Browsing Category

ଦେଶବିଦେଶ

ସ୍ବଦେଶୀ ହସ୍ତତନ୍ତ ବିଶ୍ବର ବ୍ରାଣ୍ଡ୍‌ ହୋଇପାରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ‘‘ଏବେ ଆସିଛି ନୂଆ ଯୁଗାନ୍ତର, ଗାନ୍ଧୀ କହିଛନ୍ତି ବୁଲି ବାରବାର, ଖାଅ ଭାତ ମୁଠେ ଘର ଢିଙ୍କି କୁଟା, ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୂତା।’’ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ…

ଭାରତ ସମେତ ୫ ଦେଶ ଉପରେ ୧୦୦ % ଟାରିଫ୍ ଲଗାଇବ ଆମେରିକା!

ନୂଆଦିଲ୍ଲୀ : ରୁଷରୁ ତେଲ କିଣିବା ପଡ଼ିପାରେ ମହଙ୍ଗା। ପୁଣି ଭାରତ ଉପରେ ଲାଗି ପାରେ ୧୦୦ ପ୍ରତିଶତ ଟାରିଫ୍। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅନେକ ଦେଶ ଉପରେ ଶୁଳ୍କ ଲଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି। ସେନେଟରେ ପାରିତ ଏକ ବିଲ୍ ଟ୍ରମ୍ପଙ୍କୁ ନୂତନ ଶକ୍ତି…

ଓଡିଶାର ୨ ବୁଣାକାରଙ୍କ ସମେତ ମୋଟ ୨୨ ବୁଣାକାରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୮ ଅଗଷ୍ଟ, ୨୦୨୬) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୨୦୨୫ ଜାତୀୟ ହସ୍ତତନ୍ତ ପୁରସ୍କାର…

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ: ଆଜି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ସମେତ ଅନେକ ଲୋକ ପ୍ରତିବାଦ କରିଥିଲେ। ପ୍ରତିବାଦ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନେକ ପ୍ରତିବାଦକାରୀ ସାଧୁ ଏବଂ ସନ୍ଥଙ୍କୁ ଅଟକ ରଖିଛି।

ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

ନୂଆଦିଲ୍ଲୀ: ନକଲି ବିଶ୍ୱବିଦ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ରତର କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସାରା ଦେଶରେ ୩୨ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରିଛି। ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟସଭାକୁ ସୂଚନା ଦେଇଛି ଯେ, ଏହି ପ୍ରତିଷ୍ଠାନଗୁଡ଼ିକ UGC ଆଇନ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ…

ଆଇଟି ନିୟମ ବଦଳାଇବେ ସରକାର ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା…

ଏବେ ଯୁବପିଢିଙ୍କ ପାଳି ; ସରକାରଙ୍କୁ ଦେବାକୁ ପଡ଼ିବ ଚାକିରି- ଅଭିଜିତ୍

ନୂଆଦିଲ୍ଲୀ :ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର କୋର ଟିମ୍ ର ଏକ ବୈଠକ ପରେ ସଂଗଠନର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି ଯେ ଦେଶରେ ବଢ଼ୁଥିବା ବେକାରୀ ଏବେ କେବଳ ଯୁବକମାନଙ୍କ ପାଇଁ ବ୍ୟକ୍ତିଗତ ସମସ୍ୟା ନୁହେଁ, ବରଂ ଜାତୀୟ ଚିନ୍ତାର ବିଷୟ। ସେ ଘୋଷଣା କରିଛନ୍ତି ଯେ…

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ନିର୍ଣ୍ଣାୟକ ପଦକ୍ଷେପର ମହତ୍ୱ ବିଷୟରେ ଅବତାରଣା କରିଛନ୍ତି। ୫ ଅଗଷ୍ଟ ୨୦୧୯କୁ ଭାରତର ସମାବେଶୀ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।…

୧୭ରେ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବେ। ଚଳିତ…

ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପଟ୍ଟାମୁଣ୍ଡାଇ ୫/୮- ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ପୌରାଞ୍ଚଳର…