Browsing Category

ଦେଶବିଦେଶ

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେବା ତୀର୍ଥଠାରେ ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତକୁ ରୂପ ଦେବାରେ ସରକାର ଏବଂ ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟରେ ଘନିଷ୍ଠ…

ସୁପ୍ରିମକୋର୍ଟରେ ପହଞ୍ଚିଲା UPI ପେମେଣ୍ଟ ମାମଲା: ଦାୟର ହେଲା ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ଆଜି UPI ପେମେଣ୍ଟ ମାମଲା ସୁପ୍ରିମକୋର୍ଟରେ ପହଛି। ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରାଯାଇଥିବା ବିଜ୍ଞପ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଅଞ୍ଜନ ଦତ୍ତା ନାମକ ଜଣେ ଆବେଦନକାରୀ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର…

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ ର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ। ୧୭ ରୁ ୧୯ ସେପ୍ଟେମ୍ବର ୨୦୨୬…

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ EPF ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, EPF ଦ୍ୱାରା ଆବୃତ କର୍ମଚାରୀଙ୍କ ମୂଳ ଦରମା 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି…

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

ପାଟନା: ବିହାର ରାଜନୀତିରେ ପୁଣି ଥରେ ତେଜ ହେଉଛି ରାଜନୈତିକ ତାତି। ସମାନ ନାଗରିକ ସଂହିତା (UCC)କୁ ନେଇ NDA ଭିତରେ ମତଭେଦ ଚର୍ଚ୍ଚାରେ ଥିବାବେଳେ, ଏବେ ଜନତା ଦଳ ୟୁନାଇଟେଡ୍‌ (JDU) ଡାକିଛି ଏକ ବଡ଼ ବୈଠକ। ସେପ୍ଟେମ୍ବର ୧୮ରେ ପାଟନାରେ ହେବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ,…

ଜେଡିୟୁ ଏବଂ ଚିରାଗ ପାସୱାନଙ୍କ ପରେ ଏବେ ୟୁସିସି ଉପରେ ପ୍ରତିକ୍ରିୟା ପ୍ରକାଶ କଲା ଟିଡିପି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟଗୁଡ଼ିକରେ ୟୁସିସି ଲାଗୁ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ମେଣ୍ଟ ଭିତରେ ଥିବା ସମସ୍ତ ସହଯୋଗୀମାନେ ସହମତ ହେବେ କି ନାହିଁ ସେ ବିଷୟରେ ସସପେନ୍ସ ରହିଛି। ଜେଡିୟୁ ଏବଂ ଚିରାଗ ପାସୱାନ ଏହି ପ୍ରସଙ୍ଗରେ…

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

ଆଦିଲ୍ଲୀ: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ କରାଯିବାକୁ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ସମ୍ପର୍କରେ ଏକ ନୂତନ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାରଙ୍କ ଅନୁଯାୟୀ, 2,000 ଟଙ୍କାରୁ ଅଧିକ UPI ପେମେଣ୍ଟ ପାଇଁ ବ୍ୟବସାୟୀଙ୍କଠାରୁ 0.4% ଶୁଳ୍କ ଆଦାୟ…

ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ

.ନୂଆଦିଲ୍ଲୀ ତା ୧୫.୦୯. ରିଖ ; ଏଠାକାର ବିକାଶ ପୁରୀ ଠାରେ ୨୬ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର…

ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ

ନୂଆଦିଲ୍ଲୀ ତା ୧୫.୦୯. ରିଖ ; ଏଠାକାର ପୁଷ୍ପଵିହାର ଠାରେ ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ୧୬ ତମ ବାର୍ଷିକ ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇଛି ।ଭକ୍ତିପୂତ ପରିବେଶ ମଧ୍ଯରେ ଅପରାହ୍ନରେ ଗଣପତି ଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ…