Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ
କଲ୍ୟାଣସିଂହପୁର,୧୩/୭ ରିପୋର୍ଟର - ଭି ଗୌରୀଶଙ୍କର ରାଓ ଟ୍ରାକ୍ଟର ରେ ଚାଷକାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ରାୟଗଡ଼ା କଳାହାଣ୍ଡି ସୀମାନ୍ତ ଅଞ୍ଚଳ ରେ ଘଟିଛି।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…
ପୋଡାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ।
କୋରାପୁଟର : (ବିପିନ କୁମାର ହିଆଲ )ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କୁଲଦୀପ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।…
ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ
ତେନ୍ତୁଳୀଖୁଣ୍ଟି (ଶେଖର ଖୁରା ): ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଆଜି ଗଠନ କରାଯାଇଛି।
ଏହି କାର୍ଯ୍ୟକ୍ରମ ପୂର୍ବତନ ପରିଚାଳନା କମିଟିର ସଭାପତି ଶ୍ରୀ ଶେଖର ଖୁରାଙ୍କ ସଭାପତିତ୍ୱରେ…
ଭାରତୀୟ ରେଳରେ ନୂଆ ଯୁଗ; ୧୭ରେ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ…
ଇଂଲଣ୍ଡକୁ ଭାରତ ୨୭୦ ରନରେ ପରାସ୍ତ କରିଛି ଭାରତୀୟ ମହିଳା ଦଳ
ନୂଆଦିଲ୍ଲୀ: ଇଂଲଣ୍ଡକୁ ଭାରତ ୨୭୦ ରନରେ ପରାସ୍ତ କରିଛି। ଏହା ୧୪୨ ବର୍ଷର ଇତିହାସରେ ଲର୍ଡସରେ ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍ ଥିଲା ଏବଂ ଭାରତୀୟ ମହିଳା ଦଳ ଏହାକୁ ଜିତି ଇତିହାସ ରଚିଛନ୍ତି। ଚତୁର୍ଥ ଇନିଂସରେ ଆୟୋଜକ ଇଂଲଣ୍ଡକୁ ୪୫୭ ରନର ଟାର୍ଗେଟ ଦିଆଯାଇଥିଲା, କିନ୍ତୁ ଇଂଲଣ୍ଡ ଦଳ ୧୮୬ ରନରେ…
ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ
ପୁରୀ : ଗଜପତିଙ୍କୁ ଅପମାନ କରିଥିବା ଦର୍ଶାଇ ବଡ଼ଦାଣ୍ଡରେ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ନାରା ଦେଇଛନ୍ତି ଯୁବକ। ହାତରେ ଇସ୍କନ ଗୋ ବ୍ୟାକର ଫ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ, ଶରଧାବାଲିରୁ ଇସ୍କନର ବୁକ୍ ଷ୍ଟଲକୁ ବି ବିଦା କରିଦିଆଯାଇଛି।
ଇରାନ-ଆମେରିକା ଯୁଦ୍ଧରେ ସାମିଲ ରୁଷ! ତେହେରାନରେ ରୁଷର Tu-214PU ‘ଡୁମସଡେ ପ୍ଲେନ୍’
ନୂଆଦିଲ୍ଲୀ/ତେହେରାନ:ମଧ୍ୟପ୍ରାଚ୍ୟ ଚାଲିଥିବା ଯୁଦ୍ଧରେ ସାମିଲ ହେବକି ରୁଷ। ଚାଲିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ରୁଷ ତାହାର ଅତ୍ୟନ୍ତ ସୁରକ୍ଷିତ Tu-214PU ଏୟାରବୋର୍ଣ୍ଣ କମାଣ୍ଡ ବିମାନକୁ ତେହେରାନ ପଠାଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଚିନ୍ତାରେ ମଧ୍ୟପ୍ରାଚ୍ୟ ଦେଶଗୁଡିକ। …
ରଥଯାତ୍ରାରେ ରାଜଧାନୀ ପାଇଁ ଆସିଲା ଟ୍ରାଫିକ୍ କଟକଣା
ଭୁବନେଶ୍ୱର : ରଥଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱର ପାଇଁ ଆସିଲା ଟ୍ରାଫିକ୍ କଟକଣା। ଆସନ୍ତା ଜୁଲାଇ ୧୬, ୨୪ ଓ ୨୫ ପାଇଁ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବ। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ଚର୍ତୁପାଶ୍ୱର୍ରେ ବହୁଳ…
ମଝି ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ, ଏବେ ବି ନିଖୋଜ ବାଲେଶ୍ବରର ୩ ଭାଇ
ବାଲେଶ୍ବର : ମଝି ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ। ପଶ୍ଚିମବଙ୍ଗ ଦୀଘାରୁ ଇଲିସି ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ଭିତରେ ୯ ଜଣଙ୍କ ମୃତ୍ୟୁ। ମାଛ ଧରିବାକୁ ଯାଇଥିବା ସେଇ ଟ୍ରଲର ଭିତରୁ ଏମାନଙ୍କ ମୃତଦେହ ରେସ୍କ୍ୟୁ କରାଯାଇଛି। ଏବେ ବି ନିଖୋଜ ରହିଛନ୍ତି…
ସୁସ୍ଥ ହେଲେ ଶ୍ରୀଜୀଉ : ଏ ସଂପର୍କରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି।
ପୁରୀ : ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି। ଏ ସଂପର୍କରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି। ରବିବାର ଦ୍ବାଦଶୀ ତିଥିରେ ସେବକମାନେ…