Browsing Category

ଓଡିଶା

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

ଭୁବନେଶ୍ୱର: ପୂର୍ବ ଭାରତରେ ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଣିଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ‘GO EAST’ (Government of Odisha–Eastern Investment Accelerate & Special Task Force) ନାମରେ ଏକ ନୂଆ ପ୍ଲାଟଫର୍ମର…

ଖୁବଶୀଘ୍ର ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ! ଭାରତ-ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ

ନିୟୁଦିଲ୍ଲୀ : ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ଏ ନେଇ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୱାଶିଂଟନ୍‌ ଡିସିରେ ସମ୍ବାଦ ସଂସ୍ଥା IANSକୁ ଦେଇଥିବା ସାକ୍ଷାତକାରରେ ରୁବିଓ କହିଛନ୍ତି ଯେ…

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

ପାଲଲହଡା : ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କରଡ଼ାପାଳ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପଡ଼ୋଶୀ ଘର ଭିତରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଧୀରେନ ବୋହିତା ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ଗାଁରେ ଏକ…

ସ୍ନାନଯାତ୍ରା ; ଆସିଲା ସୁରକ୍ଷା ଓ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି ରଖିବେ ଗାଡି

ପୁରୀ : ସୋମବାର ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅର୍ଥାତ୍ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ୍ କଟକଣା ପାଇଁ ଶନିବାର ଆସିଲା ନିୟମ। ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି, ପୁରୀ ଏସପି ପ୍ରତୀକ ସିଂହ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ…

ରଥ ଯାତରା

ରଥ ଯାତରା ଅମରନାଥ ବାରିକ୍ କାଳିଆ ତୋ ନନ୍ଦିଘୋଷ ରଥ ଦିଶୁଥାଏ ଆହା କି ସୁନ୍ଦର ଝୁଲିଝୁଲି ଆସୁ ବଡ଼ ଦାଣ୍ଡେ ରହି କେତେ ଭକ୍ତଙ୍କ ମେଳର । ଭାଗ୍ୟରେ ମୋ ଟିକେ ହୁଅନ୍ତାନି ନନ୍ଦିଘୋଷ ରଥ ଛୁଅଁନ୍ତିନି ମନ ମୋ କହୁଛି ଏହି କଥା କାହିଁକି ତୁ ଆଜି ନିରବତା । ନିରବେ ରୁହନି…

ଡିଭିଜନରେ ସାମିଲ ପରେ ପ୍ରଥମ ଥର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କଲେ ରାୟଗଡା ଡିଆରଏମ୍

ଗଜପତି, ୨୬। ୬(ମନୋଜ ପାଢ଼ୀ)ପାରଳାଖେମୁଣ୍ଡି ରେଳ ଷ୍ଟେସନ ରାୟଗଡା ରେଳ ଡିଭିଜନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂଘାଲ (ଡିଆରଏମ୍) ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନକୁ ନେଇ ରେଳ କର୍ମଚାରୀ ଓ…

ନଷ୍ଟ କରାଗଲା ଜବତ, ୩୧୧୬ କେଜି ଗଞ୍ଜେଇ ।

ଆର , ଉଦୟଗିରି ୨୬।୬ (ମନୋଜ ପାଢ଼ୀ): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଜବତ ହୋଇଥିବା ପ୍ରାୟ ୩,୧୧୬ କିଲୋଗ୍ରାମ ଗଞ୍ଜେଇକୁ NDPS ଆଇନର ସମସ୍ତ ନିୟମ ପାଳନ କରି…

ଅଙ୍କୁର ୱାରିକୁ ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରେରଣାଦାୟକ ବାର୍ତ୍ତା: ଜିଜ୍ଞାସା, ବିକାଶ ଓ ମାନବୀୟ ସମ୍ପର୍କ…

କୋଲକାତା (୨୬/୬): ଦି ହେରିଟେଜ୍ ସ୍କୁଲ୍‌ର ଭବ୍ୟ ରୌପ୍ୟ ଜୟନ୍ତୀ ଉତ୍ସବର ଅଂଶ ଭାବେ ପ୍ରସିଦ୍ଧ ଉଦ୍ୟୋଗୀ, ଲେଖକ, ଶିକ୍ଷାବିଦ୍ ଓ ଯୁବ ପରାମର୍ଶଦାତା ଅଙ୍କୁର ୱାରିକୁ ଆଜି ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍ ସମୁଦାୟର ସଦସ୍ୟମାନଙ୍କୁ ସମ୍ବୋଧନ କରିଥିଲେ। ତାଙ୍କର ଆକର୍ଷଣୀୟ ଓ ଚିନ୍ତନପ୍ରବଣ…

ଉଦ୍ୟୋଗୀଙ୍କ ନିଷ୍ଠା, ଏକାଗ୍ରତା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ

ଭୁବନେଶ୍ୱର ତା 26/06/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉଦ୍ୟୋଗୀ ଅମୀୟ କୁମାର ମିଶ୍ର ଉଦ୍ୟୋଗୀଙ୍କ…

ପଟିଦିଅଁ ଅଙ୍କନ ଉତ୍ସବର ଦ୍ୱିତୀୟ ଦିନରେ ଅନନ୍ତ ନାରାୟଣ, ବାସୁଦେବ ଓ ଭୁବନେଶ୍ଵରୀ ପଟିରେ ଲାଗିଲା ରଙ୍ଗ

ବାଲେଶ୍ଵର, ୨୬/୬(କୃଷ୍ଣ କୁମାର ମହାନ୍ତି): ନୋସି କଲଚରାଲ ଏକାଡ଼େମୀ ଓ ବାଲେଶ୍ଵରୀ କଳା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬ ଦିନିଆ ଦ୍ଵାଦଶ ପଟିଦିଅଁ ଅଙ୍କନ ଉତ୍ସବର ଦ୍ୱିତୀୟ ଦିବସ ଉତ୍ସାହ ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଚିତ୍ରକରମାନେ ୮ଟି ଜଗନ୍ନାଥ ମନ୍ଦିର…