Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରମ ମନ୍ତ୍ରୀଙ୍କ ଅଚାନକ ସମ୍ବଲପୁର ଓ ହୀରାକୁଦ ସ୍ଥିତ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ !!
ସମ୍ବଲପୁର : ଆଜି ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅଚାନକ ସମ୍ବଲପୁର ଓ ହୀରାକୁଦ ସ୍ଥିତ ଇ.ଏସ.ଆଇ ହସ୍ପିଟାଲର ପରିଦର୍ଶନ କରି ତଦାରଖ କରିଥିଲେ,ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ଅପେକ୍ଷାରତ ହେଉଥିବା ଶ୍ରମିକ ମାନଙ୍କ ଯେପରି ଅସୁବିଧା ନ ହୁଏ ତା ଉପରେ ଗୁରୁତ୍ୟ…
ସୁନ୍ଦରଗଡ଼ ଓ ରାଉରକେଲାରେ ଆୟକର ଚଢ଼ଉ
ସୁନ୍ଦରଗଡ଼: ଆୟକର ବିଭାଗ ତରଫରୁ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ବ୍ୟବସାୟିକ ସଂସ୍ଥା, ଦୋକାନ, କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ଉ କରାଯାଇଛି। ବୁଧବାର ସକାଳୁ ଆୟକର ବିଭାଗର ଏକାଧିକ ଟିମ୍ ଶ୍ରୀ ଜୟସ୍ବାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ଉ କରି ତଲାସି ଜାରି…
ଡିସେମ୍ବର ୧୨ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ
ଭୁବନେଶ୍ୱର: ଗତ ଦୁଇ ଦିନ ମଧ୍ୟରେ ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହୋଇଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ଫସଲ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଖରିଫ୍ ଫସଲ ଏବଂ ଉଦ୍ୟାନ କୃଷି ଫସଲ…
ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା
ଆଇଜଲ୍: ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍ପିଏମ୍) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ…
ସାଂସଦ ପଦରୁ ଇସ୍ତଫା ଦେଲେ ବିଜେପିର ୧୦ ନିର୍ବାଚିତ ବିଧାୟକ
ଡେସ୍କ: ସଦ୍ୟତମ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୧୦ ଜଣ ସାଂସଦ ଇସ୍ତଫା ଦେଇଛନ୍ତି। ସେହି ସାଂସଦ ମାନେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ସାଂସଦ ବିଜେପି ଦଳର ଅଟନ୍ତି।…
ପୂଜାଷ୍ପଦ ହେଲା ଗୋଷ୍ପଦ ପୁଷ୍କର
ଭଗବାନ୍ ବିଷ୍ଣୁଙ୍କ ବରାହ ଅବତାର ବେଳର କଥା l ନିଜ ବଡ଼ପଣକୁ ନେଇ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଭଗବାନ ବରାହଙ୍କ ମଧ୍ୟରେ କନ୍ଦଳ ଲାଗିଲା l ଏହି କଳହର ବିଚାରପାଇଁ ଉଭୟେ ଭଗବାନ୍ ଶଙ୍କରଙ୍କୁ ମଧ୍ୟସ୍ଥି ରଖିଲେ l ବିଚାରରେ ଶଙ୍କର ଗୋଟିଏ ସର୍ତ୍ତ ରଖି କହିଲେ,ମୋ ପାଦଠାରୁ ମସ୍ତକ…
ପୁରୁଷୋତ୍ତମ ଜଗନ୍ନାଥ
ପୁରୁଷୋତ୍ତମ ଜଗନ୍ନାଥ l
ସୃଷ୍ଟି ତୁ କରୁ ଆତଜାତ ll
ହେ ପ୍ରଭୁ ଜଗତର ପତି l
ଅଟୁ ତୁ ଜଗତର ଗତି ll
ତୁ ଅଟୁ ପ୍ରଭୁ ସର୍ବେଶ୍ୱର l
ଉତ୍ପତ୍ତି କାରଣ ବିଶ୍ୱର ll
ହେ ପ୍ରଭୁ ପରମ ପୁରୁଷ l
ପରମଧାମ ତୋର ବାସ ll
ଶାଶ୍ୱତ ଦିବ୍ୟ ରୂପ ତୋର l
ତୁ ଅଟୁ ଅଜନ୍ମା ଅମର ll
ତୁ ଅଟୁ ପ୍ରଭୁ…
Dr. Agarwal of Kolkata speaks on Lifestyle medicine at National Police Headquarter of Philippines.
Dr. Suresh Kumar Agarwal, President of International Institute of Lifestyle Medicine, Kolkata spoke on Lifestyle medicine for the senior officers of Philippines National Police at their Headquarter in Manila on 22nd November 2023, which was…
ବର୍ଷା,ବଜ୍ରପାତ ପାଇଁ ଏହି ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ଭୀଷଣ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ପାଗ କୋହଲା ରହିଛି। ମଙ୍ଗଳବାର ପାଇଁ ରାଜ୍ୟର କେତେକ ସ୍ଥାନରେ ବର୍ଷା,ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ରାୟଗଡାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ…