଏହି ରାସ୍ତାରେ ସାଇକେଲରେ ବିଦ୍ୟାଳୟକୁ…
ଖଲାସୀଙ୍କ ସମସ୍ୟା ସମାଧାନ ଓ ଆର୍ଏମ୍ସି ବ୍ୟବସ୍ଥା ସୁଧାର ପାଇଁ ବିଧାୟକଙ୍କୁ ଗୁହାରି।
ଗଜପତି (ମନୋଜ ପାଢ଼ୀ)-:ଖଲାସୀମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖଲାସୀ ସଂଘ ପକ୍ଷରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏଥିସହ ଆର୍ଏମ୍ସି ବ୍ୟବସ୍ଥାରେ ସୁଧାର ଆଣିବା ସହ ଖଲାସୀମାନଙ୍କ ପାଇଁ ଆବଶ୍ୟକ…
ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।
ଗଜପତି,୨୧.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଠାକୁର ସ୍ମରଣୀୟ ଉଚ୍ଚବିଦ୍ୟାଳୟ ର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ Beo - T.କିସର୍ କୁମାର ,Abeo- N.ବିମଳ, ଉପଲଡା…