Browsing Category

ଓଡିଶା

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

ଯାଜପୁର: ଜନକୈନ୍ଦ୍ରିକ ପୋଲିସ୍ ସେବାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଡିଜିଟାଲ୍ ନବସୃଜନକୁ ଆପଣେଇବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ, ଯାଜପୁର ପୋଲିସ୍ ପକ୍ଷରୁ ଆଜି ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ ହୋଇଛି। ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସହଜ ଉପଲବ୍ଧତା,…

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ : ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ…

ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି…

ଅପରାହ୍ନ ପ୍ରବାସୀ ସାହିତ୍ୟ ମଞ୍ଚ ଓ ବିଶ୍ବାୟନ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।

ଖଡଗପୁର (୩୧/୩): ଗତ ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ବାୟନ ସାହିତ୍ଯ ସଂସଦ, ଖଡ଼ଗପୁର ଓ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର 'ଅପରାହ୍ଣ 'ର ପ୍ରବାସୀ ସାହିତ୍ଯ ମଞ୍ଚର ମିଳିତ ସହଯୋଗରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

‘ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଉନ୍ମୋଚିତ ହେଲା ନିବାରଣ ଜେନାଙ୍କ ଉପନ୍ୟାସ

ବାଲେଶ୍ଵର,୩୦/୩(କୃଷ୍ଣ କୁମାର ମହାନ୍ତି): ଅଙ୍ଗେ ନିଭାଇବା କଥା ଓ ଦେଖିଲା ଚାହିଁଲା କଥା ଭାବରେ ନିଜ ଗପ ଓ ଉପନ୍ୟାସକୁ ଦୁଇ ଭାଗରେ ବିଭକ୍ତ କରି ଓଡ଼ିଆ ସାହିତ୍ୟକୁ କଥା ରଚନାରେ ରୁଦ୍ଧିମନ୍ତ କରିଥିବା ନିବାରଣ ଜେନା ନିରବଚ୍ଛିନ୍ନ ଭାବରେ କଥା ସାହିତ ନୃତ୍ୟ ରଚନା କରି ତାଙ୍କର ଲେଖନୀକୁ…

ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ‘ପଖାଳ’କୁ ଜିଆଇ ମାନ୍ୟତା ପାଇଁ ଦାବି ଉଠାଇଲେ ବାଲେଶ୍ଵର ବାୟୁସେନା ସଂଗଠନ 

ବାଲେଶ୍ୱର,୩୦/୩(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ 'ପଖାଳ'କୁ ଜିଆଇ ମାନ୍ୟତା ପାଇଁ ବାଲେଶ୍ଵରରୁ ଉଠିଲା ଦାବି। ପୂର୍ବରୁ କଟକବାସୀ ଏବଂ ପରେ ଶ୍ରୀକ୍ଷେତ୍ର ପୁରୀରୁ ପଖାଳକୁ ଜିଆଇ ଟ୍ୟାଗ୍ ପାଇଁ ଦାବି ଉଠିଥିବା ବେଳେ ଏବେ ବାଲେଶ୍ଵରରୁ…

ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ ଆଜି

ପୁରୀ ୩୧/୦୩ : ଶ୍ରୀମନ୍ଦିର ନିବେଶ କମିଟି ବା ପୁଞ୍ଜି ବିନିଯୋଗ କମିଟି ବୈଠକ ଆଜି ପୂର୍ବାହ୍ଣ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ହୋଇଥିବା ଦୁଇଟି ସ୍ଥାୟୀ ଜମାର ମାଚ୍ୟୁରିଟି ତାରିଖ ରହିଛି । ପ୍ରାୟ ୫୯୨ କୋଟି ଟଙ୍କାର…

ନିଶିକାନ୍ତ ଦେଇଥିବା ବୟାନକୁ ନିନ୍ଦା କରି ବିଜେଡି ରାଜ୍ୟସଭାଠୁ ଆରମ୍ଭ କରି ରାଜରାସ୍ତାରେ କଡ଼ା ବିରୋଧ

ଭୁବନେଶ୍ବର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନ ଏବେ ରାଜନୀତିକ ଝଡ଼ ସୃଷ୍ଟି କରିଛି। ବିଜୁବାବୁଙ୍କ ସମ୍ପର୍କରେ ସଂସଦରେ ଆଲୋଚନାବେଳେ ଓ ପରେ ସୋସିଆଲ ମିଡିଆରେ ନିଶିକାନ୍ତ ଦେଇଥିବା ବୟାନକୁ ନିନ୍ଦା କରି ବିଜେଡି ରାଜ୍ୟସଭାଠୁ ଆରମ୍ଭ କରି…

ବିଜେପିରେ ମିଶିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ।

କେନ୍ଦୁଝର : ବିଜେପିରେ ସାମିଲ ହେଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପି ରାଜ୍ୟ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ବରଦାଙ୍କ ସହିତ ୮ ଜଣ କାଉନସିଲର ମଧ୍ୟ…

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ବରିଷ୍ଠ କିରାଣୀ

ଭୁବନେଶ୍ୱର : ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ସୋମବାର ଧରାପଡ଼ିଛନ୍ତି। ଖଣ୍ଡପଡା ଟ୍ରେଜେରୀ କାର୍ଯ୍ୟାଳୟର କିରାଣୀ ସରୋଜ କୁମାର ସାହୁଙ୍କୁ ମାଡି ବସିଲା ଭିଜିଲାନ୍ସ। ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ପେନସନ୍ କରାଇ ଦେବାକୁ ଲାଞ୍ଚ ନେଇଥିଲେ…