Browsing Category

ଦେଶବିଦେଶ

ଯୁଦ୍ଧ ସାମୟିକ ସ୍ଥଗିତ ରଖିଲା ଆମେରିକା

ୱାଶିଂଟନ: ଇରାନ ବିରୋଧରେ ଆମେରିକା ଚଳାଇଥିବା ଯୁଦ୍ଧକୁ ସ୍ଥଗିତ ରଖିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୈନ୍ୟବାହିନୀକୁ ନିର୍ଦେଶ ଦେଇଛନ୍ତି। ଇରାନ ବିରୋଧରେ ଆମେରିକା କ୍ରମାଗତ ୧୩ ଦିନ ଧରି ଯୁଦ୍ଧ ଚଳାଇଆସିଥିଲାବେଳେ ରବିବାର ଏହାକୁ ସାମୟିକ ସ୍ଥଗିତ ରଖାଯାଇଛି। ଉଭୟ ଦେଶ ମଧ୍ୟରେ…

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ବିହାରର ସିୱାନ ଜିଲ୍ଲାରେ ଛାତ୍ର ପ୍ରତିବାଦ ସମୟରେ SIT ସଦସ୍ୟ ଅଭିଷେକ ପଟେଲଙ୍କ ଏକ ଭିଡିଓ ଜାରି କରାଯାଇଥିଲା, ଯେଉଁଥିରେ ସେ ପ୍ରତିବାଦକାରୀଙ୍କ ଆଡ଼କୁ AK-47 ଗୁଳି ଚଳାଇଥିବାର ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ଘଟଣାର ସତ୍ୟାସତ୍ୟ ପ୍ରମାଣିତ କରି…

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

ନୂଆଦିଲ୍ଲୀ: ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ କରାଯାଇଛି। ଜିତେନ୍ଦ୍ର ସିଂହ ବିଲ୍ ଆଗତ କରିଛନ୍ତି। ବିରୋଧୀ ଦଳ ଏହି ସମୟରେ ହଙ୍ଗାମା କରିଥିଲେ। ଯାହାପରେ ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପେପର ଲିକ୍ ବିରୋଧ ବିଲ୍ ବିଷୟରେ କିରେନ୍ ରିଜିଜୁ କ’ଣ କହିଲେ?…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଭାଗ ନେଇଥିବା ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଓଡ଼ିଶାର ତପନ ମହାନ୍ତି, ତପେଶ୍ବରନାଥ ଦାସ, ପ୍ରଣତୀ ନାୟକ, ଦୀନେଶ କୁମାର ଏବଂ ଅନିମେଶ…

ଛାତ୍ର ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଅଭିଯୋଗ: ଜେଲ ଗଲେ ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ପାଟନା ଆସିଥିବା ପୂର୍ବତନ ମନ୍ତ୍ରୀ ତଥା ଜନଶକ୍ତି ଜନତା ଦଳ (JJD) ମୁଖ୍ୟ ତେଜ ପ୍ରତାପ ଯାଦବଙ୍କୁ ପୋଲିସ ଗିରଫ କରି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଛାତ୍ର ଆନ୍ଦୋଳନ ସମୟରେ ହିଂସା ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା: ଆନ୍ଦୋଳନକୁ ନେଇ ଦେଲେ ବଡ଼ ବିବୃତ୍ତି

ନୂଆଦିଲ୍ଲୀ: NEET ପେପର ଲିକ୍ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଦେଶବ୍ୟାପୀ ଛାତ୍ର ପ୍ରତିବାଦ ପରେ ସାମାଜିକ କର୍ମୀ ଆନ୍ନା ହଜାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ଆନ୍ଦୋଳନ କିମ୍ବା ସାର୍ବଜନୀନ ସମସ୍ୟାର ସମାଧାନ ହିଂସାରେ ନୁହେଁ…

ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି

ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ପ୍ରତ୍ୟାହାର କଲା। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ ଆମର ତିନୋଟି ଦାବି ଥିଲା। ପ୍ରଧାନ ଇସ୍ତଫା ଦେଇଛନ୍ତି। ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ। ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହୋଇଥିଲା।…

ପବିତ୍ର ବାହୁଡା଼ ଯାତ୍ରା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୁଲ୍ୟରେ ବହୁତ ଧୁମ୍ ଧାମ୍ ରେ ସମାପନ

ବରୋଦା, ତାରିଖ ୨୫.୦୭.୨୦୨୬ :ଗତକାଲି ପବିତ୍ର ବାହୁଡା଼ ଯାତ୍ରା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୁଲ୍ୟରେ ବହୁତ ଧୁମ୍ ଧାମ୍ ରେ ଧନୋରା ଗ୍ରାମରେ ସମାପନ ହୋଇ ଯାଇଛି। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭାଗ ନେଇ ଥିଲେ। ପ୍ରଭୁଙ୍କ ପାଖରେ ଗୀତ ଗୋବିନ୍ଦ, ଭଜନ ଇତ୍ୟାଦି…

୨୮ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ଇରାନ ଜଳସୀମାରେ ୨୮ ଜଣ ଭାରତୀୟ ନାବିକ ଥିବା ଏକ ଏଲ୍‌ପିଜି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ସତ୍ତ୍ବେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଥିବା ତେହେରାନସ୍ଥିତ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ‘ଦିଶା’ ନାମକ ମୋଜାମ୍ବିକ୍ ପତାକାଧାରୀ ଜାହାଜ ଉପରେ ଏହି ଆକ୍ରମଣ…