Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ୱ ବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା ଆବଶ୍ୟକ – ଡ. ମୁଳେ
ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅଠାଇଶ ତମ ଆଭାସୀ ଅନୁବାଦ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। " ଅନୁବାଦ କକ୍ଷ" ରେ ବକ୍ତାଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଲେଖକ , ଅନୁବାଦକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ତଥା ଭାରତର ପାସପୋର୍ଟ ମ୍ୟାନ ଡ. ଜ୍ଞାନେଶ୍ୱର ମନେହର ମୁଳେ।…
ବୌଦ୍ଧରେ ଅନୁଷ୍ଠିତ ହେଲା ପାରମ୍ପାରିକ ଦାଣ୍ଡ ଶୀତଳା ଯାତ୍ରା
ବୌଦ୍ଧ : ଶୀତଳା ମାତାଙ୍କ ପୀଠରେ ସମ୍ପନ୍ନ ହେଲା ଦାଣ୍ଡ ଶୀତଳା ଯାତ୍ରା । ତେବେ ବୌଦ୍ଧ ଜିଲ୍ଲାର କୁଷ୍ଠା ନାମକ ଏକ ସଂପ୍ରଦାୟର ଆରାଧ୍ୟ ଦେବୀ ହେଉଛନ୍ତି ଶୀତଳା । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଶୀତଳା ମାତାଙ୍କ ପୀଠରେ ଏହି ଦାଣ୍ଡ ଶୀତଳା ଯାତ୍ରା ଆୟୋଜିତ ହୋଇଥାଏ । ଏହି ଯାତ୍ରା ବର୍ଷକୁ…
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ…
ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’:
ପାରାଦୀପ : ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି । ଜଳପଥରେ ହେଉଥିବା ଆତଙ୍କବାଦୀ…
ଝାରପଡା ଜେଲରେ କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍: ଚଢ଼ଉ ଜାରି
ଭୁବନେଶ୍ବର: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି। ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି। ଜେଲର ପ୍ରତ୍ୟେକ ସେଲରେ ଛାନବିନ୍…
କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଜାରି
ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବି ବର୍ଷା ଲାଗି ରହିଛି। ଏଣେ ଘଡ଼ଘଡ଼ି ବିଜୁଳି ବି ମାରୁଛି। ଏହାଦ୍ବାରା ଜନଜୀବନ ପ୍ରଭାବିତ ହୋଇଛି। କଟକ ସହରର…
ଦଧୀଚିଙ୍କ ମହାଦାନ
ପାଣ୍ଡବମାନଙ୍କ ବନବାସ କାଳରେ ଦିନେ ମହାମୁନି ମାର୍କଣ୍ଡେୟ ତାଙ୍କ ଆଶ୍ରମରେ ପହଁଚିଲେ l ଯୁଧିଷ୍ଠିର ମୁନିଙ୍କୁ ଦେଖି, ଅତି ଆନନ୍ଦରେ ଆଶ୍ରମକୁ ପାଛୋଟି ନେଲେ l ତାଙ୍କ ପଦ ସେବାକରି, ଯୁଧିଷ୍ଟିର କହିଲେ, ଆପଣ ଆସିଲେ ଖୁବ୍ ଭଲ ହେଲା l ଏଠାରେ ଆଉ ଆମକୁ ଭଲ ଲାଗୁ ନାହିଁ l ଚାଲନ୍ତୁ ଆପଣଙ୍କ…
ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଆନନ୍ଦ ଯୋଗ କର୍ମଶାଳା ଆୟୋଜିତ
ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱର ଗୌତମ ନଗରରେ ଅବସ୍ତିତ ଶ୍ରୀ ଶ୍ରୀ ନିଗମାନନ୍ଦ ସାରସ୍ୱତ ଆଶ୍ରମ ଠାରେ ୧୦ ମାର୍ଚ୍ଚ ୨୦୨୪ ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏକ ଦିବସିୟ ଯୋଗ କର୍ମଶାଳାର ଆୟୋଜନ ହୋଇଥିଲା | ଏହି କର୍ମଶାଳାକୁ "ଆନନ୍ଦ ଯୋଗ" କୁହାଯାଉଥିଲା |
ଯୋଗ…
ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ…
ଯାଜପୁର : କଳିଙ୍ଗ ନଗର ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଶ୍ଟିଲ କାରଖାନା ରେ ଷ୍ଟେନ୍ ଲେସ୍ ଶ୍ଟିଲ ମେକିଂଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ସଂବନ୍ଧୀୟ କର୍ମଶାଳା ଆୟୋଜନ କରିଥିଲେ।
କର୍ମଶାଳା ର ଆରମ୍ଭ ରେ ଜିନ୍ଦଲ ଷ୍ଟେନ୍ ଲେସ୍…
ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ।
କେନ୍ଦ୍ରାପଡା: କେନ୍ଦ୍ରାପଡା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ୍ ମାଛ ଧରୁଥିବା ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି। ବନ ବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବାବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି। ଗହୀରମଥା ସାମୁଦ୍ରିକ…