Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଲାଙ୍ଗିର ଜିଲ୍ଲା କାରାଗାରରେ କଏଦୀ ମୃତ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କାରାଗାର। ହାଇ ସିକ୍ୟୁରିଟି ଜୋନରେ ରହୁଛନ୍ତି ହାର୍ଡକୋର କ୍ରିମିନାଲ । ୨୪ ଘଣ୍ଟିଆ ପ୍ରହରା। ଏତେ ସବୁ ସତ୍ୱେ ଜଣେ କଏଦୀଙ୍କ ଜୀବନ ଚାଲିଗଲା, କେହି ଜାଣିପାରିଲେ ନାହିଁ। ଜେଲ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆତ୍ମହତ୍ୟା। ପରିବାର କିନ୍ତୁ ଅଭିଯୋଗ କରିଛନ୍ତି…
ଆଜି ୪ଟାରେ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଭାରତୀୟ ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବେ। ନିର୍ବାଚନ କମିଶନ ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ…
ଘୋଡା ବେପାର ପ୍ରୟାସ, ବିରୋଧୀ ଦଳ ନେତାଙ୍କ ଦୃଷ୍ଟିକୋଣରେ ବିଜେଡି ବିଧାୟକଙ୍କ କୌଣସି ମୂଲ୍ୟ ନାହିଁ
ଆଗାମୀ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) "ଘୋଡା ବେପାର" କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଏପରି କାର୍ଯ୍ୟ ଗଣତାନ୍ତ୍ରିକ ନୀତିକୁ ଦୁର୍ବଳ କରିପାରେ।ବିଜୁ…
କ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସତର୍କକଲା ପାଣି ପାଗ ବିଭାଗ
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨୪ ଘଣ୍ଟା ପରେ କିଛି ଅଞ୍ଚଳରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। କାରଣ ଉତ୍ତର-ପୂର୍ବ ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଛତିଶଗଡ ଉପରେ…
ପାରାଦୀପ ଗଲେ ବିଜେପି ବିଧାୟକ
ଭୁବନେଶ୍ଵର : ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। ଭୋଟ ନାକଚ ଭୟ। ଏହାରି ଭିତରେ ବିଜେପି ବିଧାୟକ ଯାଇଛନ୍ତି ପାରାଦୀପ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଯାଇଛନ୍ତି। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ ତାର ଟ୍ରେନିଂ…
ଘୋଡା ବେପାର କରୁଛି ବିଜେପି : ନବୀନ
ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ। ଏହାରି ମଧ୍ୟରେରାଜ୍ୟସଭା ନିର୍ବାଚନକୁ ନେଇ ଆଜି ଏକ ବଡ ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଜେପି ଘୋଡ଼ା ବେପାର କରୁଛି। ବିଜେପି ପ୍ରାର୍ଥୀମାନେ ଘୋଡ଼ା ବେପାର ଚେଷ୍ଟା ଜାରି…
କପି ରୋକିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି।
ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ କପି ରୋକିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଛାତ୍ର ପରୀକ୍ଷା ସମୟରେ କପି କରନ୍ତି, ତେବେ ସମ୍ପୃକ୍ତ ବିଷୟରେ ତାଙ୍କର ଫଳାଫଳ ବାତିଲ ହୋଇଯିବ। ଏହା…
ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ୍ । ସେ କହିଛନ୍ତି, କଂଗ୍ରେସର ଅବସ୍ଥା ପାଇଁ ବିଜେଡି ଦାୟୀ , ଏଥିସହ ଏ ନେଇ ଆମ ସହ କୌଣସି ଆଲୋଚନା କରିନାହାନ୍ତି ଆଗରୁ ମଧ୍ୟ ନୂଆପଡା ଇଲେକ୍ସନ ସମୟରେ…
ଓଡିଶା ସରକାର ସର୍ବ ପ୍ରଥମେ ଲ୍ଉଡି କୁ ଲୋକଳା ର ମାନ୍ୟତା ଦେବାକୁ ଅଲ ଓଡିଶା ଗୋପାଳ ସମାଜର ଦାବି
ବି.ବି.ନିୟୁଜ : ଆମ ସଂସ୍କୃତି ଏକ ପ୍ରାଚିନ୍ ଓ ଶ୍ରେଷ୍ଠ ସଂସ୍କୃତି ,ଗୋପାଳ (ଯାଦବ)ମାନଙ୍କ କଳା ଓ ସଂସ୍କୃତି ମହାଭାରତ ଯୁଗର ଭଗବାନ ଶ୍ରୀକୃଷ୍ଣ ଗୋପପୁର୍ରେ ସୁଦାମ, ସୁବଲ୍ ,ସୁଦାମ,ମଧୁ ମଙ୍ଗଳ ପ୍ରଭୁତି ସାଥି ମାନଙ୍କୁ ଧରି ଦୁଇଟି ବାଡ଼ି ସାହାୟ୍ଯ ରେ ଲଉଦି ଖେଳୁ ଥିଲେ ,
ଏହା…
ରିଆମାଳ ବ୍ଲକ ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଗିରଫ
ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଗାଁ ନିକଟସ୍ଥ ଏକ ପାଣିଟାଙ୍କି ଉପରେ ଲୁଚିଥିଲା। ଖବର ପାଇ ଘଟଣା ସ୍ଥଳକୁ ପୁଲିସ୍ ଓ ଦମକଳବାହିନୀ…