Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ ।
ଗଜପତି, 28/6(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଚୋରା ମଦ କାରବାରକୁ ଜିଲ୍ଲାରୁ ସମ୍ପୂର୍ଣ ବିଲୋପ ପାଇଁ ସମଗ୍ର ଜିଲ୍ଲାରେ ଅବକାରୀ ଚଢଉ ଲଗାତାର ଭାବେ ଜାରି ରହିଛି । ଗତକାଲି ଓ ଆଜି ପାରଳାଖେମୁଣ୍ଡି ସଦର ଓ ଭ୍ରାମ୍ୟମାଣ ଅବକାରୀ…
ଜୟପୁର ର ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁୂର ମହାରାଜା ଶ୍ରୀ ଶ୍ରୀ ବିକ୍ରମ ଦେବବର୍ମା ଙ୍କ ୧୫୮ ତମ ଜୟନ୍ତୀ ପାଳିତ।
ଜୟପୁର,(ଏ.ଭେଙ୍କଟ ରାଓ) ୨୮।୬: ଶ୍ରୀ ବିକ୍ରମ କଳା ଏବଂ ଚାରୁକଳା ବିଦ୍ୟାଳୟଠାରେ ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା। ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମା ଙ୍କ ଜୟନ୍ତୀ ରେ ସ୍ଥାନୀୟ ଶ୍ରୀ ବିକ୍ରମ ଦେବ ଚାରୁକଳା…
ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା
ମାଲକାନଗିରି : ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା। ଆନ୍ଦ୍ର ଓଡିଶା ସୀମାନ୍ତ ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଦ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି ( AOBSZC ) କମିଟି ର ହୋଇଥିବା ସୂଚନା ଦେଲେ ମାଲକାନଗିରି ଏସିପି ।ଜବତ…
ସେସଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ସେସଲ୍ସ ଗସ୍ତରେ ଥିବା ବେଳେ ରାଜଧାନୀ ଭିକ୍ଟୋରିଆସ୍ଥିତ ଜାତୀୟ ବଟାନିକାଲ ଗାର୍ଡେନକୁ ଯାଇ ସେଠାରେ ଥିବା କଇଁଛଗୁଡ଼ିକୁ ଖାଇବାକୁ ଦେଇଛନ୍ତି। ଭାରତ ଓ ସେସଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ଅବସରରେ…
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା : ଇରାନ ଉପରେ ଆମେରିକାର ଆକ୍ରମଣ,ବାହାରିନ୍ ଉପରେ ରାଗ ଶୁଝାଇଲା ଇରାନ : ଇରାନ ଉପରେ…
ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ଭଳି ପ୍ରତୀୟମାନ ହେଉଛି। ଶାନ୍ତି ଚୁକ୍ତି ସ୍ବାରକ୍ଷିତ ହେବା ସତ୍ତ୍ବେ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ଶନିବାର ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ ରଖାଯାଇଥିବା…
ଡେଡ୍ଲାଇନ୍ ପରେ ବି ଶେଷ ହୋଇନି ଏସ୍ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ
କଟକ: କଟକ ଏସ୍ସିବି ମେଡିକାଲର ବହୁ ପ୍ରତୀକ୍ଷିତ ନୂଆ କ୍ଲିନିକାଲ ୟୁନିଟ୍ ବିଲ୍ଡିଂର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନାହିଁ। ଚଳିତ ବର୍ଷ ଜୁନ୍ ସୁଦ୍ଧା ପ୍ରକଳ୍ପକୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେହି ଲକ୍ଷ୍ୟ ପୂରଣ…
‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟରେ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିର ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ସମବାୟ ଭିତ୍ତିକ ଗତିଶୀଳ ପ୍ଲାଟଫର୍ମ ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କରିଛନ୍ତି। ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ…
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି
ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଡାଇଭର୍ସନ, ସୁରକ୍ଷିତ ଯାତାୟାତ ଓ ନିର୍ଦ୍ଧାରିତ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର, ବ୍ରହ୍ମଗିରି…
ନିଜ ବିଭାଗରୁ ସବ୍ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ…