Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ
ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି କଟକର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ସହିତ ସେ ପଦ୍ମ ଧରିଛନ୍ତି। ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ଟୋପି…
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପାଟ୍ରୋଲିଂ ସମୟରେ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରୁ ଏକ ରୂପା ରଙ୍ଗର ଭେଣ୍ଟୋ କାର୍ ସହ ପ୍ରାୟ ୩୬.୮୧୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ବୁଗୁଡ଼ା ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ କୁମାର…
“Yoga is 90% Off the Mat” — Dr. S. K. Agarwal
Kolkata (10/7): A thought-provoking and highly interactive session on “Yoga off the Mat” was conducted by Dr. Suresh Kumar Agarwal, President of Pragyan Foundation, at Abanindra Sabhaghar, Rabindra Sadan Complex, Kolkata. The programme was…
ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ
ନୂଆଦିଲ୍ଲୀ: ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ଭିତରେ ମତଭେଦ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। ରାଜ୍ୟର ପ୍ରମୁଖ ଦଳ ଡିଏମକେ, ଜାତୀୟ ସ୍ତରରେ ଭାରତୀୟ ଜନତା ପାର୍ଟି (ବିଜେପି) ବିରୁଦ୍ଧରେ ଡିଏମକେ ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ଟିଭିକେକୁ ଏକତ୍ର କରିବା ପାଇଁ ଏହାର ଦୀର୍ଘକାଳୀନ…
ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ସୂଚନା ଦେଇଛି। ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି…
ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ
ନୂଆଦିଲ୍ଲୀ/ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଦକ୍ଷିଣ ଓଡ଼ିଶାର ଶିଳ୍ପ ଓ ସାଂସ୍କୃତିକ ପ୍ରଗତିକୁ ଆହୁରି ବେଗବାନ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ…
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ଆରମ୍ଭ: ଡକ୍ଟର ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ
ଭୁବନେଶ୍ୱର, ୧୨/୦୭(କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ସଂସ୍କୃତି ସମାରୋହର ଆବାହନରେ ଆଜି ସନ୍ଧ୍ୟାରେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବର ଆୟୋଜନ ସକାଶେ ସମ୍ପାଦକ ପ୍ରଣବ ଛୋଟରାୟ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି।
ବୈଠକରେ ସଭାପତି ଡ଼କ୍ଟର ଫନୀ ମହାନ୍ତି ଯୋଗଦେଇ ବିଗତ ବର୍ଷ…
ଲୋକାର୍ପିତ ହେଲା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଉପନ୍ୟାସ ‘ଖୋଳପା’ : ଲେଖାରେ ପାଠକ ନିଜକୁ ପାଇବା…
ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଲେଖକର ଲେଖାରେ ପାଠକ ନିଜକୁ ଖୋଜି ପାଇବା ହେଉଛି ଭଲ ଲେଖାର ଆଉ ଏକ ଆଲୋକିତ ବୈଶିଷ୍ଟ୍ୟ ଏବଂ ଏହାର ବିସ୍ତାରିତ ଦିଗଟି ହେଉଛି ସେଇ ଲେଖାର ବିଭବ। ଏ ଧରଣର ଲେଖା ଲେଖକର ପ୍ରତିବିମ୍ବିତ ବ୍ୟକ୍ତିତ୍ଵର ଆଉ ଗୋଟିଏ ଦିଗକୁ ଉନ୍ମୋଚନ କରିଥାଏ ବୋଲି…
ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ କବିତା ପାଠ କଲେ ବାଲେଶ୍ଵରର ୨୦ କବି
ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗତକାଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ବାଲେଶ୍ଵରର ନିମନ୍ତ୍ରିତ କବିମାନେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।…
ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ବିଶ୍ୱ ଜନସଂଖ୍ୟା ଦିବସ : ପରିବେଶ ସୁରକ୍ଷା, ମାନବୀୟ ମୂଲ୍ୟବୋଧ ଏବଂ…
ଭୁବନେଶ୍ୱର, ୧୨/୭(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାର୍କ ଆଉଟରିଚ୍ ବିଲ୍ଡିଂ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ପପୁଲେସନ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ‘ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ…