ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ

ଭୁବନେଶ୍ଵର : ପୂର୍ବତନ ସାଂସଦଙ୍କ ପୁଅ କହି ଠକେଇ। ଏଭଳି ହାଇ ପ୍ରୋଫାଇଲ ଠକକୁ  ଗିରଫ କରିଛି ଭୁବନେଶ୍ଵର ଇନ୍‌ଫୋସିଟି ପୋଲିସ। ଲୋକଙ୍କୁ ପୂର୍ବତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ କରୁଥିଲେ। କାର୍ ସର୍ଭିସ କମ୍ପାନୀ ନାମରେ ୫କୋଟି ଠକେଇ ତାଙ୍କ ନାଁରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତକୁ ନେପାଳ ଓ ପଶ୍ଚିମବଙ୍କ ସୀମାରୁ ଗିରଫ କରିଛି  ପୋଲିସ।। ଏହି ଘଟଣାରେ ଅଭିଯୁକ୍ତ ଜଣକ ରାଜ୍ୟ ବାହାର ଠକେଇ ନେଇ ମଧ୍ୟ ଅଧିକ ଯାଞ୍ଚ କରୁଛି ପୋଲିସ।

Comments are closed.