Browsing Category

ଓଡିଶା

ସହଦେବଖୁଣ୍ଟା ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସର ୪୬ ଦୋକାନ ଘର ଆବଣ୍ଟନ ହେଲା

ବାଲେଶ୍ୱର, ୧୧ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ସମୟରେ ପ୍ରଭାବିତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ନିର୍ମିତ ସହଦେବଖୁଣ୍ଟା ମାର୍କେଟ କମ୍ପ୍ଲେକ୍ସର ୪୬ଟି ଦୋକାନ ଘର ଆଜି ଆବଣ୍ଟନ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ…

ଅପହରଣ ମାମଲାରେ ମହିଳାଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ ।

ଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରୁ ଜଣେ ମହିଳାଙ୍କୁ ପଶ୍ଚିମ ବଙ୍ଗ ପୋଲିସର ଏକ ଟିମ ଅପହରଣ ଅପରାଧ ଅଭିଯୋଗରେ ଉଠେଇ ନେଇ ଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜଣେ ନାବାଳିକା ୩୧ ଜୁଲାଇ ୨୦୨୬ ରେ ନିଖୋଜ୍ ହୋଇଯିବା…

ଜାତୀୟ ମଞ୍ଚରେ ଗଜପତିର ଛାତ୍ରୀ ଅନନ୍ୟାଙ୍କ କମାଲ

ଆର, ଉଦୟଗିରି 11/08/2026: ଜାତୀୟସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦେଇ ଗଜପତି ଜିଲ୍ଲା ସମେତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ରା.ଉଦୟଗିରି ବ୍ଲକ୍‌ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ। ପାରଳାଖେମୁଣ୍ଡିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରେରଣ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ସ୍ୱରଚିତ…

ପାରଳାଖେମୁଣ୍ଡି ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ। ।

ଗଜପତି, ୧୧.୭(ମନୋଜ ପାଢୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ ବ୍ୟବସାୟୀଙ୍କ ଦ୍ଵାରା କୁଢ଼ କୁଢ଼ ମଇଳା ପକାଯାଉଛି। ଫଳରେ ଗାଈଗୋରୁ ମାନେ ସେଗୁଡିକ ଖାଇ ରୋଗାକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସହରରେ ଆବର୍ଜନା ପରିଚାଳନା…

ସାଇବର ଅପରାଧରୁ ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ଅଞ୍ଚଳର ଥାନା ପୋଲିସ ପକ୍ଷରୁ ସଚେତନତା…

ମୋହନା,୧୧.୮(ମନୋଜ ପାଢ଼ୀ)-: ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ରୋକିବା ସହ ଜନସାଧାରଣଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପୋଲିସ ପକ୍ଷରୁ ଆଜି ଗଜପତି ଜିଲ୍ଲାର ରାୟଗଡ , ଅନାଘା , ଗୁରାଣ୍ଡି ସ୍ଥିତ…

୭ମ ଦିନରେ ମାଳିପୁର ଗୋଷ୍ଠୀ ଶୌଚାଳୟ ନିର୍ମାଣ ବନ୍ଦ ଦାବି ଅନଶନ !

ପଟ୍ଟାମୁଣ୍ଡାଇତ ୧୧/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମ ପଂଚାୟତର ମାଳିପୁର ଗ୍ରାମରେ ଶନି ମନ୍ଦିର ନିକଟରେ ବ୍ଲକ ପକ୍ଷରୁ ହେଉଥିବା ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନିମନ୍ତେ କିଛି ବ୍ୟକ୍ତିଙ୍କ ଅନଶନ ଆଜକୁ ସପ୍ତମ ଦିନରେ ପହଞ୍ଚିଛି ପୂର୍ବରୁ ପଟ୍ଟାମୁଣ୍ଡାଇ…

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ୱର: 10 ଅଗଷ୍ଟ 26 ମୁଖ୍ୟମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଛନ୍ତି ଯେ,…

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଜିଓ ଗୋର୍ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆମେରିକା ଏବଂ ଭାରତ ମଧ୍ୟରେ ରଣନୈତିକ ସହଭାଗୀତା ବିଷୟରେ ଆଲୋଚନା କରିଛନ୍ତି। ସେ ଏହି ବୈଠକକୁ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ଟ୍ୱିଟରରେ ପୋଷ୍ଟ କରି ସେ…

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ସମୟରେ ସଂସଦରେ ଅଚଳାବସ୍ଥାର ଅନ୍ତ ହେବାର ସଙ୍କେତ ମିଳିଛି। ସରକାର ବୁଧବାର (୧୨ ଅଗଷ୍ଟ, ୨୦୨୬) ଛାତ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗୃହରେ ଉତ୍ତର ଦେଇପାରନ୍ତି। ଏହି ସମୟରେ ସଂସଦ ଭବନରେ…