Browsing Category

ଦେଶବିଦେଶ

ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ, ରଜ ଗୀତଠୁ ନେଇ ସମ୍ବଲପୁରୀ ନୃତ୍ୟ ପରିବେଷଣ

ନୂଆଦିଲ୍ଲୀ :ରାଷ୍ଟ୍ରପତି ଭବନରେ ‘ରଜ’ ଉତ୍ସବ। ରାଷ୍ଟ୍ରପତି ଭବନ ସ୍ଥିତ କଲଚରାଲ ସେଣ୍ଟରରେ ବଡ଼ ଧୂମଧାମରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ରଜ ପାଳନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଉତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରଜ ଗୀତ, ଓଡ଼ିଶୀ,…

ଉଦ୍ଧବ ଠାକରେଙ୍କୁ ଲାଗିବ ବଡ଼ ଝଟକା!: ଆଜି ବାଚସ୍ପତିଙ୍କୁ ଭେଟିପାରନ୍ତି ଛଅ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ରରେ ‘ଅପରେସନ୍ ଟାଇଗର’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ସଭାପତି ଏକନାଥ ସିନ୍ଦେ ଦିଲ୍ଲୀ ଯାଇଛନ୍ତି। ସୂଚନା ଅନୁସାରେ, ଉଦ୍ଧବ ଠାକରେଙ୍କ ଦଳ ଶିବସେନା (UBT)ର ଛଅ ଜଣ ସାଂସଦ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ଆଜି ସକାଳେ ବାଚସ୍ପତିଙ୍କୁ…

ଅସ୍ଥାୟୀ ଭାବେ ଭାରତରେ ବନ୍ଦ ହେବ ପ୍ରମୁଖ ସୋସିଆଲ୍ ମିଡ଼ିଆ ‘ଟେଲିଗ୍ରାମ୍ ‘ ।

ନୂଆଦିଲ୍ଲୀ: ନିଟ୍ ୟୁଜି ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି। ଅସ୍ଥାୟୀ ଭାବେ ଭାରତରେ ବନ୍ଦ ହେବ ପ୍ରମୁଖ ସୋସିଆଲ୍ ମିଡ଼ିଆ 'ଟେଲିଗ୍ରାମ୍ ' । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା । ଆସନ୍ତା ୨୧ ତାରିଖରେ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ଆୟୋଜିତ ହେବ । ଏହା ପୂର୍ବରୁ…

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ଐତିହାସିକ ବ୍ରାଟିସ୍ଲାଭା ଦୁର୍ଗରେ ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଦୁଇ ନେତା ସିଧା ସଳଖ ଏବଂ…

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ସଚିବ ସୋମବାର ନିଟ୍‌(ସ୍ନାତକ) ପୁନଃପରୀକ୍ଷା, ୨୦୨୬ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରେଳବାଇ…

ଗ୍ରାମୀଣ ଶାସନ ବ୍ୟବସ୍ଥାରେ ନୂଆ ଦିଗ: ପଞ୍ଚାୟତ ସଂସ୍କାର ଓ ନବସୃଜନର ୧୨ ବର୍ଷ

ନୂଆଦିଲ୍ଲୀ: ବିଗତ ବାର ବର୍ଷ ମଧ୍ୟରେ, ଗ୍ରାମୀଣ ଭାରତରେ ଏକ ବଡ଼ଧରଣର ପରିବର୍ତ୍ତନ ଓ ପ୍ରଗତି ଦେଖିବାକୁ ମିଳିଛି, ଯାହା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ପ୍ରଭାବଶାଳୀ ସ୍ଵାୟତ୍ତ ଶାସନ ସଂସ୍ଥା ଭାବେ ସୁଦୃଢ଼ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି। ପଞ୍ଚାୟତଗୁଡ଼ିକୁ ଦକ୍ଷ,…

ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’

ନୂଆଦିଲ୍ଲୀ : ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଟି ଗତ ପ୍ରାୟ ତିନି…

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ

ଗୁରୁଗ୍ରାମ/ନୂଆଦିଲ୍ଲୀ ତା ୧୫.୦୬ ରିଖ ; ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଦୁଇଦିନିଆ ପବିତ୍ର ପ୍ଳାବନ ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରର ମୁକ୍ତାକାଶ ପ୍ରାଙ୍ଗଣକୁ ଖୁବ୍ ସୁନ୍ଦର…

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ପକ୍ଷରୁ ୪୫ ତମ ରଜ ମହୋତ୍ସବ ଅନୁଷ୍ଠିତ ।

ଗୁଜୁରାଟ (ବରୋଦା ) :ଗତକାଲି ପହିଲି ରଜରେ ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ପକ୍ଷରୁ ୪୫ ତମ ରଜ ମହୋତ୍ସବ ପାଳନ ବହୁତ ଆଡମ୍ବର ସହ  କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଓଡ଼ିଆ ପ୍ରବାସୀ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଆଇ ଓ ସି ଏଲ୍ ଟାଉନସିପ ସ୍ଥିତ ସ୍ପନ୍ଦନ ହଲରେ ପାଳିତ ହୋଇଥିଲା।…

ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ଅଶୋଧିତ ତୈଳ ମୂଲ୍ୟ ୪%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧. ୧୫ ଡଲାରକୁ ଖସିଛି। ଯୁଦ୍ଧ ଶେଷ ନେଇ ଚୁକ୍ତି ଉପରେ ସହମତି ହେବା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ଏହି ହ୍ରାସ ଦେଖାଦେଇଛି। ଏସୀୟ…