Sign in
Sign in
Recover your password.
A password will be e-mailed to you.
Browsing Category
Featured
ବିଦ୍ୟାଧର ବାବୁ ଥିଲେ ଅଦ୍ୱିତୀୟ ଶ୍ରମିକ ନେତା
ଭୁବନେଶ୍ୱର(ବିବି ନ୍ୟୁଜ୍): ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ବାରିକ ଥିଲେ ଶ୍ରମିକମାନଙ୍କର ଅଦ୍ୱିତୀୟ ନେତା । ବିପ୍ଳବୀ ଭାବରେ ସେ ନିଜ ଜୀବନକୁ ଜୀଇଁ ଥିଲେ । ଶ୍ରମିକମାନଙ୍କ ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଇଥିଲେ ବୋଲି ବିଦ୍ୟାଧର ବାରିକଙ୍କ ଚତୁର୍ଥ ସ୍ମୃତି ସମାରୋହରେ ଉପସ୍ଥିତ…
ଜଳେଶ୍ବର ଜାତୀୟ ରାଜପଥରେ ଟୁରିଷ୍ଟ ଗାଡିକୁ ଅଟକାଇ ଡକାୟତି
ଆଜି ଏନ.ଏଚ ୬୦ ର ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ବିରଭୂମିରୁ ଏକ ଟୁରିଷ୍ଟ ବସ WB53 7759 ପୁରୀକୁ ଜଗନ୍ନାଥ ଦର୍ଶନରେ ଆସୁଥିବା ସମୟରେ ଜଳେଶ୍ବରସ୍ଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜ଼ା ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ରାଜପଥ ଲୁଟେରା ମାନେ…
ଭୁବନେଶ୍ବରରେ ଫିଫା ଯୁୁବା ବିଶ୍ବକପ୍ ଉଦ୍ଘାଟିତ: ବ୍ରାଜିଲ୍ ବିଜୟରୁ କଳିଙ୍ଗ ଅଭିଯାନ
ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍। ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ। ମୁଖ୍ୟମନ୍ତ୍ରୀ ନବୀନ…
ଦେବୀନଦୀ ପାଲଟିଲାଣି ଅଚିହ୍ନା ଶବର ଏନ୍ତୁଡ଼ିଶାଳ: ତାଳଦା ଘାଟରୁ ଯୁବକର ମୃତଦେହ ଠାବ
ଅସ୍ତରଙ୍ଗ: ଦେବୀନଦୀର ତାଳଦା ଘାଟରୁ ଆଜି ଏକ ଅଚିହ୍ନା ଯୁବକର ଶବକୁ ଠାବ ଅସ୍ତରଙ୍ଗ ପୁଲିସ୍। ମୃତ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ ଆକଳନ ହୋଇଛି। ସେ ଏକ ଜିନ୍ ପ୍ୟାଣ୍ଟ୍ ପିନ୍ଧିଥିବା ଓ ମୁହଁ ତଳକୁ ରହି ମୃତ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି।…
କେରଳ ନରବଳି ମାମଲା: ନରମାଂସ ଭକ୍ଷଣ କରାଯାଇଥିବା ପୁଲିସର ସନ୍ଦେହ
ତିରୁବନନ୍ତପୁରମ୍: ଅର୍ଥପ୍ରାପ୍ତି ନିମନ୍ତେ ୨ଜଣ ମହିଳାଙ୍କୁ ବଳି ପକାଇଥିବା ଦମ୍ପତି ବଳିମାଂସ ଖାଇଥାଇ ପାରନ୍ତି ବୋଲି ତଦନ୍ତକାରୀ ପୁଲିସ ଅଧିକାରୀମାନେ ଆଜି କହିଛନ୍ତି।
ଗଣମାଧ୍ୟମକୁ କୋଚି ସିଟି ପୋଲିସ୍ କମିସନର୍ ନାଗରାଜୁ ଚକିଲମ୍ କହିଛନ୍ତି, ଏକଥାକୁ ସାବ୍ୟସ୍ତ କରିବା ଲାଗି…
ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବାକୁ ନିଶାସକ୍ତ ଗ୍ରାହକମାନଙ୍କ ପାଇଁ କ୍ୟାବ୍ ବ୍ୟବସ୍ଥା କରିବେ ଗୋଆ ବାର୍
ପାନାଜୀ: ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଗୋଟାଏ ନୂଆ ନିୟମ ଲାଗୁ କରିବେ। ଏହି ନିୟମ ଅନୁସାରେ, ମାତାଲ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ଛାଡ଼ି ଦେବା ପାଇଁ ବାର୍ ଓ ରେସ୍ତୋରାଁ ମାଲିକମାନେ କ୍ୟାବ୍ ବ୍ୟବସ୍ଥା କରିବେ। ଯଦି…
ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗ ଗିରଫ ମାମଲା: ବରବାଦ୍ ହୋଇଯିବ ନେତାଙ୍କ ଭବିଷ୍ୟତ
ଭୁବନେଶ୍ବର: ନଗ୍ନ ଭିଡିଓ ଭାଇରାଲ୍ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍ମେଲିଂ କରିଥିବା ଅର୍ଚ୍ଚନା ନାଗ୍ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍ଚଲ୍ କରିରଖିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଏବେ କ୍ରମାଗତ ଶହେ ତଳେ ରହୁଛି। ଗତକାଲି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ୍କଙ୍କ ମଧ୍ୟରେ…
ଅସାଧାରଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଅମିତାଭ ବଚ୍ଚନଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଅମିତାଭ ଜଣେ ବୋଲି କହି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଅମିତାଭ ବଚ୍ଚନଙ୍କୁ…
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଏବେ ନିୟନ୍ତ୍ରଣରେ ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ ମଧ୍ୟରେ ଅଛନ୍ତି ୩ ଜଣ। ସଂଗରୋଧ କେନ୍ଦ୍ରରୁ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା…