Browsing Category

ଓଡିଶା

ନିଆରା ଢଙ୍ଗରେ ଗୁରୁଦିବସ ପାଳିତ

ନୟାଗଡ଼ (୫/୯): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଆଜି ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଛି।ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ଗୋପାଳ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଭାବରେ ମନୋଜିନୀ ସେନାପତି…

ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ଶୋକ: ପ୍ରଧାନମନ୍ତ୍ରୀ ମୋଦୀ ଓ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଲକାତା: ବିବେକାନନ୍ଦ କେନ୍ଦ୍ର (କନ୍ୟାକୁମାରୀ)ର ପୂର୍ବତନ ଅଖିଳ ଭାରତୀୟ ଅଧ୍ୟକ୍ଷ ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ବାଲକୃଷ୍ଣନଙ୍କ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ସମାଜସେବା ଓ ଉତ୍ତର-ପୂର୍ବ ଭାରତ…

ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ଗିରଫ ହେଲେ ତତକାଳୀନ କ୍ୟାସିୟର ।

ଗଜପତି 4/9(ମନୋଜ ପାଢ଼ୀ):ଆଇସିଆଇସିଆଇ ବ୍ୟାଙ୍କରେ ୩୧ ଲକ୍ଷ ଠକେଇ ମାମଲାରେ 6 ବର୍ଷ ପରେ ତତକାଳୀନ କ୍ୟାସିୟରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ଶାଖାରୁ ୩୧ ଲକ୍ଷ ଟଙ୍କାର ବଡ଼ ଠକେଇ ହୋଇଥିଲା । ଏହି ଠକେଇ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ ।

ଗଜପତି,4.9(ମନୋଜ ପାଢୀ):- ଆର୍ଥିକ ଅନିୟମିତତା ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ଦାୟର ହୋଇଥିବା କେସ୍ ନଂ-୦୨/୨୦୨୬ର ଅଧିକ ତଦନ୍ତ କରି ଆଜି ତା.୦୪.୦୯.୨୦୨୬ରେ ପୋଲିସ କାଳୀ ପ୍ରସାଦ ପଣ୍ଡିତ (୫୪), ଭିକ୍ଟୋରୀ କଲୋନୀ, ପାରଳାଖେମୁଣ୍ଡି, ଅଶୋକ କୁମାର ମହାରଣା (୩୭), ରାଜଦାଣ୍ଡ ସାହି,…

ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ବେଳେ ଗଜପତିରେ ଜଳାଭାବ

ଗଜପତି, 4/9(ମନୋଜ ପାଢ଼ୀ):ପ୍ରବଳ ବର୍ଷାରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ବି୍ପତ୍ତି ଦେଖା ଦେଇଥିବା ବେଳେ ଗଜପତିରେ ଜଳାଭାବ ଦେଖା ଦେଇଛି । ଗଜପତି ଜିଲ୍ଲାର ସମ୍ବଲପୁର ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ଯାଜପୁର ଗ୍ରାମରେ ବର୍ତ୍ତମାନ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି. ଏହି…

ନିଟ ପରୀକ୍ଷାରେ 21 ତମ ରାଙ୍କ୍ ହାସଲ କରିଥିବା ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ସହାୟତାର ହାତ…

ଗଜପତି, 4/9(ମନୋଜ ପାଢ଼ୀ):ଚଳିତ ନିଟ ପରୀକ୍ଷାରେ 21 ତମ ରାଙ୍କ ହାସଲ କରିଥିବା ଗଜପତି ଜିଲ୍ଲାର ଗରିବ ଚାଷୀ ପୁଅ କାଂହୁଙ୍କୁ ଡାକ୍ତରୀ ପାଠ ପଢିବା ପାଇଁ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସହାୟତାର ହାତ ବଢ଼ାଇଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗରିବୀ ଚାଷୀ କୂଳର ପୁଅ କାଂହୁ…

ପରିଚ୍ଛା ମଠରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।

ଗଜପତି,୪.୯(ମନୋଜ ପାଢ଼ୀ):- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିଚ୍ଛା ମଠରେ ମହାଆଡମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ନିକଟସ୍ଥ ମା’ ଫୁଲସୁନ୍ଦରୀ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ…

ସେଞ୍ଚୁରିଅନ୍ ୟୁନିଭରରସିଟିରେ କୌଶଳ ଓ କୃଷି ମେଳା ।

ଗଜପତି, ୪.୯(ମନୋଜ ପାଢ଼ୀ) :- ଦକ୍ଷିଣ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶ, ରୋଜଗାର ସୁଯୋଗ ଓ କୃଷି କ୍ଷେତ୍ରର ଆଧୁନିକୀକରଣକୁ ଗୁରୁତ୍ୱ ଦେଇ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଶଳ ଓ କୃଷି ମେଳା ଆୟୋଜିତ ହୋଇଛି। ସିୟୁଟିଏମ୍ କ୍ୟାମ୍ପସ୍‌ରେ…