Browsing Category

ବାଣିଜ୍ୟ

ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

ନୂଆଦିଲ୍ଳୀ: ଟ୍ବିଟର୍‌ରେ ଅନେକ କିଛି ଖୁବ୍ ଜଲ୍‌ଦି ବଦଳିବାରେ ଲାଗିଛି। ଏଲନ ମସ୍କ ଏହାକୁ କିଣିବା ପରେ ଲଗାତର କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି। କମ୍ପାନି ତା’ର କର୍ମଚାରୀମାନଙ୍କୁ ଛଟେଇ କରିବାରୁ ନେଇ ଡିଜାଇନ୍‌ ପରିବର୍ତ୍ତନ ଆଦି କରିବାରେ ଲାଗିଛି। ନିକଟରେ ମସ୍କ କହିଛନ୍ତି…

ବୈଦେଶିକ ମୁଦ୍ରା ଭଣ୍ଡାର ସାଜସଜ୍ଜା ପାଇଁ ରଖାଯାଇନି

ନୂଆଦିଲ୍ଲୀ: ଟଙ୍କା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ବୈଦେଶିକ ମୁଦ୍ରା ଭଣ୍ଡାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତ୍ୟଧିକ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ…

ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ କରିପାରେ: ଆମେରିକା

ନୂଆଦିଲ୍ଲୀ: ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ ଜାରି ରଖିଲେ ଆମେରିକା ଆନନ୍ଦିତ ବୋଲି ଶୁକ୍ରବାର ଦିନ ଆମେରିକାର ‘ଟ୍ରେଜରି ସେକ୍ରେଟେରି’ ଜେନେଟ୍‌ ୟେଲେନ୍‌ କହିଛନ୍ତି। ଆମେରିକା-ଭାରତ ଅର୍ଥନୈତିକ ସମ୍ବନ୍ଧ ଦୃଢ଼ତର କରାଯିବା ସଂକ୍ରାନ୍ତ‌ରେ ଆୟୋଜିତ ସମ୍ମିଳନୀ…

ଷ୍ଟକ ବଜାରରେ ଉତ୍ସାହ : ନୂଆ ଶିଖରରେ ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଶୁକ୍ରବାରଦିନ ଉତ୍ସାହ ଦେଖାଯାଇଛି । ଉଭୟ ବିଏସଇ ସେନସେକ୍ସ ଓ ଏନଏସଇ ନିଫଟୀ ନୂଆ ଉଚ୍ଚତାକୁ ଛୁଇଁଛନ୍ତି । ସେନସେକ୍ସ ୧୧୮୧ ପଏଣ୍ଟ ବୃଦ୍ଧି ସହ ନୂଆ ଉଚ୍ଚତା ୬୧,୭୯୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୩୨୧ ପଏଣ୍ଟ ବୃଦ୍ଧି ସହ ବିଗତ ୧୩ ମାସ ମଧ୍ୟରେ…

୧୦ ବର୍ଷରେ ଥରେ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତି ୧୦ ବର୍ଷରେ ଥରେ ଆଧାରକାର୍ଡ ସଂପର୍କିତ ଦସ୍ତାବିଜ୍‌ ଅପଡେଟ୍ / ସଂଶୋଧନ କରିବା ବାଧ୍ୟତାମୂଳକ। ସରକାର ଏଥିପାଇଁ ଆଧାର ନିୟମରେ ସଂଶୋଧନ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।…

ଓଡ଼ିଶାରେ ଇନ୍ଦିରା ଗ୍ୟାସର ଏଲ୍‌ପିଜି ସେବା

ଭୁବନେଶ୍ବର: ଦିଲ୍ଲୀଭିତ୍ତିକ ଇନ୍ଦିର ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ ଓଡ଼ିଶାରେ ଏହାର ଏଲ୍‌ପିଜି ସେବା ଆରମ୍ଭ କରିଛି। ଇନ୍ଦିରା ଗ୍ୟାସ ନାମରେ ଏହା ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରିରେ ପ୍ରତି‌ଷ୍ଠା ହୋଇଥିବା ଏହି କମ୍ପାନି ଡୋମେଷ୍ଟିକ ବର୍ଗରେ ୧୪ କିଗ୍ରା ଏବଂ…

କ୍ରିପ୍ଟୋରେ ରଖୁଛନ୍ତି କଳାଧନ, ନିୟାମକ ସଂସ୍ଥା ନାହିଁ

ଭୁବନେଶ୍ବର: ପୂର୍ବରୁ ଅସାଧୁ ବ୍ୟକ୍ତିମାନେ ସେମାନଙ୍କ କଳାଟଙ୍କାକୁ ବ୍ୟାଙ୍କରେ ଜମା ରଖୁଥିଲେ କିମ୍ବା ସୁନା ଓ ଜମି ଭଳି ସଂପତ୍ତି କିଣୁଥିଲେ। ତଦନ୍ତକାରୀ ସଂସ୍ଥାଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ସେମାନେ ନିଜର ସଂପର୍କୀୟମାନଙ୍କ ମାଧ୍ୟମରେ ବି ଏପ୍ରକାର କାରବାର କରି ସେମାନଙ୍କ…

ଟୁଇଟର୍‌ କର୍ମଚାରୀଙ୍କ ପାଇଁ ଏଲନ୍‌ ମସ୍କ୍‌ଙ୍କ ନୂଆ ନିୟମ: ସପ୍ତାହକ ୭ଦିନ ୧୨ ଘଣ୍ଟା ଲେଖାଁଏ କାମ କର ନଚେତ୍‌ ବିଦା…

ନୂଆଦିଲ୍ଲୀ: ‘ଟୁଇଟର୍‌’‌ ସଂସ୍ଥାନରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏଲନ୍‌ ମସ୍କ୍‌ ନିର୍ଦ୍ଦିଷ୍ଟ ସମୟ ଉପରେ ଗୁରତ୍ବାରୋପ କରିଥିବାରୁ କର୍ମଚାରୀମାନଙ୍କୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେଠାକାର ପରିଚାଳକମାନେ କହିଥିବା କଥା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।…

ବେତନ ବୃଦ୍ଧିକୁ ଖାଇଯିବ ଦରଦାମ୍‌, ଭାରତରେ କର୍ମଚାରୀ ଲାଭରେ ରହିବେ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଏକ ମୁଖ୍ୟ ସମସ୍ୟା ପାଲଟିଛି। ମୁଦ୍ରାସ୍ଫୀତି ଏତେ ଅଧିକ ରହିଛି ଯେ ଦରମା ବଢ଼ିଲେ ମଧ୍ୟ କର୍ମଚାରୀମାନେ ତାହାର କୌଣସି ସୁଫଳ ପାଉନାହାନ୍ତି। ତେବେ ଏକ ସର୍ଭେରୁ ଜଣାଯାଇଛି ଯେ ବିଶ୍ବରେ ୩୭ ପ୍ରତିଶତ ଦେଶର…

ଭାରତ-ଚୀନ୍ କାରବାର ୧୦,୦୦୦ କୋଟି ଡଲାର ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କାରବାର ୧୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି। ଭାରତକୁ ଚୀନ୍‌ର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି ପାଇ ୮୯୬୬ କୋଟି ଡଲାର ହୋଇଥିବା ବେଳେ ଚୀନ୍‌କୁ ଭାରତର ରପ୍ତାନି ୩୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧୩୯୭…