Browsing Category

ଦେଶବିଦେଶ

ପୁଣି ନିର୍ଣ୍ଣାୟକ ଭୂମିକାରେ ନବୀନ ଜଗନ୍ନ । ରାଜ୍ୟସଭା ଉପାଧ୍ୟକ୍ଷକୁ ନେଇ ଅଡୁଆରେ ବିଜେପି ।

ଭୁବନେଶ୍ୱର : ଜନତା ଦଳ(ୟୁ) ର ସଦସ୍ୟ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଅଛନ୍ତି । ନିଜର ସରଳତା , ସମ୍ବେଦନଶୀଳତା ଓ ଗୃହ ପରିଚାଳନାରେ ଦକ୍ଷତା ପାଇଁ ଶାସକ ଓ ବିରୋଧୀ ଉଭୟ ତାଙ୍କର ପ୍ରଶଂସା କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଟୁଇଟ କରି ହରିବଂଶଙ୍କର ପ୍ରଶଂସା କରିଥିଲେ ।…

ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି।

ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ ଦଳରୁ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ।

ନୁଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ଏହାକୁ ଭ୍ରଷ୍ଟାଚାର ଏବଂ ଔପଚାରିକ ସାକ୍ଷାତକାର ବୋଲି କହିଛି। ରାଷ୍ଟ୍ରପତି ମୁର୍ମୁଙ୍କ ବିବାଦୀୟ ବୟାନକୁ ନେଇ ରାଜନୈତିକ ଆରୋପ-ପ୍ରାତ୍ୟାରୋପ ପରେ ସୋନିଆ…

ବିଜେପି ବିରୋଧରେ ସିସୋଦିଆଙ୍କ ମନ୍ତବ୍ୟ ଆପ ଭାଙ୍ଗିବାକୁ ବିଜେପି ର ଯୋଜନା।

ଅହମଦାବାଦ : ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ଜାଲରେ ଛନ୍ଦି ହୋଇପଡିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଗୁଜରାଟ ଅହମଦାବାଦରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ସାମ୍ବାଦିକ ସମ୍ମିଳନୀରେ…

ଜନ୍ତରମନ୍ତରରେ ପୁଣି ଚାଷୀଙ୍କ ମହାମେଳି।

ଦିଲ୍ଳୀ : ପୁଣି ଦିଲ୍ଳୀ ମୁହାଁ ହୋଇଛନ୍ତି ଚାଷୀ । ଦିଲ୍ଲୀର ଜନ୍ତରମନ୍ତରରେ କୃଷକମାନେ ଦିନକ ପାଇଁ ମହାମେଳି କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପାଖାପାଖି ୪୦ ସଂଗଠନ । ବିଭିନ୍ନ ଦାବି ନେଇ ଚାଷୀମାନେ ଏହି ମହାମେଳି କରିଛନ୍ତି । ଚାଷୀଙ୍କ ମୁଖ୍ୟ ଦାବି ହେଉଛି ଏମଏସପି ପାଇଁ ନୂଆ ଆଇନ୍…

ମୌସୁମୀ କବିତା ଆସର

ବାଲିସାହି: ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ବହୁଭାଷୀ ଅନଲାଇନ ମୌସୁମୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ପ୍ରତିବେଶି ବାଙ୍ଗଲାଦେଶ୍ ସହ ନିଜ ଦେଶର୍ ର୍ବିଭିନ୍ନ ରାଜ୍ୟରୁ ଉପସ୍ଥିତ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ…