Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଆବୁଧାବି ଓଡିଆ ସମାଜ ପକ୍ଷରୁ ଉତ୍କର୍ଷ ଉତ୍ସବ ପାଳନ
ଆବୁଧାବି ତା ୨୧.୦୫.ରିଖ ; ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆରବ ସାଗର କୂଳରେ ଅବସ୍ଥିତ ଆବୁଧାବିର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍”…
୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସେନା କର୍ଣ୍ଣେଲ
ନୂଆଦିଲ୍ଲୀ: କୋଲକାତାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫୦ ଲକ୍ଷ ଟଙ୍କାର ମୋଟା ଅଙ୍କର ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଛନ୍ତି ସେନାର କର୍ଣ୍ଣେଲ ହିମାଂଶୁ ବାଲି। ସିବିଆଇ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣେଲ ହିମାଂଶୁ…
ନିଟ୍-ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬କୁ ପୁନଃ ଆୟୋଜନ କରାଯାଉଛି। ମେ’ ୩ରେ ହୋଇଥିବା ନିଟ୍-ୟୁଜି ୨୦୨୬କୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରାଯିବା ପରେ ଆସନ୍ତା ଜୁନ୍ ୨୧ରେ ଏହି ପରୀକ୍ଷା ପୁନର୍ବାର ହେବାକୁ…
ଇଟାଲୀରେ ମୋଦୀ ; ମେଲୋନିଙ୍କ ସହ ମୋଦୀଙ୍କ ସୁନ୍ଦର ସେଲଫି ଭାଇରାଲ
ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚି ସାରିଛନ୍ତି। ରୋମରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ସେଠାରୁ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ରୋମରେ ସେ ଇଟାଲୀ…
ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବାବଦରେ ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ କରି ଆସୁଛନ୍ତି। ଏହିକ୍ରମରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ଗଣମାଧ୍ୟମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…
ସାଉଦି ଆରବରେ ୮ ହଜାର ସୈନ୍ୟ ଓ ଯୁଦ୍ଧବିମାନ ମୁତୟନ କଲା ପାକିସ୍ତାନ
ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାକିସ୍ତାନ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିଜର ଦ୍ୱିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ଆଧାରରେ ପାକିସ୍ତାନ, ସାଉଦି ଆରବକୁ ୮,୦୦୦ ସୈନ୍ୟ, ଯୁଦ୍ଧବିମାନ ସ୍କ୍ୱାଡ୍ରନ ଏବଂ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି। ଆଶ୍ଚର୍ଯ୍ୟର…
ଆଜିଠୁ କେରଳମ୍ରେ ସତୀଶନ ସରକାର। କେରଳମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍।
ଆଜିଠୁ କେରଳମ୍ରେ ସତୀଶନ ସରକାର। କେରଳମ୍ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ୨୦ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରାୟ ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସମଗ୍ର କେରଳ କ୍ୟାବିନେଟ୍ ଗୋଟିଏ ଦିନରେ ଏକାଠି ଶପଥ ନେଇଛନ୍ତି।
ଥିରୁଅନନ୍ତପୁରମ୍ ର…
CBSEର ବଡ଼ ନିଷ୍ପତ୍ତି: ୯ମ ଓ ୧୦ମ ଶ୍ରେଣୀ ପାଇଁ ‘ତ୍ରିଭାଷା ନିୟମ’ ବାଧ୍ୟତାମୂଳକ
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୧୦ମ ଶ୍ରେଣୀରେ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ ହେବ। ଏହି ନୂତନ ନିୟମ ଆସନ୍ତା ୨୦…
ନିଆଁ ଭଳି ମାଡୁଛି ମାରାତ୍ମକ ଇବୋଲା ଭାଇରସ୍। ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ୮୦ରୁ ଅଧିକଙ୍କ ମୃତ୍ୟୁ। ୨୪୬ଟି…
ନୂଆଦିଲ୍ଲୀ :ବିଶ୍ବକୁ ମାଡ଼ିଆସିଲାଣି ଭୟଙ୍କର ଭାଇରସ୍। ଆଫ୍ରିକୀୟ ଦେଶଗୁଡ଼ିକରେ ଦ୍ରୁତ କାୟା ମେଲାଉଛି ଇବୋଲା ଭାଇରସ। ଏଥିରେ ବର୍ତ୍ତମାନ ସୁଦ୍ଧା ୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତ ହେଲେଣି ୩୩୬ ଜଣ। ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏମର୍ଜେନ୍ସୀ ଘୋଷଣା…
ହେରିଟେଜ୍ ସ୍କୁଲର ଛାତ୍ରୀ ଅନ୍ୱିତା ମୁଖାର୍ଜୀ ଜାତୀୟ ଯୋଗ ପ୍ରତିଯୋଗିତା ପାଇଁ ମନୋନୀତ।
କୋଲକାତା(୧୭/୫): ହେରିଟେଜ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ୱିତା ମୁଖାର୍ଜୀ ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ନିଜ ବିଦ୍ୟାଳୟ ଓ ପଶ୍ଚିମବଙ୍ଗ ପାଇଁ ଗୌରବ ଆଣିଛନ୍ତି। ସମ୍ପ୍ରତି WFFYSI ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ସ୍ୱତନ୍ତ୍ର କୌଶଳ ପ୍ରଦର୍ଶନ କରି…