Browsing Category

Featured

ଜେଲରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇବାକୁ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ, ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଜେଲରେ ରହି ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ବିବାଦରେ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏମଧ୍ୟରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଜେଲରେ ତାଙ୍କ ଧାର୍ମିକ ବିଶ୍ବାସ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା…

କେବିସିରେ ବିଗ-ବି ପଚାରିଲେ ଏମିତି ଏକ ପ୍ରଶ୍ନ ଭାବୁକ ହୋଇଗଲେ ରାଜୁଙ୍କ ପରିବାର

ମୁମ୍ବାଇ: ଟିଭି ରିଅଲିଟି ସୋ ’କୌନ ବନେଗା କରୋଡ଼ପତି ସିଜନ ୧୪ ର ଏକ ଏପିସୋଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ଶୋ’ରେ ଅମିତାଭ ବଚ୍ଚନ ଦିବଂଗତ ରାଜୁ ଶ୍ରୀବାସ୍ତବଙ୍କ ସହ ଜଡିତ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ଏହା ପରେ ପରିବାର ସୋସିଆଲ ମିଡିଆରେ ବିଗ୍ ବିଙ୍କୁ କୃତଜ୍ଞତା ଜଣାଇଛନ୍ତି।…

ଜୀବନ ଯୁଦ୍ଧରେ ହାରିଗଲେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ

ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ…

କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି। ‘ମାଇନର୍‌ ଫରେଷ୍ଟ୍‌ ପ୍ରଡକ୍ଟ୍‌’ (ଏମ୍‌ଏଫ୍‌ପି) କେନ୍ଦୁପତ୍ର ହେଉଛି ଓଡ଼ିଶାର ପ୍ରାୟ ୮ ଲକ୍ଷ…

‘ରଙ୍ଗ’ ଉତ୍ସବରେ କୁଚିପୁଡ଼ି ନୃତ୍ୟ ପରିବେଶଣ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୯ ବର୍ଷୀୟ ଝିଅ

ଲଣ୍ଡନ: ଶୁକ୍ରବାର ଦିନ ଅନ୍ୟ ପିଲାମାନଙ୍କ ସହିତ ମିଶି ଲଣ୍ଡନ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଝିଅ ଅନୌକ୍ଷା ସୁନକ୍‌ କୁଚିପୁଡ଼ି ନୃତ୍ୟ ପରିବେଶଣ କରିଛନ୍ତି। ୯ ବର୍ଷୀୟ ଅନୌକ୍ଷାଙ୍କ ନୃତ୍ୟ ପରିବେଶଣ ଥିଲା ‘ଆନ୍ତର୍ଜାତିକ କୁଚିପୁଡ଼ି ନୃତ୍ୟ ଉତ୍ସବ – ରଙ୍ଗ ୨୦୨୨’ର…

ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଲେ ସର୍ପଦଂଶନ ସ୍ବପ୍ନ ଦେଖୁଥିବା ବ୍ୟକ୍ତି

ଏରୋଡ୍‌: ବାରମ୍ବାର ସର୍ପ ଦଂଶନ ସ୍ବପ୍ନ ଦେଖୁଥିବା ତାମିଲନାଡୁ ଅନ୍ତର୍ଗତ ଏରୋଡ୍‌ର ଜଣେ କୃଷକ ଜଣେ ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଛନ୍ତି। ସଂଗୃହୀତ ତଥ୍ୟ ଅନୁସାରେ, ଗୋବିଚେଟ୍ଟିପାଲାୟମ୍‌ବାସୀ ୫୪ ବର୍ଷିୟ ରାଜା (ଛଦ୍ମନାମ) ସବୁ ବ‌େଳେ ସାପ କାମୁଡ଼ା ସ୍ବପ୍ନ ଦେଖୁଥିଲେ।…

୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି…

ସୁପ୍ରିମ୍‌ କୋର୍ଟଙ୍କ ଆଦେଶକ୍ରମେ ୩ ବର୍ଷର ଆୟକର ଟିକସ ଛାଡ଼ ପାଇଲା ଶିରିଡ଼ି ସାଇବାବା ମନ୍ଦିର

ପୁଣେ: ‘ଶ୍ରୀ ସାଇବାବା ଟେମ୍ପଲ୍‌ ଟ୍ରଷ୍ଟ୍‌ ଅଫ୍ ଶିରିଡ଼ି’ ଉପରୁ ଗତ ୩ ବର୍ଷ ପାଇଁ ଆୟକର ବାବଦକୁ ଦେବାକୁ ଥିବା ୧୭୫ କୋଟି ଟଙ୍କା ଛାଡ଼ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମ‌ାନେ କହିଛନ୍ତି। ସୁପ୍ରିମ୍‌ କ‌ୋର୍ଟଙ୍କ ଆଦେଶକ୍ରମେ ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ…

ଆଜି ଦେଶରେ ୩୮୯ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୩ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲେ ବି ୪୦୦ ତଳେ ରହିଛି ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ସାଢ଼େ ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ଚିହ୍ନିହେଉ ନ ଥିବା ଦୁର୍ଘଟଣା-ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରାଣୀ ପରେ ଜାଣିଲେ ସେ ତାଙ୍କ ଝିଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଗୋଟାଏ କାର୍‌ ଦୁର୍ଘଟଣାସ୍ଥଳକୁ ଯାଇ କ୍ଷତିବିକ୍ଷତ ହୋଇ ଚିହ୍ନି ହେଉ ନ ଥିବା ଜଣେ ପୀଡ଼ିତାଙ୍କୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ‌ଚେଷ୍ଟା କରିଥିବା କାନଡୀୟ ଡାକ୍ତରାଣୀଜଣକ ଘରକୁ ଫେରି ଜାଣିଲେ ଯେ, ସେ ତାଙ୍କ ୧୭ ବର୍ଷୀୟ ଝିଅ। ବ୍ରିଟିସ୍‌ ଦୈନିକ ‘ଦି…