Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ପାଇଁ ନିର୍ବାଚନ ଘୋଷଣା।
ବି. ବି. ନିୟୁଜ : ଆଜି ଘୋଷଣା ହେବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ। ଆଉ କିଛି ସମୟ ପରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ହେବ ନିର୍ବାଚନ । ପ୍ରେସମିଟ୍ କରି ଘୋଷଣା…
ରତନପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର
ବ୍ରହ୍ମପୁର : ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ଲୋହରାଖଣ୍ଡି ନଦୀ ହିଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସୋମନାଥପଲ୍ଲୀର ପ୍ରତାପ ଦାସ ଜଣେ ଟ୍ରାକ୍ଟର୍ ଚାଳକ ଅଟନ୍ତି। ଆଜି ସଂକ୍ରାନ୍ତି ଛୁଟି ଥିବାରୁ…
୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ ଜାରି କଲା ବିଜେଡି
ଭୁବନେଶ୍ଵର : ବିଜେଡିରୁ ନିଲମ୍ବିତ ହୋଇଥିବା ଚମ୍ପୁଆ ବିଧାୟକ ସନା ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିଜେଡି ପକ୍ଷରୁ ନୋଟିସ ଜାରି। ଏନେଇ ୨ ନିଲମ୍ବିତ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିବା ନେଇ ସୂଚନା ଦେଲେ ଗୌତମ ବୁଦ୍ଧ ଦାସ। ନୋଟିସରେ ଉଲ୍ଲେଖ କରାଯାଇଛି ଯେ…
କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ : ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ
କରଞ୍ଜିଆ : କରଞ୍ଜିଆ ବ୍ଲକ ବଳା ଓ ତାଟୋ ପଞ୍ଚାୟତରେ ଆଜି ଅପରାହ୍ନ ୪ଟାରେ ଘୁର୍ଣ୍ଣିଝଡ ପ୍ରବଳ କୁଆପଥର ବର୍ଷାହେବା ଫଳରେ ଆକଳନ ବହିର୍ଭୁତ କ୍ଷତି ହେବା ସହ ୨ମୃତ, ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଜଣାଯାଇଛି। ଅପରାହ୍ନ ୪ଟାରେ ବଳା ପଞ୍ଚାୟତର ଡୁମୁରିଆ ଗ୍ରାମରେ ଚକାଭଉଁରୀ ଖେଳି…
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
ପୁରୀ : ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍। ରବିବାର ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ଭକ୍ତ। ବଲ୍ଲଭ ନୀତି ପାଇଁ ଏକ ଘଣ୍ଟା ବନ୍ଦ ରହିଥିଲା ଦର୍ଶନ। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ ଶ୍ରଦ୍ଧାଳୁ। ଭିଡକୁ ଦୃଷ୍ଟିରେ ରଖି…
ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତି ବନ୍ଦ : ଗଠନ ହେବ ‘ଜିଲ୍ଲା ଟାସ୍କ ଫୋର୍ସ’
ଭୁବନେଶ୍ୱର : ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରିବେ ନାହିଁ ଶିଶୁ। ଟ୍ରାଫିକ୍ ଛକ ହେଉ ଅବା ରାସ୍ତାକଡ଼ ଶିଶିମାନଙ୍କୁ ଭିକ୍ଷା ବୃତ୍ତି କରିବାକୁ ଦିଆଯିବନାହିଁ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ OSCPCR ଜାରିକଲା ନିର୍ଦ୍ଦେଶନାମା। ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ…
ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ : କାରଣ ଦର୍ଶା ନୋଟିସ ଜାରୀ କଲା ଦଳ
ଭୁବନେଶ୍ବର : ଓଡିଶାର ରାଜ୍ୟସଭା ନିର୍ବାଚନ ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। କିଏ ବିକ୍ରି ହେବ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କଂଗ୍ରେସର ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ପତ୍ତା ମିଳୁ ନାହିଁ। ଦୁଇଦିନ ଧରି ଦଳ ତରଫରୁ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁ…
ପଦ୍ମଶ୍ରୀ ପ୍ରଫେସର ହର୍ମାନ କୁଲ୍କେଙ୍କ ସ୍ମୃତିସଭା
ଭୁବନେଶ୍ୱର : ପ୍ରାକ ଔପନିବେଶିକ ଭାବେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ଇତିହାସ, ପ୍ରାରମ୍ଭିକ ରାଜ୍ୟ ଗଠନ ଏବଂ ଇତିହାସ ଲିଖନ, ଓଡ଼ିଶା ଉପରେ ଗୁରୁତ୍ୱ ସହିତ ଭାରତର ଆଞ୍ଚଳିକ ସଂସ୍କୃତି; ଦକ୍ଷିଣପୂର୍ବ ଏସିଆ ଏବଂ ଭାରତ ମହାସାଗର ଉପରେ ଅଧ୍ୟୟନ ଜାରି ରଖିବାରେ ପଦ୍ମଶ୍ରୀ ପ୍ରଫେସର…
PNG ସଂଯୋଗ ଥିଲେ ମିଳିବ ନାହିଁ LPG,
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ସଙ୍କଟ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରାମ ହେବାର କୌଣସି ଆଶା ନାହିଁ। ଏହା ଦେଶରେ LPG ସଙ୍କଟକୁ ଆହୁରି ବୃଦ୍ଧି କରିଛି। ଫଳସ୍ୱରୂପ, ଦେଶର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ମେନୁ ହ୍ରାସ କରିଛନ୍ତି ଏବଂ…
ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼
ସିଓଲ : ଇରାନ୍ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼ କରିଛି। ଉ. କୋରିଆ ଛାଡିଥିବା ଏହି ୧୦ ବାଲିଷ୍ଟିକ୍ ମିଶାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ବାହାରେ ମାଡ଼ ହୋଇଛି। ବର୍ତ୍ତମାନ…