Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅରୁଣ ଦେ ଆଜୀବନ ଗରୀବ ଏବଂ ସାଧାରଣ ମଣିଷଙ୍କ ପାଇଁ ସଂଗ୍ରାମ କରୁଥିଲେ
ବାଲେଶ୍ଵର, ୩୦/୦୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବିଶିଷ୍ଟ ରାଜନେତା ତଥା ୫ଥର ବିଧାୟକ ହୋଇଥିବା ଅରୁଣ ଦେଙ୍କର ୮୦ତମ ଜୟନ୍ତୀ ସ୍ମୃତି ପରିଷଦ ଆନୁକୁଲ୍ୟରେ ପାଳିତ ହୋଇଯାଇଛି।
ଏହି ଅବସରରେ ମଲ୍ଲିକାଶପୁରସ୍ଥିତ ତାଙ୍କ ବାସଭବନ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ ପିତା…
ରାୟଗଡ଼ା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାୟଗଡ଼ା : ରାୟଗଡ଼ା ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- ୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା…
ମହାନଦୀ ଟ୍ରିବ୍ୟୁନାଲର ଆସନ୍ତାକାଲି ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର : ଆସନ୍ତାକାଲି ହେବ ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି। ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ଏବେ ମାମଲା ଆଗକୁ ବଢୁଛି। ପ୍ରତି ମାସରେ ୨ରୁ ୩ଥର ଶୁଣାଣି ହେଉଛି। ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀ ଙ୍କ ସାକ୍ଷ ଗ୍ରହଣ ହୋଇଥିଲା। ଓଡିଶାର…
ପୁଣି ସରକାର ଦେଖାଇଲେ ମେଟ୍ରୋ ସ୍ୱପ୍ନ : ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ।
ଭୁବନେଶ୍ୱର : ପୁଣି ସରକାର ଦେଖାଇଲେ ମେଟ୍ରୋ ସ୍ୱପ୍ନ। ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ। ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ଆମେ ମେଟ୍ରୋ ବିରୋଧରେ ନାହୁଁ ମେଟ୍ରୋ କରିବାକୁ ସରକାର…
ମେ ୧ ତାରିଖରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି।
ନୂଆଦିଲ୍ଲୀ,: ମେ ୧ ତାରିଖରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏଗୁଡ଼ିକ ଆପଣଙ୍କ ଘରର ରୋଷେଇ ଘର, ଯାତ୍ରା ଏବଂ ମୋବାଇଲ ଗେମିଂ ଉପରେ ସିଧାସଳଖ ପ୍ରଭାବ ପକାଇବ।
ପ୍ରତି ମାସର ୧ ତାରିଖରେ, ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଘରୋଇ ଏବଂ ବାଣିଜ୍ୟିକ LPG…
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ କରୁଥିବା ବେଳେ POLIQ ୨୦୨୧ ନିର୍ବାଚନ ତୁଳନାରେ ଭାଜପା ଆହୁରି କମ ଆସନ ମିଳିବ ବୋଲି ପୂର୍ବାନୁମାନ…
EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍।
ନୂଆଦିଲ୍ଲୀ : EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। EPF ପେନସନ୍ ହଜାରେରୁ ବଢ଼ି ହେଇପାରେ ୭୫୦୦ ଟଙ୍କା। ଏବେ ଇପିଏଫ୍ ରେ ପେନସନ୍ ୧୦୦୦ ଟଙ୍କା ଥିବା ବେଳେ ତାହା ୭.୫ ଗୁଣା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ଯଦି, ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ ତାହେଲେ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍…
କୁଆପଥର ମାଡରେ ଭାଙ୍ଗିଲା ଘରଦ୍ବାର : ଉଡିଲା ଟିଣ ଆଜବେଷ୍ଟସ୍
ସୁବର୍ଣ୍ଣପୁର : କୁଆପଥର ମାଡ଼ରେ ଭାଙ୍ଗିଲା ଘରଦ୍ୱାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ ପ୍ରବଳ କୁଆପଥର ମାଡ଼ର ଖବର ଆସିଛି। ବିନିକା ତହସିଲ ଅନ୍ତର୍ଗତ ଘୋଡାଧାର, ସଂସାମୁରା, ପଣ୍ଡକିଟାଲ ଆଦି ବିଭିନ୍ନ ଗାଁରେ କୁଆପଥର ମାଡ଼ ହୋଇଛି। ଘୋଡାଧାର ଗାଁରେ ଶତାଧିକ ଲୋକଙ୍କ ଘର ଭାଙ୍ଗିଛି।…
ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ସତର୍କ ସୂଚନା ଜାରି।
ଭୁବନେଶ୍ୱର : ସାରା ରାଜ୍ୟକୁ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ। ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ପବନ ସହ ଘଡ଼ଘଡ଼ି ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ସବୁ ଜିଲ୍ଲାକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…
ଇଗ୍ନୋ, ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ଵାରା କ୍ୟାମ୍ପସ୍ ପ୍ଲେସମେଣ୍ଟ ଡ୍ରାଇଭ୍ ଆୟୋଜିତ
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର, ଆରସି ରାଇରଙ୍ଗପୁର ଏବଂ ଟ୍ରେନଗୁରୁ ଏଜୁକେୟାର ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ୩୦ ଏପ୍ରିଲ ୨୦୨୬ ରେ ଭୁବନେଶ୍ୱରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ…