Browsing Category

ଖେଳ

ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୋହାଲି : ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୫ୱିକେଟରେ ହରାଇଛି ଭାରତ। ଓପେନିଂ ଯୋଡ଼ିରେ ୧୪୨ରନ ସଂଗ୍ରହ କରିଛନ୍ତି ଋତୁରାଜ ଓ ଶୁବମନ। ଋତୁରାଜ ୭୧, ଶୁବମନ ୭୪, ରାହୁଲ୬୮ ଓ ସୂର୍ଯ୍ୟଙ୍କ ୫୦ ରନ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆର ୨୭୬ ରନ ଜବାବରେ ଭାରତ…

ଶ୍ରୀଲଙ୍କା ଠାରୁ ୨୩ ବର୍ଷ ତଳର ପ୍ରତିଶୋଧ ନେଲା ଭାରତ

ଶ୍ରୀଲଙ୍କା ଠାରୁ ମଧୁର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ। ପ୍ରତିଶୋଧ ହିଁ ପୁରୁଣା ଘା’କୁ ଥଣ୍ଡା ପହଞ୍ଚାଇ ଥାଏ। ସମ୍ଭବତଃ ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ମାତ୍ର ୫୦ ରନରେ ଅଲଆଉଟ କରିବା ପରେ ଭାରତୀୟ ଖେଳାଳି ସମାନ କଥା ଭାବୁଥିବେ। କାରଣ ଏହା କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟର…

ଡୋପ୍ ଟେଷ୍ଟରେ ଦୂତି ଚାନ୍ଦ ଫେଲ: ୪ ବର୍ଷ ବାସନ୍ଦ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତି ଚାନ୍ଦ । ଫଳରେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ…

ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି

ଲାଉଡରହିଲ୍‌ (ଫ୍ଲୋରିଡା): ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହେବା ପରେ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତିବା ସହ ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ତଥାପି ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଭାରତ ପାଇଁ କର ବା ମର ସଦୃଶ ହୋଇଛି। ଶୃଙ୍ଖଳାକୁ ଜିତିବାକୁ ହେଲେ ଚତୁର୍ଥ ମ୍ୟାଚ୍‌ ପ୍ରଥମେ ହାତେଇବା ଜରୁରୀ…

କୋହଲିଙ୍କ ପ୍ରତି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ୧୧.୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ତାରକା କ୍ରିକେଟର ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ପ୍ରାୟୋଜିତ ପୋଷ୍ଟ ପିଛା ୧୧.୪୫ କୋଟି ଟଙ୍କା ପାଇଥାନ୍ତି। ହୋପର ଏଚ୍‌କ୍ୟୁ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ପର୍ତୁଗାଲ୍‌ ଫୁଟବଲ୍‌ ତାରକା କ୍ରିଷ୍ଟିଆନୋ…

ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି: ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ

ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍‌ ଟ୍ରଫି। ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ,…

ବାରବାଟୀରେ ଆରମ୍ଭ ହେଲା ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ

କଟକ: ‌ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ସରଗରମ ହୋଇ ଉଠିଛି। ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ।  ପ୍ରଥମେ ଅରୁଣା ମହାନ୍ତି ଓ ନମିତା…

ମୁମ୍ବାଇକୁ ଆସିବା ପରେ ୩ଘଣ୍ଟା ଧରି ଚାଲିଲା ପନ୍ତଙ୍କ ସର୍ଜରି, ଜାଣନ୍ତୁ ଏବେ କେମିତି ଅଛି ଅବସ୍ଥା

ମୁମ୍ବାଇ: ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସେଠାରୁ ପନ୍ତଙ୍କ ଚିକିତ୍ସାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା…

ଋଷଭ ଭର୍ତ୍ତି ହୋଇଥିବା ହସ୍ପିଟାଲ୍‌ର ଫଟୋ କାହିଁକି ସେୟାର୍‌ କଲେ ଉର୍ବଶୀ? ହେଲେ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥ‌ରେ କ୍ରିକେଟ୍‌ ତାରକା ଋଷଭ ପନ୍ଥଙ୍କ କାରଣରୁ ଲାଇମ୍‌ଲାଇଟ୍‌ରେ ରହିଛନ୍ତି। ଇର୍ବଶୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ର ଏକ ଫଟୋ ସେୟାର୍‌ କରିଛନ୍ତି। ଏହି ଫଟୋକୁ…

ଅବସର ନେବେ ଲିଓନେଲ୍‌ ମେସି, ‘ଫିଫା ବିଶ୍ବକପ୍‌ ଫାଇନାଲ୍‌’ ହେବ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ

ନୂଆଦିଲ୍ଲୀ: ‘୨୦୨୨ ଫିଫା ବିଶ୍ବକପ୍‌ ଫାଇନାଲ୍‌’ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ ବୋଲି ପ୍ରଖ୍ୟାତ୍‌ ଫୁଟ୍‌ବଲ୍‌ ଖେଳାଳି ତଥା ଅଧିନାୟକ ଲିଓନେଲ୍‌ ମେସି ସୁନିଶ୍ଚିତ କରିଥିବା କଥା ଆର୍ଜେଣ୍ଟିନାର ଗଣମାଧ୍ୟମ ସଂସ୍ଥାନ ‘ଡାଏରିଓ ଡିପ୍ରୋଟଭୋ ଓଲେ’ ରିପୋର୍ଟ କରିଛି।…