Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜନଗଣନାରେ ପଚରାଯିବ ଏହି ୪୦ ପ୍ରଶ୍ନ
ନୂଆଦିଲ୍ଲୀ : ଜନଗଣନାରେ ପଚରାଯିବ କେଉଁ ପ୍ରଶ୍ନ, ଆସିଲା ତାଲିକା। କେନ୍ଦ୍ର ସରକାର ୨୦୨୭ ଜନଗଣନାର ଜନସଂଖ୍ୟା ଗଣନା ପର୍ଯ୍ୟାୟରେ ପଚରାଯିବାକୁ ଥିବା ୪୦ଟି ପ୍ରଶ୍ନର ଏକ ତାଲିକା ପ୍ରକାଶ କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ପ୍ରଶ୍ନଗୁଡ଼ିକରେ ଜାତି, ଅନୁସୂଚିତ ଜାତି ଏବଂ…
ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି
ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଆଜି ତାଳଚେରରୁ ପୁରୀ ଯାଉଥିବା ଏକ MEMU ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ପୁରୀ ରେଳ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ପ୍ଲାଟଫର୍ମ ନମ୍ବର ୩ ନିକଟରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ, ଟ୍ରେନ୍ ଟି ଧୀର…
ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା
ଭୁବନେଶ୍ବର : ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କର ହାଙ୍ଗାମା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନ ବାତିଲ ହେବାରୁ ଯାତ୍ରୀମାନେ ତାତିଯାଇଥିଲେ। ଫଳରେ ସେଠାରେ ଥିବା ଇଣ୍ଡିଗୋ ବିମାନ କର୍ମଚାରୀଙ୍କୁ ସେମାନେ ଗାଳି କରିବା ସହ…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୩ ତାରିଖ…
୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନରେ ବୋମା ଧମକ ମିଳିଛି। ଜାମା ନଗର ହାଉସ୍, ଝଣ୍ଡେୱାଲାନ୍ ବିଲଡିଂ, ଏମବି ସାକେତ ଅଫିସ୍, ଜିଲ୍ଲା ମାଜିଷ୍ଟ୍ରେଟ୍ ଅଫିସ୍, IGI ବିମାନବନ୍ଦରର ଟର୍ମିନାଲ ୩ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର SDM ଅଫିସ୍ ସମେତ…
*ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏଡ଼ସ ସମ୍ପର୍କିତ କର୍ମଶାଳା ଉଦଘାଟିତ ।
ଗଜପତି,୧୪.୮(ମନୋଜ ପାଢ଼ୀ):- ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିଟିସି ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ, ଏସଡବ୍ଳଡବ୍ଳଏସର ପ୍ରକଳ୍ପ ମ୍ୟାନେଜର ପି.ସୁନିତା, ସଂଯୋଜକ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଏଚଆଇଭି / ଏଡ଼ସର…
*ଜିଲ୍ଲାପାଳଙ୍କ ଗୋଷାଣି ବ୍ଲକ୍ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।
ଗଜପତି,୧୪.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଗୋଷାଣୀ ବ୍ଲକ୍ ପରିଦର୍ଶନ କରି ପଞ୍ଚାୟତ ସମିତି ଅଧୀନରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ବ୍ଲକର ବିଭିନ୍ନ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି…
*ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଉତ୍ତମ ସେବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ…
ଗଜପତି,୧୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କୁ ତାଙ୍କର ଉତ୍ତମ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର…
ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର
ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର
===================
ଏ ମାୟା ସଂସାର ଦୁଃଖପୂର୍ଣ୍ଣ। ଏହା ଜାଣି ଦିନେ
ଗୌତମ ଜୀବନରେ ସଂକଳ୍ପ କରିଥିଲେ ମୁଁ ବୁଦ୍ଧ ହେବି ଓ ସଂସାରର ସମସ୍ତ ପ୍ରାଣୀଙ୍କ ଦୁଃଖ ଭାର ମୁଁ ନିଜ ସ୍କନ୍ଧରେ ବହନ କରିବି। ସମସ୍ତ ପ୍ରାଣୀଙ୍କୁ ଜନ୍ମ, ଜରା, ରୋଗ ଓ…
ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର
ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର
================
ସୁଦୂର ଖ୍ରୀଷ୍ଟପୂର୍ବ ୩୨୬ ମସିହାର କଥା l ସେଦିନ ତକ୍ଷଶିଳାର ରାଜା ଅମ୍ବିଙ୍କୁ ପରାଜିତ କରି ଝେଲମ୍ ନଦୀ କୂଳରେ ଏକ ବିରାଟ ସେନା ବାହିନୀ ଘେନି ଆସି ଡେରା ପକାଇଥାନ୍ତି ବିଶ୍ଵବିଜୟୀ ଗ୍ରୀକ୍ ବୀର ଆଲେକଜାଣ୍ଡାର l ଉଦ୍ଦେଶ୍ୟ ଧନ ଧାନ୍ୟ…