Browsing Category

ଦେଶବିଦେଶ

ନିଟ୍ ପେପର ଲିକ୍ ପରେ ଏବେ ରିଫଣ୍ଡ ପ୍ରକ୍ରିୟା, ଫି’ ଫେରସ୍ତ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପରେ ଏବେ ରିଫଣ୍ଡ ପାଇଁ ଖୋଲିଛି ୱେବସାଇଟ। ଯେଉଁ ଛାତ୍ରଛାତ୍ରୀ ମାନେ ମେ’ ୩ ତାରିଖ ପରୀକ୍ଷା ଦେଇଥିଲେ, ସେମାନେ ଫି’ ଫେରସ୍ତ ଚାହୁଁଥିଲେ ସେମାନେ NTA ୱେବସାଇଟରେ ଲଗ୍ ଇନ୍ କରି ନିଜ ତଥ୍ୟ ଦେଇପାରିବେ। ବ୍ୟାଙ୍କ ଆକାଉଣ୍ଟ ସହ  ifsc କୋଡ୍ ଦେବା ପରେ…

ପୁଣି ବଢିଲା ପେଟ୍ରୋଲ, ଡିଜେଲ, ସିଏନଜି ଦାମ୍

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ଗତ ୧୦ ଦିନ ମଧ୍ୟରେ ଏହା ଇନ୍ଧନ ମୂଲ୍ୟରେ ତୃତୀୟ ବୃଦ୍ଧି। ଲଗାତାର ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।…

ପଞ୍ଜାବରୁ ପାକ୍‌ ଗୁପ୍ତଚର ଗିରଫ

ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ପଠାନକୋଟ ସହରରେ ଏକ ଗୁପ୍ତଚର ଗ୍ୟାଙ୍ଗକୁ ଠାବ କରିଥିବାବେଳେ ଏହି ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ବଲଜିତ ସିଂହ ନାମକ ଏହି ବ୍ୟକ୍ତି ଚକ୍‌ ଧରିୱାଲ ଗ୍ରାମ ବାସିନ୍ଦା ହୋଇଥିବାବେଳେ ୪୪ ନମ୍ବର ଜାତୀୟ ରାଜପଥରେ ତାଙ୍କର ଏକ ଦୋକାନ ରହିଛି। ବଲଜିତ ଏହି…

ମାତୃଭାଷାରେ ଜ୍ଞାନ ଆହରଣ ସରଳ ଓ ପ୍ରଭାବଶାଳୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ‘ଜାତୀୟ ଶିକ୍ଷା ନୀତି – ୨୦୨୦’ ମାଧ୍ୟମରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ ପ୍ରଦାନ କରାଯାଉଛି। ଏହି ନୂତନ ନୀତିରେ ପ୍ରାରମ୍ଭିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବା ସହ ଶିଶୁମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଇନୋଭେସନକୁ…

ଆଫଗାନିସ୍ତାନ ପାଇଁ ୨୦ଟନ୍ ଟିକା ପଠାଇଲା ଭାରତ

ନୂଆଦିଲ୍ଲୀ : ଶୁକ୍ରବାର ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ। ସାମାଜିକ ଗଣାମଧ୍ୟମ ଏକ୍ସରେ ଏକ…

ସରକାରୀ କର୍ମଚାରୀଙ୍କ ଉପରେ କଟକଣା ପ୍ରାକ୍‌ ଅନୁମତି ବିନା ଗଣମାଧ୍ୟମକୁ ବୟାନ ମନା

କଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଆଉ ଏକ କଟକଣା ଲାଗୁ କରାଯାଇଛି। କ୍ଷମତାପ୍ରାପ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଗଣମାଧ୍ୟମକୁ ବୟାନ ଦେଇପାରିବେନି ବୋଲି ଜଣାପଡିଛି। ଏହା…

କକ୍ରୋଚ ଜନତା ପାର୍ଟି ଖୋଲିଲା ନୂଆ ଏକ୍ସ ଆକାଉଣ୍ଟ

ନୂଆଦିଲ୍ଲୀ : କକ୍ରୋଚ ଜନତା ପାର୍ଟି (ସିଜେପି)ର ‘ଏକ୍ସ’ ଆକାଉଣ୍ଟକୁ ବ୍ଲକ କରାଯିବା ପରେ ଦଳ ଆଉ ଏକ ନୂଆ ‘ଏକ୍ସ’ ଆକାଉଣ୍ଟ ଖୋଲିଛି। ଗୁରୁବାର ଆକାଉଣ୍ଟ ବ୍ଲକ ​‌ହେବାର କିଛି ଘଣ୍ଟା ପରେ ନୂଆ ଆକାଉଣ୍ଟ ଖୋଲାଯାଇଥିଲା। ପାର୍ଟିର ଅନଲାଇନ ଲୋକପ୍ରିୟତା ବଢୁଥିବାବେଳେ ଦଳର ଏକ୍ସ ଆକାଉଣ୍ଟକୁ…

ଅପରେସନ ଅମାନତ’ ଅଧୀନରେ ଆରପିଏଫ ବାଲେଶ୍ୱର ପକ୍ଷରୁ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫେରସ୍ତ

ବାଲେଶ୍ୱର, ୨୧/୫ (କୃଷ୍ଣ କୁମାର ମହାନ୍ତି): ସତର୍କତା ଓ ଯାତ୍ରୀ ସେବାର ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରି ରେଳ ସୁରକ୍ଷା ବଳ (ଆରପିଏଫ), ବାଲେଶ୍ୱର ‘ଅପରେସନ ଅମାନତ’ ଅଧୀନରେ ଜଣେ ଯାତ୍ରୀଙ୍କ ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ତାହାକୁ ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛି।…