Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାପ କାମୁଡ଼ା ନେଇ ଅନ୍ଧବିଶ୍ୱାସ ଦୂର ପାଇଁ ‘ମୁନ୍ କମ୍ୟୁନିକେସନ’ର ସଚେତନତା ଅଭିଯାନ
ବାଲେଶ୍ୱର, ୨୨/୮ (କୃଷ୍ଣ କୁମାର ମହାନ୍ତି): ବର୍ଷା ଋତୁରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବାବେଳେ ସାପ କାମୁଡ଼ାକୁ ନେଇ ଗ୍ରାମାଞ୍ଚଳରେ ରହିଥିବା ଅନ୍ଧବିଶ୍ୱାସ ଦୂର କରିବା ସହ ଲୋକଙ୍କୁ ବୈଜ୍ଞାନିକ ଚିକିତ୍ସା ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’…
ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ଶିକ୍ଷକ ପଦରାଜ ଉମାକାନ୍ତ ନାୟକ
ଭୁବନେଶ୍ୱର : ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଶିକ୍ଷାଦାନ ଶୈଳୀ ଏବଂ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଦରାଜ ଉମାକାନ୍ତ ନାୟକ ୨୦୨୬ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଶ୍ରୀ ନାୟକ…
ଭାଷାକୋଷବିତ୍ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ଉସ୍ଛବ ଅନୁଷ୍ଠିତ।
ଗଜପତି,22/8(ମନୋଜ ପାଢ଼ୀ): ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଗୋପିନାଥ ନନ୍ଦଶର୍ମାଂକ ୧୫୮ତମ ଜୟନ୍ତୀ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ…
ରାସ୍ତାକଡ଼ରେ ମୃତ୍ୟୁ ସହ ସଂଗ୍ରାମ ରଥ ଅସହାୟ ବୃଦ୍ଧଙ୍କୁ ଦେବଦୂତ ସାଜି ଚିକିତ୍ସା ସୁବିଧା ଯୋଗାଇଲେ ଗଜପତିର ୩ ଯୁବକ…
ଗଜପତି 22/8(ମନୋଜ ପାଢ଼ୀ): ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ, ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି। ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ। ରାସ୍ତାକଡ଼ରେ ଅତି ଦୟନୀୟ ଅବସ୍ଥାରେ…
ଜମିପାଇଁ ଥିବା ଜଳସେଚନ ନାଳ ଠାରୁ ଆରମ୍ଭ କରି ଚାଷ ଜମି, ଖାଲି ସ୍ଥାନ ଆଦି ଠାରେ କୁଢ କୁଢ ଅଳିଆ ଚାଷୀ ହେଲେ ହନ୍ତସନ୍ତ…
ଗଜପତି,୨୨.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଗ୍ରାମ ଛକ ର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଥିବାର ଦେଖିବାକୁ ମିଳୁଛି । ଏହା ଏବେ ଅଳିଆ ଆବର୍ଜନା ର କେନ୍ଦ୍ରବିନ୍ଦୁ ପାଲଟିଛି । ସଫେଇ ପାଇଁ ସ୍ବଚ୍ଛ ଭାରତ ଯୋଜନା ଏଠାରେ ଫେଲ୍…
ତେଜଶ୍ରୀ ସେବା ଫାଉଣ୍ଡେସନ ଓ ସତମାର୍ଗ ଖବର କାଗଜ ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ
ରାୟଗଡ(ଭି ଗୌରୀ ଶଙ୍କର ରାଓ) :-ଆଜି ତେଜଶ୍ରି ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବର କାଗଜ "ସତମାର୍ଗ" ର ନୂତନ ଶାଖା କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟଳୟ ରାସ୍ତା ପରିସରରେ ଉଦଘାଟନ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଆଜି ଏକ ସଭାର ଆୟୋଜନ ରାୟଗଡ ସହର ସଦର ମହକୁମାରେ ଅବସ୍ଥିତ…
ଉମୁରୀ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ ।
ଜୟପୁର 22/8 : ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ସଚେତନତ କୋରାପୁଟ: ଆଜି ଉମୁରୀ ହାଇସ୍କୁଲ ପରିସରରେ କୋରାପୁଟ ସାଇବର ପୋଲିସ ଷ୍ଟେସନ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍ପି ଶ୍ରୀମତୀ…
ଖଣି ବିଲ୍କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ
ଭୁବନେଶ୍ୱର: ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ୨୦୨୬କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବାଦବିବାଦ ତୀବ୍ର ହୋଇଛି। ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ସମାଲୋଚନା କରିବା ପରେ ବିଜେଡି ପାଲଟା ଜବାବ ଦେଇଛି।
ଶଙ୍ଖ ଭବନରେ ସାମ୍ବାଦିକ…
୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶ ଓ ନିଯୁକ୍ତି କ୍ଷେତ୍ରରେ ବଡ଼ ଅଗ୍ରଗତି। ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୧୪ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପରେ ମୋଟ ୨,୭୮୦.୧୦ କୋଟି ଟଙ୍କାର ନିବେଶ ହେବ। ଏହାଦ୍ୱାରା ରାଜ୍ୟରେ…
ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି
ଭୁବନେଶ୍ୱର: ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ନେଇ ବଡ଼ ପଦକ୍ଷେପ। ଓଡ଼ିଶା ଓ ଛତିଶଗଡ଼ ଦାଖଲ କରିଥିବା ତଥ୍ୟ ଯାଞ୍ଚ ଓ ବିଶ୍ଳେଷଣ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏକ ବୈଷୟିକ କମିଟି ଗଠନ କରିଛି।
ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଭୟ…