Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଇ ମାସ ହେଲା ନେଟୱର୍କ ଠପ୍: ଚାରି ପଂଚାୟତର ୨୦ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦେଲେ ଲିଖିତ ଅଭିଯୋଗ।
ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା, କୋଳାକୋଟ, ଦୁମ୍ବାଡା ପଞ୍ଚାୟତର ଏବଂ କାଶୀନଗର ବ୍ଲକର ପାର୍ଟଡା ପଂଚାୟତର ପ୍ରାୟ କୋଡିଏ ଗୋଟି ଗ୍ରାମରଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଉକ୍ତ ଗ୍ରାମ ଗୁଡିକରେ ଦୀର୍ଘ ଦୁଇ ମାସ ହେଲା…
AgriStack IDକୁ ନେଇ ଚାଷୀଙ୍କ ବିରୋଧ, ପୂର୍ବ ପ୍ରକ୍ରିୟାରେ ପଞ୍ଜୀକରଣ ଦାବି
ତେନ୍ତୁଳୀଖୁଣ୍ଟି, ୧୪/୮/୨୦୨୬:(ଶେଖର ଖୁରା ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଗ୍ରାମରେ AgriStack IDକୁ ନେଇ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀମାନେ AgriStack ID ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ନିଜମାନଙ୍କ ଆଶଙ୍କା…
ଜିଲ୍ଲା ପରିଷଦ ଭବନରେ OSWAN ସମ୍ମିଳନୀ କକ୍ଷ ଓ ଓପନ୍ ଜିମ୍ ଉଦ୍ଘାଟିତ
ରାୟଗଡ଼, ୧୪ ଅଗଷ୍ଟ(ଭି ଗୌରୀଶଙ୍କର ରାଓ): ରାୟଗଡ଼ା ଜିଲ୍ଲା ପରିଷଦ ଭବନ ପରିସରରେ ନବନିର୍ମିତ OSWAN ସମ୍ମିଳନୀ କକ୍ଷ ଏବଂ ଓପନ୍ ଜିମ୍କୁ ମାନ୍ୟବର ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଉଦ୍ଘାଟନ କରିଛନ୍ତି। ଜିଲ୍ଲାରେ ଡିଜିଟାଲ୍ ଯୋଗାଯୋଗ ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ ଏବଂ…
ରାୟଗଡାରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି
ରାୟଗଡା(ଭି ଗୌରୀଶଙ୍କର ରାଓ): ରାୟଗଡା ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ପାଇଁ ୧୫ ଜଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ତେବେ…
ଶିକ୍ଷିତ ଯୁବତୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଭାବବିହ୍ୱଳ ହେଲେ ବିଧାୟକ
ଗଜପତି (ମନୋଜ ପାଢ଼ୀ) :ଚାଷୀ, ମୂଲିଆ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ବୁଝିବା ପାଇଁ କାଦୁଅ ରାସ୍ତାକୁ ଖାତିର ନକରି ଚାଷ ଜମିରେ ପହଞ୍ଚିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଗୁଟିପାଡୁ ଗ୍ରାମକୁ ଗସ୍ତ ସମୟରେ ଏହି…
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ
କଟକ,ତାରିଖ: ୧୪.୦୮.୨୦୨୬ :ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ…
କଳାହାଣ୍ଡିର ସାରସ୍ୱତ ପୁରୋଧା ରମେଶ ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସାହିତ୍ୟିକ ଓ ବୁଦ୍ଧିଜୀବୀ
ବାଲେଶ୍ୱର, ଅଗଷ୍ଟ ୧୪ (କୃଷ୍ଣ କୁମାର ମହାନ୍ତି): କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ତଥା ଚେତାବନୀ ସାହିତ୍ୟ ସଂସଦର ଉପସଭାପତି ସ୍ୱର୍ଗତ ରମେଶ କୁମାର ଜେନାଙ୍କ ସ୍ମୃତିରେ କେସିଙ୍ଗାସ୍ଥିତ ଋଷି ସାହା ସଂସ୍କୃତି ଭବନ ଠାରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…
ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ: ଲକ୍ଷ୍ମଣଙ୍କୁ ମିଳିବ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଦାୟିତ୍ୱ
Big change in Indian cricket: Laxman to get the role of 'Director of Cricket'
ବନ୍ୟା ସ୍ରୋତରେ ଭାସି ଜଣେ ନିଖୋଜ
ଧାମନଗର:ଧାମନଗର ବ୍ଲକ୍ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗୋବିନ୍ଦ ଯେନାଙ୍କ ପୁଅ ଗଣେଶ ଯେନା (୪୫) ଶୁକ୍ରବାର ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗଣେଶ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ। ଘରକୁ ଫେରିବା ସମୟରେ…
ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ
ନୂଆଦିଲ୍ଲୀ : ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ। ପଶ୍ଚିମ ଏସିଆରେ ଆମେରିକା ସହିତ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ…